Odia News Portal
Yearly Archives

2020

ଘର ଭିତରକୁ ପଶିଗଲା କାର୍ : ୪ ଆହତ

ଭୁବନେଶ୍ୱର :  ଘର ଭିତରକୁ ପଶିଗଲା କାର୍ । କାରରେ ଥିବା ୪ ଜଣ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ବାଲିଅନ୍ତା ଥାନା ବୁଦ୍ଧିପଡା ଛକରେ ଘଟିଛି ଏହି ଘଟଣା । ଶନିବାର ବିଳମ୍ବିତ ରାତ୍ରିରେ ଅଠାନ୍ତର ଗ୍ରାମର ୩ ଜଣ ଏକ କାର୍ ଭଡା କରି ମେଡିକାଲ୍‌ ଯାଉଥିଲେ । ଉତ୍ତରା-ବନମାଳିପୁର ରାସ୍ତା…

ନିଜର ତିନି ପିଲାଙ୍କୁ ମାରି ବାକ୍ସରେ ପୁରାଇଦେଲେ ବାପା

ପତ୍ନୀଙ୍କ ସହିତ ଝଗଡା କରିବା ପରେ ସ୍ୱାମୀ ନିଜର ତିନି ଜଣ ପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଦେଇଛନ୍ତି, ଯାହାପରେ ଦୋଷୀ ଘରୁ କରାଚୀ ପଳାଇ ଯାଇଛନ୍ତି । ସୂଚନା ଅନୁଯାୟୀ ପାକିସ୍ତାନର ଡେରା ମୁସଲିମ ଗ୍ରାମର ନିବାସୀ ହମିଦ ରାଣା କରାଚୀରେ ଚାକିରୀ କରୁଥିଲେ ଏବଂ ତାଙ୍କ ପତ୍ନୀ ନିଜର ୫…

ପ୍ରବଳ ବର୍ଷା ପରେ ସିକ୍କିମରେ ଭୂସ୍ଖଳନ

ଗାଙ୍ଗଟକ: ପୂର୍ବୋତ୍ତର ପାହାଡି ରାଜ୍ୟ ସିକ୍କିମରେ ବିଗତ କିଛି ଦିନ ଧରି ଲଗାତାର ବର୍ଷା ପରେ ଭୂସ୍ଖଳନ ହୋଇଥିବାର ଖବର ମିଳିଛି । ଜୁନ ୨୮ ତାରିଖ ରବିବାର ରାଜ୍ୟର ପାସିଙ୍ଗଡାଙ୍ଗ ଗ୍ରାମରେ ଭୂମି ଧସିବା କାରଣରୁ କୌଣସି ପ୍ରାଣ ହାନି ହୋଇନଥିବା ବେଳେ ବ୍ୟାପକ ପରିମାଣର ସମ୍ପତ୍ତି କ୍ଷୟକ୍ଷତି…

ଟିକଟକ୍ ରେ ବେଲି ଡ୍ୟାନ୍ସ ପୋଷ୍ଟ କରି ୩ ବର୍ଷ ଜେଲ୍

ନୂଆଦିଲ୍ଲୀ : ଇଜିପ୍ଟର ଏକ ହାଇ-ପ୍ରୋଫାଇଲ ବେଲି ଡ୍ୟାନ୍ସର ସାମା ଏଲ-ମେସିକୁ ସୋସିଆଲ ମିଡିଆରେ ଅନୈତିକ ଓ ଉତ୍ତେଜିତ ଭିଡିଓ ପୋଷ୍ଟ କରିବା ଭାରି ପଡିଲା। କାହିରାର କୋର୍ଟ ତାଙ୍କ ଉପରେ ଲୋକମାନେ ର୍ଦୁବ୍ୟବହାର ଓ ଅନୈତିକତାକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ୩ ବର୍ଷ ଜେଲଦଣ୍ଡ ଓ ୩୦ ହଜାର…

ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରାଯାଉ, କେନ୍ଦ୍ରଙ୍କୁ ଚିଠି ଲେଖିଲା କଲ୍‌ଚରାଲ ସର୍କଲ୍‌

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରିବାକୁ ପ୍ରସ୍ତାବ ଦେଇଛି ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ର ଅଧ୍ୟକ୍ଷ ଜେ.କେ.…

