Odia News Portal
Yearly Archives

2020

ପୁରୁଣା ରାଗ ସୁଝାଇବାକୁ ସୁଯୋଗ ପାଇଗଲେ ସୋନା ମହାପାତ୍ର

ମୁମ୍ବାଇ :  ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ବଲିଉଡରେ ନେପାଟିଜମକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ଏହି ପ୍ରସଙ୍ଗରେ ବଲିଉଡ ଜଗତର ଅନେକ ବ୍ୟକ୍ତି ସ୍ୱର ଉତ୍ତୋଳନ କରିଛନ୍ତି । ଗାୟକ ସୋନୁ ନିଗମ ମଧ୍ୟ ଇଣ୍ଡଷ୍ଟ୍ରୀର ଅନେକ ଲୋକଙ୍କୁ ଟାର୍ଗେଟ୍ କରିଛନ୍ତି । ତେବେ ସୋନୁଙ୍କୁ ପ୍ରତି…

ସମ୍ବଲପୁର ପୋଲିସର ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର : ସମସ୍ତେ କୁହନ୍ତୁ ଡ୍ରଗ୍ସକୁ ନା ଓ ଜୀବନ କୁ ହଁ । ଏହି ବାର୍ତ୍ତା ପ୍ରଚାର କରି ଆଜି ସମସ୍ତଙ୍କୁ ସଚେତନ କରୁଛି ସମ୍ବଲପୁର ପୋଲିସ ଓ ଅବକାରୀ ବିଭାଗ । ଆଜି ହେଉଛି ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଦୁରୁପଯୋଗ ଓ ଅବୈଧ ଚାଲାଣ ବିରୋଧ ଦିବସ (International Day Against Drug Abuse…

‘ସେକ୍ସି’ ଶବ୍ଦ ଯୋଗୁ ବଲିଉଡ୍‌ ଛାଡ଼ିଲେ ଏହି ଅଭିନେତ୍ରୀ

ମୁମ୍ବାଇ : ହଟ୍‌ ଏବଂ ବୋଲ୍ଡ ଚରିତ୍ର ପାଇଁ ପରିଚିତ ବଲିଉଡ୍‌ ଅଭିନେତ୍ରୀ ରିୟା ସେନ୍‌ ଅକସ୍ମାତ ଭାବେ ବଲିଉଡ୍‌ରୁ ବିଦାୟ ନେଇଥିଲେ । ସେ ହଠାତ୍‌ କାହିଁକି ଏଭଳି ନିଷ୍ପତ୍ତି ନେଇଥିଲେ ଏନେଇ ଏକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି । ରିୟାଙ୍କ ମୁତାବକ, ତାଙ୍କୁ ବଲିଉଡ୍‌ରେ ମିଳୁଥିବା…

ରାତାରାତି ବଦଳିଗଲା ଶ୍ରମିକଙ୍କ ଭାଗ୍ୟ, କଣ ପାଇଁ ଆସନ୍ତୁ ଜାଣିବା

ଭାଗ୍ୟ ବଦଳିବାକୁ ବେଶୀ ସମୟ ଲାଗେନି। ଏହି ଭାଗ୍ୟ କେତେବେଳେ ରାଜାକୁ ଫକିର କରିଛି ତ ଆଉ କେତେ ବେଳେ ଫକିରକୁ ରାଜା। ଏଭଳି ଏକ ଉଦାହରଣ ହେଉଛନ୍ତି  ତାଞ୍ଜାନିଆର ଜଣେ ଶ୍ରମିକ। ଏକ ଖଣିରେ କାମ କରୁଥିବା ତାଞ୍ଜାନିଆର ଶ୍ରମିକ ଜଣକ ଖୋଳିବା ସମୟରେ ଦୁଇଟି ମୂଲ୍ୟବାନ ରତ୍ନପଥର ପାଇଥିଲେ,ଯାହାର…

