Odia News Portal
Yearly Archives

2020

ପୁରୀ ଅଭିମୁଖେ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ

ପୁରୀ() ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଯାଉଥିବା ସୂଚନା ରହିଛି । ସେମାନେ ପୁରୀରେ ରହି ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରିବେ । …

ରଥଯାତ୍ରା ନେଇ ଗଜପତିଙ୍କ ସହ ଶାହାଙ୍କ ଆଲୋଚନା

ଭୁବନେଶ୍ୱର() ରଥଯାତ୍ରା ନେଇ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଅମିତ ଶାହା କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଦେ୍ର୍ଧଶରେ ଅମିତ ଶାହା କଥା ହୋଇଥିବା ସୂଚନା ମିଳିଛି । ଶାହା ଗଜପତି ମହାରାଜାଙ୍କ ସହ କଥା ହେବା ନେଇ ବିଜେପି…

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଆଜି ରାଜ୍ୟରେ ୧୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଜଣେ ୪୬ ବର୍ଷୀୟ ବ୍ୟକ୍ତଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ମୃତକ…

ରଥରେ ଆଜ୍ଞାମାଳ ବିଜେ

ପୁରୀ() ଆଜି ଉଭାଯାତ୍ରା । ରଥରେ ଆଜ୍ଞାମାଳ ବିଜେ ହୋଇଛି । ତିନିବାଡ଼ରୁ ତିନିରଥ ପାଇଁ ଆଜ୍ଞାମାଳ ବିଜେ କରାଯାଇଛି । ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଏହି ଦିନ ଉଭା ଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଥାଏ । ଏହିଦିନ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା…

ରଥଯାତ୍ରା ଲାଗି ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ()  ସୁପ୍ରିମକୋର୍ଟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମାମଲାର ଶୁଣାଣି ଆରମ୍ଭ ହୋଇଛି । ଜଷ୍ଟିସ୍ ଏସ ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ମୂଳ ପିଟିସନ ସହ ମୋଟିଫିକେସନ ପିଟିସନର ଏକତ୍ର ଶୁଣାଣି ନେଇ ଶୁଣାଣି ଚାଲିଛି । ରଥଯାତ୍ରା ସପକ୍ଷରେ ୧୭ଟି ମୋଡିଫିକେସନ…

କ୍ରମାଗତ ୧୬ ଦିନରେ ବଢ଼ିଲା ପ୍ରେଟ୍ରୋଲ ଓ ଡିଚେଲ ଦର

ନୂଆଦିଲ୍ଲୀ() ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ। ଲଗାତର ୧୬ ଦିନରେ ବଢ଼ିଲା ପ୍ରେଟ୍ରୋଲ ଓ ଡିଚେଲ ଦର। ଦିଲ୍ଲୀରେ ଡିଜେଲ ଦର ବୃଦ୍ଧି ହୋଇ ୭୮ ଟଙ୍କା ୮୫ ପଇସା ହୋଇଛି। ସେହିପରି ପେଟ୍ରୋଲ ୩୩ ପଇସା ବଢ଼ି ୭୯ ଟଙ୍କା ୫୬ ପଇସା ପ୍ରତି ଲିଟର ହୋଇଛି। ଗୋଟିଏ ମାସରେ ଅଶୋଧିତ…

ଆଉ ୧୪୩ କରୋନା ଫଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ଆଜି ରାଜ୍ୟରେ ଆଉ ୧୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ…

ଜଳବନ୍ଦୀ ଆଶଙ୍କାରେ ଉତ୍ତର ନିର୍ବାଚନ ମଣ୍ଡଳୀଵାସୀ

ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୪ନମ୍ବର ୱାର୍ଡର ନଖରା, ନୂଆପାଟଣା,ବଙ୍ଗୁଆରୀ, ସାହାବାଦ, ହରିଦାସପୁର, ସୁନ୍ଦରାପାଟଣା, ନହରକଣ୍ଟା, ହଂସପାଳ, ରୁଦ୍ରପୁର, ଜୟପୁର, ପାହାଳ,ଜୋହଳ, ଓ କୁଣ୍ଡିତରାପାଟଣା ଗ୍ରାମଗୁଡ଼ିକ କୁଆଖାଇ ନଦୀ, ପୁରୀ…

ତିନି ଆଇଏଏସ୍‍ ଅଫିସର କେନ୍ଦ୍ରକୁ ଡେପୁଟେସନରେ ଯିବା ନିଶ୍ଚିତ 

ଭୁବନେଶ୍ବର : କେନ୍ଦ୍ର ସରକାରରେ ଯୁଗ୍ମ ସଚିବ ପହ୍ୟାରେ ଅର୍ନ୍ତଭୁକ୍ତ ପାଇଁ କେନ୍ଦ୍ରରେ ଅତି କମ୍‍ରେ ଦୁଇବର୍ଷ କାମ କରିବା ବାଧ୍ୟତାମୂଳକ ହେବାପରେ ରାଜ୍ୟର ଏବେ ତିନିଜଣ ଆଇଏସ୍‍ କେନ୍ଦ୍ରକୁ ଯିବା ନିିିଶ୍ଚିତ ହୋଇଛି । ଏମାନେ ହେଲେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ପର୍ଯ୍ୟଟନ ସଚିବ ସଚିନ…

ମଦ ବ୍ୟବସାୟୀଙ୍କ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ

ନିଆଳି :  ଚୋରା ମଦ ବେପାରୀ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ପ୍ରତିବାଦରେ ମଦ ବେପାରୀଙ୍କ ଆତ୍ମହତ୍ୟା ଉଦ୍ୟମ। ଏଭଳି ଘଟଣା ଘଟିଛି  କଟକ ଜିଲ୍ଲା ନିଆଳି ପୂର୍ବଖଣ୍ତ ଗାଁରେ । ଗାଁର ଅଶୋକ ଦାଶ ଗତ କିଛି ଦିନ ତଳେ ଚୋରା ମଦ ବିକ୍ରି କରୁଥିବା ସମୟରେ ନିଆଳି ପୋଲିସ ଗିରଫ କରି କୋର୍ଟ…