କୁଲଗାମ ଏନକାଉଣ୍ଟରରେ ଆତଙ୍କବାଦୀ ନିହତ
ଶ୍ରୀନଗର : କାଶ୍ମୀର ଘାଟିରୁ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଜାରି ରହିଛି ଉଦ୍ୟମ । ଏହିକ୍ରମରେ ଜୁଲାଇ ୪ ତାରିଖ ଶନିବାର ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାର ଆରାହ ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ଟଳିପଡିଛି । ଏ ଘଟଣା ପରେ ସେଠାରେ…
