Odia News Portal
Yearly Archives

2020

କରୋନାରେ ଆଉ ୨ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର() ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଆଜି ୨୧ଟି ଜିଲ୍ଲାରୁ ସର୍ବାଧିକ ୩୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣଙ୍କ ମଧ୍ୟରୁ ବରଗଡ ଜିଲ୍ଲାର ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ମୃତ ବୃଦ୍ଧଜଣକ…

ଯୋଗାଭ୍ୟାସ ଦ୍ବାରା ଇମ୍ୟୁନିଟି କ୍ଷମତା ବୃଦ୍ଧି ପାଇଥାଏ

ନୂଆଦିଲ୍ଲୀ,() ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସବୁ ବର୍ଷ ବହୁ ଆଡମ୍ବରରେ ଏହି ଦିବସ ପାଳନ କରାଯାଏ। କିନ୍ତୁ ଚଳିତବର୍ଷ କରୋନା ସଙ୍କଟ ଯୋଗୁ ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ଯୋଗ ଦିବସ ପାଳନ ହେଉଛି।  ତେବେ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଉଦବୋଧନରେ…

ଆଉ ୩୦୪ କରୋନା ପଜିଟିଭ, ୩୨ ଲୋକାଲ କେସ

ଭୁବନେଶ୍ୱର,()ରାଜ୍ୟରେ ଆଜି ଆଉ ୩୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୨୧ଟି ଜିଲ୍ଲାରୁ ସର୍ବାଧିକ ୩୦୪ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୭୨ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ() ଦେଶରେ କରୋନା ମହାମାରୀ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩ ହଜାର ୨୫୪କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୦ହଜାର ୪୬୧ ହୋଇଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨…

ଗଞ୍ଜାମରେ ଆଉ ୩୮ କରୋନା ପଜିଟିଭ

ଗଞ୍ଜାମ : ଗଞାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ପୁଣି ୩୮ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମୋଟ ୮୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୭ଟି ଆକ୍ଟିଭ୍‌ କେସ୍‌…

କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

କଟକ : କଟକ ଜିଲ୍ଲା ଆଠଗଡ ବନଖଣ୍ଡ ଆଠଗଡ ରେଞ୍ଜ ଅନ୍ତର୍ଗତ ବୁଦ୍ଧିଆ ପାଟଣାର ଗାଁ ଏକ କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତାଟିର ବୟସ ପ୍ରାୟ ୫ ରୁ ୬ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବିକ, ଆଜି ସକାଳେ ବୁଦ୍ଧିଆ ପାଟଣାର ଗାଁ…

ଦଦରା ଗାଡି ଓ ଅଚଳ ସିସିଟିଭିରେ ଚାଲିଛି ଅପରାଧ ମୁକାବିଲା

ଭୁବନେଶ୍ବର : ରାଜ୍ୟ ରାଜଧାନୀରେ ଚୋର ଲୁଟେରାଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିଥିବାବେଳେ ପୁଲିସ୍‍ କିନ୍ତୁ ପୁରୁଣା ଦଦରା ଗାଡି ଓ ଅଚଳ ସିସିଟିଭି ଧରି ସୋମନଙ୍କ ମୁକାବିଲା କରୁଛି । ପୁଲିସ୍‍ ଚଢୁଥିବା ପିସିଆର ଗାଡି ଗୁଡିକ କୌଣସି ଦୁଇଚକିଆ ଗାଡି ପଛରେ ଯିବାକୁ ବଳ ଯୁଟାଇ ପାରୁନଥିବାବେଳେ…

ରାସ୍ତାରେ ମହିଳାଙ୍କ ପୋଷାକ ଚିରି ମାଡ ଭିଜୁଆଲ୍‌ ଭାଇରାଲ୍‌

ଟାଙ୍ଗୀ : ଅନେକ ସମୟରେ ଛୋଟ ଛୋଟ ଘଟଣାକୁ ନେଇ କଳି ଲାଗିଥାଏ । ଏହା ଗୁରୁତର ଆକ୍ରମଣ ରୂପ ନେଇଥାଏ । ସାଧାରଣ ଜୁଆ ଖେଳରୁ ମହାଭାରତ ପରି ହୋଇଥାଏ । ଏପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଦେଖିବା ପାଇଁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାଟିଆପଡା ଗାଁ ଦାଣ୍ଡରେ…

ଦୁଇଦିନ ପ୍ରବଳ ବର୍ଷା : ୬ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର :  ଆସନ୍ତା ଦୁଇଦିନ ରାଜ୍ୟରେ ଅଧିକ ବର୍ଷା ହେବ । ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହି ସମୟରେ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ କମ୍‌ ରହିବ । ପାଣିପାଗ ବିଭାଗ କହିଛି,…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ମନ ଭିତରର ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିବାରେ ସମର୍ଥ ହେବେ। ପାରିବାରିକ ସମ୍ପର୍କକୁ ପ୍ରାଧାନ୍ୟ ଦେଇ ଅନ୍ୟମାନଙ୍କର ଚକ୍ଷୁଶୂଳ ହେବାକୁ ପଡିପାରେ। ମୁହଁ ସାମ୍‌ନାରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବା ଶୁଣିବାକୁ ପାଇବେ।…