ଓଡିଶାକୁ ଆସି ସାରିଛି କରୋନା ମେଡିସିନ୍
ଭୁବନେଶ୍ୱର() ଓଡିଶାକୁ ଆସି ସାରିଛି କରୋନା ମେଡିସିନ୍ । ରେମଡିସିଭିର, ଫାଭିଫ୍ଲୁ ମେଡିସିନ୍ ଆସିସାରିଛି ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ଜେନା ।
ଏହା ସହ କଟକଣାକୁ ନେଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି କଟକଣା ରହିବ ।…
