ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ଜୀବନ ପଛେ ଦେଇଦେଲେ, କିନ୍ତୁ ଦେଶର ମଥା ନୂଆଇବାକୁ ଦେଲେ ନାହିଁ । ଲଦାଖର ଗଲୱାନ ଭ୍ୟାଲିରେ ଦେଶ ପାଇଁ ଶହୀଦ ହୋଇଥିବା ଏହି ବୀର ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଭୁବନେଶ୍ୱର ଶାସ୍ତ୍ରୀ ନଗର ବାସିନ୍ଦା । ଏହା ସହ ଚାଇନା ସାମଗ୍ରୀ ବୟକଟ କରିବାକୁ ମଧ୍ୟ କହିଛନ୍ତି ।…
