Odia News Portal
Yearly Archives

2020

ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ କୋଭିଡ଼ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍ ସୁବିଧା ମିଳିବ । ଏଥିରେ ୧୦ରୁ ୨୦ଜଣ ବ୍ୟକ୍ତି ରହିବାର…

ହିମାଂଶୁ ଭୁଷଣ କର ଫାଉଣ୍ଡେସନ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

କେନ୍ଦ୍ରାପଡା() କରୋନା ମହାମାରୀ ଭଳି ଦୁର୍ଦ୍ଧିନ ସମୟରେ ଗରିବ ଓ ଅସହାୟ ଲୋକଙ୍କ କଷ୍ଟକୁ ଲାଘବ କରିବା ପାଇଁ କେନ୍ଦ୍ରାପଡା ସହରରେ ହିମାଂଶୁ ଭୂଷଣ କର ଫାଉଣ୍ଡେସନ ଅଣ୍ଟା ଭିଡିଛି । ଆଜି ସହରର ବିଭିନ୍ନ ସ୍ଥାନରେ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡା ନୌଯବାନ ୟୁନିୟନର ସଭ୍ୟମାନେ ଦୁସ୍ଥ ଓ…

ଡିପ୍ରେସନରେ ବଲିଉଡ୍ ଜଗତର ନାମିଦାମୀ ଅଭିନେତ୍ରୀ

ମୁମ୍ବାଇ() ଖାଲି ଯେ ସୁଶାନ୍ତ ନୁହେଁ ବଲିଉଡ୍ ଜଗତର ଅନେକ ନାମିଦାମୀ କଳାକାର ମଧ୍ୟ ଡିପ୍ରେସନର ଶିକାର ହୋଇଛନ୍ତି । ବିଭିନ୍ନ କାରଣରୁ ସେମାନେ ଡ୍ରିପେସନରେ ଦିନ ଅତିବାହିତ କରିଛନ୍ତି । କେତେବେଳେ କେହି ଷ୍ଟାର୍ ଭାଙ୍ଗି ପଡିଛନ୍ତି ତ ଆଉ କେହି ଏହାର ମୁକାବିଲା କରିଛନ୍ତି । ତେବେ ଏହି…

ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର() ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆଜିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ପରିମାଣ ବଢ଼ିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ପ୍ରବଳରୁ…

ରଥ ରଙ୍ଗ ସହ କପଡା ବନ୍ଧା କାର୍ଯ୍ୟ ତ୍ବରାନ୍ନିତ

ପୁରୀ()ତିନିରଥର ଦୁଆରଘଡ଼ାକୁ ବାନ୍ଧି ରଖିବା ପାଇଁ ପ୍ରତି ରଥରେ ୪ଟି ଲେଖାଁଏ ୧୨ଟି ଧ୍ୱଜବତା ଲାଗିଥିଲା। ଶ୍ରୀଜିଉଙ୍କ ବିଜେ ସ୍ଥଳ ବାହାରେ ଗାଈପଲ୍ଲ ପଟା ଲାଗି ହୋଇଥିଲା। ତିନି ରଥରେ କଳସ ଓ ଅଁଳା ଲାଗି ହୋଇଛି। ସେହିଭଳି ଓଲଟ ଶୁଆ ମଧ୍ୟ ତିନି ରଥରେ ଲାଗିଛି। ରଥର ଚତୁଃପାଶ୍ୱର୍ରେ ଚିତ୍ରକର…

ଆତ୍ମହତ୍ୟା ବେଳେ ସୁଶାନ୍ତଙ୍କ ଆକାଉଣ୍ଟରେ ଥିଲା ଏତିକି ଟଙ୍କା

ରବିବାର ଦିନ ଶୁସାନ୍ତ ସିହଂ ରାଜ ପୁତ ଆତ୍ମହତ୍ୟା କରି ନେଇଛନ୍ତି । ସେ ମୁମ୍ବାଇ ରେ ବେଣ୍ଡ୍ରା ସ୍ଥିତ ନିଜର ବାସଭବନ ରେ ଫାସୀ ଲେଗଇ କରି ଆତ୍ମହତ୍ୟା କରିଛନ୍ତି । ତେବେ ପୋଲିସ ସ୍ପଷ୍ଟ କରିଛି କି ଆର୍ଥିକ ମାନ୍ଦାବସ୍ତା ସୁଶାନ୍ତଙ୍କ ମୃତ୍ୟୁର କାରଣ ନୁହେଁ , କାରଣ ମୃତ୍ୟୁ ପରେ ବି ଏବେ…

ସହିଦ ଯବାନଙ୍କ ଭିତରୁ ୨ ଓଡିଆ

ଭୁବନେଶ୍ବର() ସୋମବାର ରାତିରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଘାଟିରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ‌ହୋଇଥିଲେ । ତେବେ ଏହି ଯବାନଙ୍କ ମଧ୍ଯରେ ଓଡିଶାରୁ ଦୁଇ ଜଣ ଥିବା ନେଇ ସୂଚନା ମିଳିଛି । ଜଣେ କନ୍ଧମାଳ ଜିଲ୍ଲା…

ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ, ୩୦ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ନୂଆ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୭୫ କରୋନା ଆକ୍ରାନ୍ତଙ୍କ…

ସହିଦ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସମବେଦନା

ଭୁବନେଶ୍ବର : ସହିଦ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମବେଦନା। ଗଲଓ୍ଵାନ ଘାଟିରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସାହାସୀ ଯବାନଙ୍କୁ ସଲାମ କରିବାକୁ ରାଷ୍ଟ୍ର ଏକ ହେଉ। ଯବାନମାନେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି ବୋଲି ନବୀନ ଟ୍ଵିଟ୍‌ କରି…

ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ

ଭୁବନେଶ୍ୱର() ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ ଘଟିଛି । ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା । ୨୦୧୯ରେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ସେ ବିଧାୟକ ହୋଇଥିଲେ । ବିଜେପି ଜିଲ୍ଲା ସଭାପତି ଓ ଜିଲ୍ଲା…