Odia News Portal
Yearly Archives

2020

କଟକ ସହରକୁ ସଟଡାଉନ ଘୋଷଣା

କଟକ()  କରୋନା ପଜିଟିଭଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ କଟକ ସହରକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସିଏମସି ପକ୍ଷରୁ କଟକ ସହରକୁ ସଟଡାଉନ ଘୋଷଣା କରାଯାଇଛି । ୮ ତାରିଖ ମଧ୍ୟରାତ୍ର ଯାଏ ସଟଡାଉନ ରଖିବାକୁ ଘୋଷଣା କରାଯାଇଛି । ଘୋଷଣା ତକ୍ରାଳ ଲାଗୁ…

ଗଞ୍ଜାମ ପାଇଁ ୨ ସ୍ପେଶାଲ ଏଡିଏମ

ଭୁବନେଶ୍ୱର()  ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟ ସରକାର ୨ ସ୍ପେଶାଲ ଏଡିଏମଙ୍କୁ ନିଯୁକ୍ତ କରିଛନ୍ତି । ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ ସିଂହଙ୍କୁ ସ୍ୱତନ୍ତ୍ର ଏଡିଏମଭାବେ ନିଯୁକ୍ତ କରାଯାଇଛି । ପାରୁଲ ପଟାୱାରୀଙ୍କୁ ଉତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଥିବାବେଳେ ବିଶାଲ…

ଖୋଲିବ ଖଣ୍ଡଗିରି, ଉଦୟଗିରି ଗୁମ୍ଫା

ଭୁବନେଶ୍ୱର() କରୋନା ପାଇଁ ବନ୍ଦ ଥିବା କିଛି ଦର୍ଶନୀୟ ସ୍ଥାନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୬ ତାରିଖରୁ କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ଏଏସଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଖଣ୍ଡଗିରି, ଉଦୟଗିରି ଗୁମ୍ଫା,ଧଉଳି ଅଶୋକ ଶିଳାଲେଖ, ରାଜାରାଣୀ ମନ୍ଦିର,ବାରବାଟୀ ଦୁର୍ଗ, …

କୁକୁରମାନେ ଘର ବାହାରେ କାହିଁକି କାନ୍ଦନ୍ତି ? ଜାଣନ୍ତୁ ପ୍ରକୃତ କାରଣ

ଭୁବନେଶ୍ୱର() କୁକୁରର କାନ୍ଦିବାକୁ ଅଶୁଭ ବୋଲି କୁହାଯାଇଥାଏ। କୁହାଯାଏ ଯେ କୁକୁରର କାନ୍ଦିବା ଅର୍ଥ କାହାର ମୃତ୍ୟୁର ପୂର୍ବସୂଚନା। ଏପରି କଥା ଣୁଣି ତ ଯେ କେହି ବି ଡରିଯିବ। ଜ୍ୟୋତିଷଙ୍କ କହିବା ଅନୁସାରେ କୁକୁରମାନେ ସେତେବେଳେ ବହୁତ କାନ୍ଦିଥାନ୍ତିଯେତେବେଳେ ପାଖରେ କୈାଣସି ଆତ୍ମା…

ଆୟକର ରିଟର୍ଣ୍ଣ ସମୟ ସୀମା ବୃଦ୍ଧି

ଭୁବନେଶ୍ୱର() ଆୟକର ରିଟର୍ଣ୍ଣ ସମୟ ସୀମା ବୃଦ୍ଧି ପାଇଛି । ଆସନ୍ତା ନଭେମ୍ବର ୩୦ ତାରିଖ ପର୍ୟ୍ୟନ୍ତ କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ ଅବଧିକୁ ବୃଦ୍ଧି କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଡେଡଲାଇନକୁ ଘୁଞ୍ଚାଇଛନ୍ତି । ବର୍ତ୍ତମାନ ସମୟ ଓ ପରିସ୍ଥିତିକୁ ଦେଖି…

ମଙ୍ଗଳ ଗ୍ରହର ସବୁଠାରୁ ବଡ ଚନ୍ଦ୍ରର ଫଟୋ, ଦେଖନ୍ତୁ

ନୂଆଦିଲ୍ଲୀ() ଇସ୍ରୋନର ସଫଳତା । ମଙ୍ଗଳ ଗ୍ରହର ସବୁଠାରୁ ବଡ ଚନ୍ଦ୍ରର ଫଟୋ ଉଠାଇଛି ମଙ୍ଗଳଯାନ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ମଙ୍ଗଳଯାନରେ ଲାଗିଥିବା ମାର୍ସ କଲର କ୍ୟାମେରା (MCC) ମଙ୍ଗଳରେ ସବୁଠାରୁ ବଡ ଚନ୍ଦ୍ରର ‘ଫୋବସ’ର ଫଟୋ ଉତ୍ତୋଳନ କରିଛି। ସୂଚନାଯୋଗ୍ୟ ଯେ, ଏହି…

ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ

ଭୁବନେଶ୍ବର()  କରୋନା ନେଲା ଆଉ ୫ ଜଣଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ୟ୍ୟନ୍ତ ୩୪ ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ତେବେ ୫ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଥିବା…

ଆଜି ୪୯୫ କରୋନା ପଜିଟିଭ୍‌, ୧୪୦ ଲୋକାଲ କେସ

ଭୁବନେଶ୍ବର() ଗୋଟିଏ ଦିନରେ ଓଡ଼ିଶାରୁ ୪୯୫ କରୋନା ପଜିଟିଭ୍‌ ବାହାରିଛନ୍ତି । କରୋନାର ଏଭଳି କରାଳ ରୂପ ଦେଖି ସାରା ରାଜ୍ୟ ଆତଙ୍କିତ । ଉପକୂଳରୁ ଆଭ୍ୟନ୍ତରୀଣ, ସହରରୁ ଗାଁ ସବୁଠି ମାଳମାଳ ପଜିଟିଭ୍‌ ବାହାରିଛନ୍ତ। ୩୫୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ…

ହେବନି ସଟ୍ ଡାଉନ୍

ପୁରୀ() ପୁରୀରେ ଚଳିତ ସପ୍ତାହ ସଟ୍ ଡାଉନ୍ ହେବନାହିଁ । ଯେହେତୁ ରଥଯାତ୍ରା ପାଇଁ ପୁରୀରେ କଟକଣା ଲାଗୁ ହୋଇଛି, ତେଣୁ ଏ ସପ୍ତାହରେ ସଟ୍ ଡାଉନ୍ ହେବନାହିଁ । ତେବେ ଆସନ୍ତା ସପ୍ତାହରୁ କଟକଣା ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୁରୀ ସହରରେ ରଥଯାତ୍ରା ଭଳି କୋଭିଡ୍ ନିୟମକୁ…

ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ ଓ ଜଗତସିଂହପୁର ଜିଲ୍ଳାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ…