ସମବେଦନା ଜଣାଇବା ବଦଳରେ ମୁହଁ ଟାଣ ଦେଖାଉଛନ୍ତି ସୋନମ୍
ପିତୃ ଦିବସ ପ୍ରତି ପିତା ଓ ସନ୍ତାନ ପାଇଁ ଖାସ୍ ହୋଇଥାଏ। ଗତକାଲି ସମସ୍ତେ ଖୁବ୍ ଧୁମ୍ଧାମ୍ରେ ଫାଦର୍ସ ଡେ ପାଳନ କରିଛନ୍ତି। ଏଥିପାଇଁ ସମସ୍ତେ ସୋସିଆଲ ମିଡିଆରେ ବାପାଙ୍କ ଫଟୋ ପୋଷ୍ଟ କରିବା ସହ ନିଜ ମନର କଥା ଲେଖିଛନ୍ତି। କେବଳ ସାଧାରଣ ଲୋକ ନୁହେଁ ବଲିଉଡ୍ର ସେଲିବ୍ରିଟିମାନେ ମଧ୍ୟ…
