‘ଅଭିନୟର ନୂଆ ଶୈଳୀ ଶିଖିବାକୁ ଆଗ୍ରହୀ’ ଏହି ବିଉଟି କୁଇନ୍
ମୁମ୍ବାଇ : ପୂର୍ବତନ ବିଉଟି କୁଇନ୍ ଏବଂ ଅଭିନେତ୍ରୀ ଉର୍ବଶୀ ରୌତେଲା ‘ ସିଂହ ସାବ୍ ଦ ଗ୍ରେଟ୍’ ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ । ତା’ ପରେ ‘ସନମ୍ ରେ’, ‘ଗ୍ରେଟ୍ ଗ୍ରାଣ୍ଡ ମସ୍ତି’ ଭଳି ଫିଲ୍ମରେ ତାଙ୍କ ଅଭିନୟର ଝଲକ୍ ଦେଖିବାକୁ ମିଳିଥିଲା ।ଦର୍ଶକେ ଏହି ସବୁ…