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ

ଜାମ୍ମୁ କାଶ୍ମୀର: ଜାମ୍ମୁ : କାଶ୍ମୀରର ଅନନ୍ତ ନାଗ ଜିଲ୍ଲାର ବିଜବେହେରା ରାଜମାର୍ଗରେ ଦାୟିତ୍ୱରେ ଥିବା ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଦୁଇ ଜଣ ସିଆରପିଏଫ ଯବାନ ସହିଦ ହେବା ସହ ଜଣେ ନାବାଳକ ପ୍ରାଣ ହରାଇଛନ୍ତି । ଘଟଣାଟି ଶୁକ୍ରବାର ଅର୍ଥାତ ଆଜି ଦ୍ବିପହର…

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଯାତ୍ରୀ

ଭୁବନେଶ୍ବର : ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ। ଅଚାନକ ଗାଡି ସାମ୍ନାରେ ଏକ ଗାଈ ପସି ଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାଜପଥ ଉପରେ ଓଲଟି ପଡିଥିଲା। ଏଥିରେ ଭୁବନେଶ୍ବରରୁ କେନ୍ଦୁଝର ଅଭିମୁଖେ…

ରାତି ଅଧରେ ଋଣ ଟଙ୍କା ମାଗିବା ପଡିଲା ମହଙ୍ଗା

ଉମରକୋଟ : ସାରା ବିଶ୍ୱରେ କରୋନା ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ସରକାର ଙ୍କ ପକ୍ଷରୁ ସେମାନଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଠୁ ଆରମ୍ଭ କରି ଶୁଖିଲା ଖାଦ୍ୟ ଓ ଜନଧନ ଆକାଉଣ୍ଟ ଧାରୀ ମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇଦିଆଯାଉଛି କିନ୍ତୁ ଠିକ ଏତିକି ବେଳେ କିଛି…

ଭୁବନେଶ୍ୱରରୁ ୧୬ ପଜିଟିଭ୍, ୧୪ ଲୋକାଲ କେସ

ଭୁବନେଶ୍ୱର() ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଜି ଭୁବନେଶ୍ୱରରୁ ଆଉ ୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ…

ବସ୍ତି ଅଞ୍ଚଳରେ ହୋମ କ୍ୱାରେଣ୍ଟିନ ପାଇଁ ଅନୁମତି ଦିଆଯିବ ନାହିଁ

ଭୁବନେଶ୍ୱର() ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏନେଇ ଭୁବନେଶ୍ୱରରେ ସ୍ଥିତିକୁ ସବୁଦିନ ମନିଟର କରାଯାଉଛି । ତେଣୁ ପ୍ରତି ୱାର୍ଡ଼ରେ ସଚେତକ କମିଟି ଗଠନ କରାଯାଇଛି । ପ୍ରତି କମିଟିରେ…

ସ୍ୱୟଂ ଈଶ୍ୱର ବାସ କରନ୍ତି ଅଶ୍ୱସ୍ଥ ଗଛରେ ହେଲେ ଘରେ ଥିଲେ କାହିଁକି ଅଶୁଭ କୁହାଯାଏ ? ଜାଣନ୍ତୁ …

ଭୁବନେଶ୍ୱର() ପୁରାଣରେ ଅଶ୍ୱସ୍ଥକୁ ଦିବ୍ୟ ବୃକ୍ଷ ବୋଲି କୁହାଯାଇଛି । ବୃକ୍ଷମାନଙ୍କ ମଧ୍ୟରେ ଏହା ପବିତ୍ର । ଏହି ବୃକ୍ଷର ସ୍ୱୟଂ ଈଶ୍ୱର ବାସ କରନ୍ତି ବୋଲି କୁହାଯାଏ । ସେଥିପାଇଁ ଏହି ବୃକ୍ଷକୁ ପୂଜା କରାଯାଇଥାଏ । ତଥାପି ଅଶ୍ୱସ୍ଥ ଗଛ ଘରେ ଥିଲେ ଅଶୁଭ ବୋଲି କୁହାଯାଏ । ଅଶ୍ୱସ୍ଥ ଗଛ…