Odia News Portal
Yearly Archives

2020

ଯାଜପୁର ସରକାରୀ ଅଫିସରେ ଲାଗିଲା କଟକଣା

ଯାଜପୁର ଟାଉନ : ଯାଜପୁର ସ୍ଥିତ ଏହି ସରକାରୀ ଅଫିସକୁ ସାଧାରଣ ଜନତାଙ୍କୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଅଫିସରେ ଲାଗିଲା କଟକଣା । ଖବର ଅନୁଯାୟୀ ଯାଜପୁର ତହସିଲଦାର କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତରଫରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି ।…

ହସପିଟାଲ କର୍ମଚାରୀଙ୍କ ପାଇଁ ନୂଆ ଗାଇଡ଼ଲାଇନ

ଭୁବନେଶ୍ୱର() ସମ୍ପ୍ରତି ହସପିଟାଲରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି । ଗୋଟିଏ ହସପିଟାଲରେ ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛି ଭୁବନେଶ୍ୱର ମହାନଗର ନିଗମ । ଏହାକୁ ଆଖି ଆଗରେ ରଖି ହସପିଟାଲ କର୍ମଚାରୀଙ୍କ ପାଇଁ ନୂଆ…

ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର() ରାଜ୍ୟର ୧୭ଟି ଜିଲ୍ଲାରୁ ଆଉ ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି କ୍ରମରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪,୯୪୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗଞ୍ଜାମରୁ…

ଭାଇରାଲ ହେଉଛି ପ୍ରଧାନ ବିଚାରପତି ବୋବଡେଙ୍କ ଏହି ଫଟୋ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କର ଏକ ବହୁତ ସୁନ୍ଦର ଫଟୋ ଭାଇରାଲ ହେଉଛି। ରବିବାର ବୋବଡେ ହାର୍ଲେ ଡେବିଡସନ ବାଇକ ଉପରେ ବସିଥିବା ନଜର ଆସିଛନ୍ତି। ବାଇକ ଉପରେ ବସିଥିବା ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ତାଙ୍କର ଏହି ଫଟୋକୁ…

ଭୁବନେଶ୍ୱରରେ ସଟଡାଉନ ନେଇ ଆଗକୁ ନିଷ୍ପତ୍ତି

ଭୁବନେଶ୍ୱର() ରାଜଧାନୀରେ ଗତକିଛି ଦିନ ହେଲା ହେଲାଣି କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ତେବେ ରାଜଧାନୀରେ ସଟଡାଉନ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର । କରୋନା କଟକଣା ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା…

ୱାର୍ଡ଼ ନଂ – ୧୧ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ବର : ଆଜି ଟିମ୍ ପ୍ରକାଶ ତ୍ରିପାଠୀ, ଜୟ ମା ୟୁଥ୍ କ୍ଲବ୍ ଓ ମହାବୀର ମଲ୍ଟି ଜିମ୍ ତରଫରୁ ପ୍ରଭୂଜୀ ଇଙ୍ଗ୍ଲିସ ମିଡିଅମ୍ ସ୍କୁଲ୍, କ୍ରିୟାଯୋଗ ଆଶ୍ରମ ପରିସରରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ତତ୍ତ୍ଵାବଧାନରେ " ଜୀବନ ବିନ୍ଦୁ" ରକ୍ତଦାନ ଶିବିର ଅନୁଷ୍ଠିତ…

ଭୁବନେଶ୍ୱରରୁ ୨୫ ପଜିଟିଭ, ୨୩ ଲୋକାଲ କେସ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର() ଭୁବନେଶ୍ୱରରେ ପୁଣି ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ, ୨୫ ଜଣଙ୍କ ମଧ୍ୟରୁ ୨୩ ଲୋକାଲ କେସ ହୋଇଥିବା ଜଣାଯାଇଛି । ବାକି ୨ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଜଣାଯାଇଛି । ୨୩ ଲୋକାଲ କେସରୁ ମଞ୍ଚେଶ୍ୱର ଅଞ୍ଚଳରୁ ୫ ଜଣ ଚିହ୍ନଟ…

 ୮ ତାରିଖ ଯାଏଁ ଲୋକଙ୍କୁ ଅଫିସ ମନା

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଯାଜପୁର ଜିଲ୍ଲାରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ ଯିବାକୁ ମନା କରାଯାଇଛି । ଆସନ୍ତା ୮ ତାରିଖ ମଧ୍ୟରାତ୍ର ଯାଏ ଅଫିସ ଯିବାକୁ ବାରଣ କରିଛନ୍ତି ଜିଲ୍ଲାପାଳ । ଗତ ୪୮ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୮୧ କରୋନା ପଜିଟିଭ…

୧୫ ଜୁଲାଇ ଯାଏଁ ଲକଡାଉନ୍

ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ପାଇଁ ବିଭିନ୍ନ ରାଜ୍ୟ ଲକଡାଉନ ଓ ସଡଡାଉନର ଅବଧି ବଢାଉଛନ୍ତି । ଏହିକ୍ରମରେ ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ରବିବାର କହିଛନ୍ତି ଯେ ତାଙ୍କ ସରକାର ଜାରି ଲକଡାଉନକୁ ଆହୁରି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।…

ସୁଖିଲା ଥିଲେ ବି ବାଉଁଶକୁ କାହିଁକି ଧାର୍ମିକ କାର୍ୟ୍ୟରେ ବ୍ୟବହାର କରାଯାଏନି, ଜାଣନ୍ତୁ ପ୍ରକୃତ କାରଣ

ଭୁବନେଶ୍ୱର() ବାଉଁଶକୁ ଭାରତୀୟ ଧର୍ମ ଶାସ୍ତ୍ରରେ ଜଳେଇବା ନିଷିଧ। ହୋମ ହେଉ କି ଯଜ୍ଞ ଏଥିରେ ବିଭିନ୍ନ କାଠର ଉପଯୋଗ ହୁଏ ହେଲେ ସୁଖିଲା ଥିଲେ ବି ବାଉଁଶକୁ ଏ ସବୁ ଧାର୍ମିକ କାର୍ୟ୍ୟରେ ବ୍ୟବହାର କରାଯାଏନି। ମଣିଷର ମୃତ୍ୟୁରେ ବାଉଁଶକୁ କୋକେଇ କରି ବୋହିନେବାର ବିଧି ରହିଛି। କିନ୍ତୁ…