Odia News Portal
Yearly Archives

2020

୪ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର () ଆଜିଠୁ ରାଜ୍ୟରେ ବର୍ଷା ବଢ଼ିବ । ଆସନ୍ତା ୩ ରୁ ୪ଦିନ ରାଜ୍ୟରେ ବର୍ଷା ଅଧିକ ରହିବ । ବିଶେଷକରି ଉତ୍ତର ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷିବ । ବେଶି ବର୍ଷା ହେବ ୨୦ ଓ ୨୧ ତାରିଖରେ । ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ କମ୍‌ ରହିବ । ପାଣିପାଗ ବିଭାଗ କହିଛି, ଝାଡ଼ଖଣ୍ଡ ଉପରେ…

ଗେଣ୍ଡୁଫୁଲ କେତେ ପ୍ରକାରର ଜାଣନ୍ତୁ…

ବଗିଚାରେ ଗେଣ୍ଡୁ ଫୁଲର ସମାହାର ବେଶ ମନଛୁଆଁ । ଗେଣ୍ଡୁର ମହକ ଆଉ ସୌନ୍ଦର୍ଯ୍ୟକୁ ଟିକେ ମନଭରି ଉପଭୋଗ କରିବା ପାଇଁ ଲୋକମାନେ ଚାହିଁ ରହିଥାନ୍ତି । ସାଧାରଣତଃ ଶୀତ ଦିନେ ବାଡ଼ି ବଗିଚାରେ ଗେଣ୍ଡୁ ଫୁଲ ଘର କରିବସେ । ଆସନ୍ତୁ ସେଇ ଗେଣ୍ଡୁଫୁଲକୁ କେମିତି ଚାଷ କରିବା, ସେ ବିଷୟରେ ଜାଣିବା ଆଉ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ଣ୍ଣମାତ୍ରାରେ ପାଳନ କରାଯିବ

ଭୁବନେଶ୍ୱର() ରଥଯାତ୍ରା ସମ୍ପର୍କିତ ନୀତି ସମ୍ପର୍କରେ ଆଜି ସନ୍ଧ୍ୟାରେ ନିଷ୍ପତ୍ତି ନିଆଯିବ । ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା କହିଛନ୍ତି ଗଜପତି ମହାରାଜା । ଏ ବର୍ଷ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା…

ଭୁବନେଶ୍ବରରୁ ୭ ପଜିଟିଭ, ୩ ଲୋକାଲ କେସ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର() ରାଜ୍ୟରେ ୧୭ଜିଲ୍ଲାରୁ ଆଜି ଆଉ ନୂଆ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ଜଣ ଭୁବନେଶ୍ୱରର । ଏହାସହ ୭ଜଣଙ୍କ ମଧ୍ୟରେ ୪ଜଣ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେଣ୍ଟିନରେ ଥିବା ୪ଜଣ…

୩୦୦କୋଟି ଟଙ୍କାର ଦୁର୍ନୀତି କରାଯାଇଛି

ଭୁବନେଶ୍ୱର() କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ଏହାରି ଭିତରେ ଶ୍ରମିକଙ୍କ ପାଇଁ କୋଭିଡ କିଟ୍ସ କିଣାରେ ବଡ଼ ଦୁର୍ନୀତି କରାଯାଇଥିବା ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ…

କାନ୍ଦିଲେ ସୁର ରାଉତରାୟ

ଭୁବନେଶ୍ୱର() କାନ୍ଦି ପକାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଭାବବିହ୍ୱଳ ହୋଇ କାନ୍ଦିଲେ ସୁର । ସୁପି୍ରମକୋର୍ଟ ଜରିଆରେ ଅନ୍ୟାୟ କରାଯାଇଛି । ଜଗନ୍ନାଥ କ୍ଷମା ଦେବେନି ବୋଲି କହିଛନ୍ତି ସୁର । ଏହା ସହ ସେ ଆହୁରି କହିଛନ୍ତି, ଗତ ରାତିରେ ଶୋଇ ପାରିନି । ୬୫…

୧୩ ଦିନରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ() ଆଜି ଲଗାତାର ୧୩ ଦିନରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଏହି ବର୍ଧିତ ଦର ସହ ଭୁବନେଶ୍ୱରରେ ପେଟ୍ରୋଲ ଦର ପଖାପାଖି ୮୦ ଟଙ୍କାରେ ପହଂଚିଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଚ୍ଛା ୭୮ଟଙ୍କା ୯୧ ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି ୭୫ ଟଙ୍କା ୨୭ ପଇସା ରହିଛି । ଏହାକୁ…

ଏଭଳି ବିଷମ ପରିସ୍ଥିତିରେ କୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ

ପୁରୀ() ରଥଯା ବନ୍ଦ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା । ଏଭଳି ବିଷମ ପରିସ୍ଥିତିରେ କୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ବିକଳ୍ପ ବ୍ୟବସ୍ଥା ନେଇ ପରିଚାଳନା କମିଟି ଓ ସେବାୟତଙ୍କ ଆଲୋଚନା ପରେ ଚୂଡ଼ାନ୍ତ ପଦକ୍ଷେପ ନିଆଯିବ । ଆଲୋଚନା ବେଳେ ଆଇନ ମନ୍ତ୍ରୀ…

ମୃତ୍ୟୁ ସଂଖ୍ୟା ୧୨ହଜାର ୫୭୩କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୮୦,୫୩୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ହଜାର ୫୭୩ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୧୩, ୫୮୬ଜଣ ନୂଆ ଆକ୍ରାନ୍ତ…

ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୫ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ୧୬ଜିଲ୍ଲାରୁ ଆଜି ଆଉ ନୂଆ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୬୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୨୫ଜଣ ସ୍ଥାନୀୟ…