Odia News Portal
Yearly Archives

2020

ସୁସ୍ଥ ହେଲେ ଆଉ ୧୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର() ଶୁକ୍ରବାର ରାଜ୍ୟରେ ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୨୨କୁ ବୃଦ୍ଧି ପାଇଛି । ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୪୩ ଜଣ ଥିବା ବେଳେ, ପୁରୀର ୨୮, ଖୋର୍ଧାର ୨୧, କନ୍ଧମାଳର ୧୨,…

୩ ଦିନ ସଟଡ଼ାଉନ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସରକାର ବହୁ ପ୍ରକାର ପଦକ୍ଷେପ ନେଉଛନ୍ତି । ବହୁ ସଂଖ୍ୟକ କରୋନା ପଜିଟିଭ ବାହାରିବା କାରଣରୁ ସଟଡାଉନ ମଧ୍ୟ କରାଯାଉଛି । ଏହାରି ମଧ୍ୟରେ ପାରଳାଖେମୁଣ୍ଡି ସହରକୁ ସଟଡ଼ାଉନ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାର ଗୋଷାଣୀ ,ଗୁମ୍ମା ବ୍ଲକ…

ଆମର ପ୍ରସ୍ତୁତି ଗତିଶୀଳ, ସାମଗ୍ରିକ ଏବଂ ଭାଗିଦାରୀ ମୂଳକ ହେବା ଉଚିତ

ଭୁବନେଶ୍ୱର()  ମୁଖ୍ୟମନ୍ତ୍ରୀଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ବିପର୍ଯ୍ୟୟରେ ଯୋଗୁ…

ପିସିସି ସଭାପତିଙ୍କୁ ଜୋରିମାନା

ଭୁବନେଶ୍ୱର() ମହଙ୍ଗା ପଡ଼ିଲା ବିକ୍ଷୋଭ ପ୍ରଦର୍ଶନ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୫ଶହ ଟଙ୍କା ଜୋରିମାନା କରାଯାଇଛି । ଆଜି ମାଷ୍ଟରକ୍ୟାଣ୍ଟିନ ଛକ ଠାରେ କରାଯାଉଥିବା ବିକ୍ଷୋଭ ସମୟରେ ସାମାଜିକ ଦୂରତା କଟକଣାକୁ ଉଲ୍ଲଂଘନ ପାଇଁ ତାଙ୍କୁ ଜୋରିମାନା କରାଯାଇଛି । କରୋନା…

‘ମାସ୍କ’ର ହିନ୍ଦୀ ଅନୁବାଦ ଜାଣିଲେ ନ ହସି ରହିପାରିବେ ନାହିଁ

ମୁମ୍ବାଇ() ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଛନ୍ତି । ଅଧିକାଂଶ ସମୟ ସେ ପ୍ରଶଂସକଙ୍କ ସହ ପ୍ରେରଣାଦାୟୀ ଏବଂ ମଜାଦାର ପୋଷ୍ଟ ସେୟାର କରନ୍ତି । ଏବେ ସେ ‘ମାସ୍କ’ର ମାନେ ବୁଝାଇଛନ୍ତି । ‘ମାସ୍କ’ର ହିନ୍ଦୀ ଅନୁବାଦ ସମ୍ପର୍କରେ ଇନ୍‌ଷ୍ଟାଗ୍ରାମ୍‌…

ପୋଲିସଙ୍କୁ ପୁରୀ ଯିବା ମନା

ପୁରୀ() ପୁରୀରେ ରଥଯାତ୍ରା ଚାଲିଛି । ମହାପ୍ରଭୁଙ୍କ ନିଳାଦ୍ରୀବିଜେ ନହେବା ଯାଏଁ ପୁରୀରେ କଟକଣା ଲାଗୁ କରାଯାଇଛି ।ଏବେ ଡ଼୍ୟୁଟି ଥିବା ପୋଲିସଙ୍କ ବ୍ୟତୀତ ଅନ୍ୟ ସମସ୍ତ ପୋଲିସଙ୍କୁ ପୁରୀ ଯିବାକୁ ମନା କରାଯାଇଛି । ପୁରୀକୁ ଅନ୍ୟ ପୋଲିସ କିମ୍ବା ତାଙ୍କ ପରିବାର ଲୋକେ ଯାଇପାରିବେନି । ୪ଜୁଲାଇ…

ଆଉ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୦ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୨୧ ଜିଲ୍ଲାରୁ ଆଉ ନୂଆ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।୨୧୮ ଆକ୍ରାନ୍ତଙ୍କ ମଧ୍ୟରୁ  ୧୯୮ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୦ଜଣ ସ୍ଥାନୀୟ…

କଟକଣା ନମାନି ଶ୍ରୀଗୁଣ୍ଡିଚା ମନ୍ଦିରରେ ପଶିଗଲେ ୨ ଭକ୍ତ, ଥାନାରେ ଅଟକ

ପୁରୀ() ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ କଟକଣା ସତ୍ତ୍ୱେ ଦୁଇ ଜଣ ଭକ୍ତ ପ୍ରବେଶ କରିଥିବା ନେଇ ସୂଚନା ମିଳିଛି । ମଙ୍ଗଳା ଆଳତୀ ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ସେବାୟତଙ୍କ ବିରୋଧ ପରେ ପ୍ରବେଶ କରିଥିବା ଦୁଇ ଭକ୍ତଙ୍କୁ ଥାନାରେ ଅଟକ ରଖାଯାଇଛି । ଦୁଇ ଭକ୍ତଙ୍କୁ କୁମ୍ଭାରପଡ଼ା…

ବିଏମ୍‍ସି ତତ୍ପର, କମିଶନରେଟ ପୋଲିସ ନିର୍ଵିକାର

ଭୁବନେଶ୍ୱର : ରାଜଧାନୀରେ କରୋନା ପୁଣି ଥରେ ତାହାର କାୟା ବିସ୍ତାର କରୁଥିବାବେଳେ ଏହାର ମୁକାବିଲା ଲାଗି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ତତ୍ପର ହୋଇ ଉଠିଛି । ତେବେ ବିଏମ୍‍ସି ତତ୍ପର ହୋଇଥିବାବେଳେ କମିଶନରେଟ ପୁଲିସ୍‍ କିନ୍ତୁ ଏ କ୍ଷେତ୍ରରେ ନିର୍ବିକାର ଥିବା ଲକ୍ଷ୍ୟ କରାଯାଉଛି ।…

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି

ଭୁବନେଶ୍ବର() ଆଜି ଶ୍ରୀଜୀଉଙ୍କ ହେବ ବନକଲାଗି ନୀତି । ମଧ୍ୟାହ୍ନଧୁପ ସରିବା ପରେ ପଛ ଭୋଗମଣ୍ଡପରେ କରାଯିବ ଏହି ଗୁପ୍ତ ନୀତି । ଏଥିପାଇଁ ଆବଶ୍ୟକ ସାମଗ୍ରୀକୁ ଦତ୍ତ ମହାପାତ୍ର ସେବାୟତଙ୍କୁ ଯୋଗାଇଦିଆଯାଇଛି । ଏମାନେ ୪ ଘଂଟା ଧରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶିଙ୍ଗାର ଓ ବନକଲାଗି ନୀତି କରିଥାନ୍ତି…