ଲୋକସେବା ଭବନରୁ ଉଦ୍ଧାର ହେଲା ଢ଼ମଣା ସାପ

ଭୁବନେଶ୍ବର : ଲୋକସେବା ଭବନ ପରିସରରୁ ଉଦ୍ଧାର ହେଲା ଢ଼ମଣା ସାପ । ଗଛ କୋରଡରୁ ପସି ରହିଥିବା ସାପଟିକୁ ସ୍ନେକ୍ ହେଲ୍ପ ଲାଇନ୍ ପକ୍ଷରୁ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ, ରବିବାର ସକାଳେ ରାଜ୍ୟ ଲୋକସେବା ଭବନ ପରିସରରେ ଥିବା ଏକ ଗଛରେ ସାପଟି ଚଢିଥିଲା। ଏହି ସମୟରେ ଲୋକସେବା ଭବନ ମୁଖ୍ୟ…

ପୁଣି ପୁଲିସ ମାଡ଼ରେ ଭାଙ୍ଗିଲା ବୃଦ୍ଧଙ୍କ ହାତ

ପୁରୀ : ଶ୍ରୀଗୁଣ୍ଡିଚା ଦିନ ପୁଲିସର ବର୍ବରତା ନେଇ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । ଡାକ୍ତରଖାନା ଭିତରେ ପଶି ଜଣେ ବୃଦ୍ଧଙ୍କ ମୁଣ୍ଡ ଫଟାଇ ଦେବା ଘଟଣା ପରେ ଆଉ ଦୁଇଟି ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି । ଜଣେ ୭୭ ବର୍ଷୀୟ ରୋଗାକ୍ରାନ୍ତ ବୃଦ୍ଧଙ୍କୁ ବଡ଼ଦାଣ୍ଡରେ ପିଟି ପିଟି ହାତ…

ଏହି ବିଜେପି ନେତ୍ରୀଙ୍କ ଫେସବୁକ୍ ଆଇଡି ହ୍ୟାକ୍

ଶ୍ରୀନଗର : ଜମ୍ମୁ-କଶ୍ମୀରର କୁପଓ୍ବାଡା ଜିଲ୍ଲାରେ ବିଜେପି ମୁଖପାତ୍ର ମୀର ବଶାରତ ଫେସବୁକ୍ ଆଇଡି ପାକିସ୍ତାନରେ ହେଲା ହ୍ୟାକ୍। ଏହା ସହ ତାଙ୍କୁ ଜୀବନରେ ମାରିବାର ଧମକ ମଧ୍ୟ ଦିଆଯାଉଛି। ପୋଲିସ ଯେତେବେଳେ ଏହି ମାମଲାର ତଦନ୍ତ କରିଥିଲା ସେତେବେଳେ ଜଣାପଡିଥିଲା ଯେ, ବିଜେପି ନେତ୍ରୀଙ୍କୁ…

କଣ୍ଟେନମେଣ୍ଟ ଜୋନ ହେଲା ଥାନା ପରିସର

କଟକ: କଟକ ଜିଲ୍ଲା ଅନ୍ତର୍ଗତ ବଡମ୍ବା ଥାନା କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ । ବଡମ୍ବା ଥାନା ଆଇଆଇସି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଥାନାକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଥାନାର ୨୨ ଜଣ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଛି । ଆଜି ସେମାନଙ୍କ ନମୁନା ପରୀକ୍ଷା…

କୁମ୍ଭୀର ନେଲା ଆଉ ଏକ ନିରୀହ ଜୀବନ

ମାଲକାନଗିରି : କୁମ୍ଭୀର ନେଇଛି ନେଲା ଆଉ ଏକ ନିରୀହ ଜୀବନ। ମାଲକାନଗିରି ସିଲେରୁ ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଚିତ୍ରକୋଣ୍ଡା ଥାନା ଜଲାସାହିର ୯ବର୍ଷର ବାଳକ କୈଳାସ ମାଝୀ ବୋଲି ଜଣାଯାଇଛି । ଶନିବାର ସ୍ୱିପହାର ସମୟରେ କୈଳାସ ନଦୀକୁ ଗାଧୋଇବାକୁ ଯାଇ ଆଉ…