“ହେଲପିଙ୍ଗ ହାଣ୍ଡ” ପକ୍ଷରୁ ବୁଲା କୁକୁରଙ୍କୁ କରୁଛନ୍ତି ଚିକିତ୍ସା
ପୁରୀ : ପୁରୀରେ ସ୍ୱଛା ସେବୀ ଅନୁଷ୍ଠାନ "ହେଲପିଙ୍ଗ ହାଣ୍ଡ" ଅର୍ଗାନାଇଯେସନ୍ର ତରଫରୁ ସବୁଦିନ ଅସହାୟ ପଶୁ ମାନଙ୍କୁ ଦୁଇ ସମୟ ଖାଇବା ପୁରୀ ଓ ଭୁବନେଶ୍ୱରରେ ପ୍ରଦାନ କରାଯାଉଛି। ନିଜ ପକେଟ ପଇସାରୁ କାଢି କରି ଏ ଯୁବ ପିଢ଼ି ମାନେ କିଛି ନୂଆ କରିବାରେ ଲାଗିପଡିଛନ୍ତି।
"ହେଲପିଙ୍ଗ ହାଣ୍ଡ"…
