ଏହି ଦେଶରେ ଗୋଟିଏ ଦିନରେ ୨୬ ଟଙ୍କା ମହଙ୍ଗା ହେଲା ତେଲ ଦାମ୍
ପେଟ୍ରୋଲ-ଡିଜେଲର ଦାମ ଲଗାତର ବୃଦ୍ଧି କାରଣରୁ ଭାରତୀୟ ଜନତା ବହୁତ ଚିନ୍ତାରେ ଥିବାବେଳେ ପଡୋଶୀ ପାକିସ୍ତାନରେ ତେଲ ଦାମ ସେଠାକାର ସାଧାରଣ ଜନତାଙ୍କର ଆଣ୍ଟା ଭାଙ୍ଗି ଦେଇଛି। ଇମରାନ୍ ଖାନ ସରକାର ପେଟ୍ରୋଲିୟମ ପଦାର୍ଥରେ ଦାମ ୨୭ ରୁ ୬୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ରିପୋର୍ଟ…
