Odia News Portal
Yearly Archives

2020

ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା। ୨୪ଘଣ୍ଟାରେ ସର୍ବାଧିକ ୨୦୦୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଏହାସହ ୧୦ ହଜାର ୯୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଯେଉଁ କାମ ଆଜି ଆରମ୍ଭ କରିବେ ସେଥିରେ ନିଶ୍ଚିତ ସଫଳତା ମିଳିବା କଷ୍ଟକର ହୋଇପାରେ। କଷ୍ଟ ସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀ ଲୋକଙ୍କୁ ସହାନୁଭୂତି ପ୍ରଦାନକରି ଆମତ୍ସନ୍ତୋଷ ଲାଭ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ବୃଷ…

ମହାନଦୀକୁ ଡେଇଁଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ

ବାଙ୍କୀ : ଫୋନରେ ଗପିଗପି ମହାନଦୀକୁ ଡେଇଁପଡିଥିଲେ ଯୁବତୀ । ବାଙ୍କୀ ସୁବର୍ଣ୍ଣପୁର ଫାଣ୍ଡି ଅନ୍ତର୍ଗତ ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍ ରୁ ଡେଇଁପଡ଼ିଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ । ମିଳିଥିବା ଖବର ଅନୁଯାୟୀ ଯୁବତୀ ଜଣକ ସୁବର୍ଣ୍ଣପୁର ପଟୁ, ବାଙ୍କୀ ପଟକୁ ବ୍ରିଜ୍‌…

ବିରଳ ମାଛ ଦେଖିବାକୁ ଲୋକଙ୍କ ଭିଡ଼

ବ୍ରହ୍ମଗିରି : ଚିଲିକାରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ମାଛ । ମାଛଟିର ଆକାର ଓ ଚେହେରା ସାଧାରଣ ମାଛ ଠାରୁ ପୂରା ଅଲଗା । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ସିପିଆ ଗାଁର ମତ୍ସ୍ୟଜୀବୀ ପ୍ରଦୀପ ପଲାଇ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲା ବେଳେ ଏହି ମାଛଟି ତାଙ୍କ ଜାଲରେ…

ଏହି ହଲିଉଡ୍‌ ଷ୍ଟାରଙ୍କ ପ୍ରେମରେ ଅନନ୍ୟା

ମୁମ୍ବାଇ : ହଲିଉଡ୍‌ ଷ୍ଟାର ତିମୋଥି ଚାଲାମେଟ୍‌ଙ୍କ ପ୍ରେମରେ ପଡ଼ିଛନ୍ତି ଅନନ୍ୟା ପାଣ୍ଡେ । ତାଙ୍କ ବେଷ୍ଟି ସନାୟା କପୁର ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଏହା ପ୍ରଘଟ କରିଛନ୍ତି । ସନାୟା ଅନନ୍ୟାଙ୍କ ଏକ ମିରର୍‌ ସେଲ୍‌ଫି କୋଲାଜ୍‌ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲେଖାହୋଇଛି, ମୁଁ ତିମୋଥି…

ପୁଣି ଟିକ୍‌ଟକ୍‌ ନେଲା ଜୀବନ, ବ୍ରାହ୍ମଣୀ ନଦୀରେ ବୁଡି ଯୁବକ ମୃତ

ପଟ୍ଟାମୁଣ୍ଡାଇ : ବିଭିନ୍ନ ସୋସିଆଲ୍‌ ମଡିଆ ଆପ୍‌ରେ ଭିଡିଓ ଉତ୍ତୋଳନ କରିବା ବେଳେ ଅସାବଧାନାତା ଯୋଗୁଁ ବିଭିନ୍ନ ଲୋକଙ୍କର ପ୍ରାଣ ଯାଉଛି । କେତେବେଳେ କିଏ ଗାଡିରୁ ପଡି ତ କେତେବେଳେ କିଏ ପାଣିରେ ବୁଡି ପ୍ରାଣ ହରାଉଛନ୍ତି। ବେଳେ ବେଳେ ଏହି ଭିଡିଓ ସୁଟିଂ କରିବା ନିଶାରେ କିଏ ଛାତ କିମ୍ବା…

ସମ୍ପତି ପାଇଁ ବାପାଙ୍କୁ ନିର୍ଯ୍ୟାତନା ଦେଲେ ଦୁଇ ଝିଅ

ଭଦ୍ରକ : ସମ୍ପତି ପାଇଁ ବାପାଙ୍କୁ ନିର୍ଯ୍ୟାତନା ଦେଲେ ଦୁଇ ଝିଅ । ଝିଅ ମାନେ ବାପାଙ୍କୁ ଘରୁ ବାହାର କରିଦେବା ସହ ବିଭିନ୍ନ ପ୍ରକାର ଶାରୀରିକ, ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଝିଅ ମାନଙ୍କ ଅତ୍ୟାଚାର ସହି ନ ପାରି ନ୍ୟାୟ ପାଇଁ ଶେଷରେ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଶୀଘ୍ର ସୁଯୋଗର ଉଠାନ୍ତୁ ଫାଇଦା, ପୁଣି କମିଲା ସୁନା ଦର

ସୋମବାର ସନ୍ଧ୍ୟା ସୁଦ୍ଧା ଲଗାତାର ଦ୍ଵିତୀୟ ଦିନ ପାଇଁ ଭାରତୀୟ ବଜାରରେ ସୁନା ଦର ପୁଣି ଥରେ ହ୍ରାସ ପାଇଛି । ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୬୪ ଟଙ୍କା କମି ୪୭,୧୬୪ ଟଙ୍କାରୁ ୪୭,୦୦୦ ଟଙ୍କାରେ ପହଂଚିଛି । ଠିକ ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ବି ସମାନ ଭାବେ ୧୦ ଗ୍ରାମ…

ପୁଣି ବଢ଼ିଲା ବସ ଭଡା

ଭୁବନେଶ୍ବର : ପୁଣି ବଢ଼ିଲା ବସ ଭଡା। ସାଧାରଣ ଓ ଏକ୍ସପ୍ରେସରେ ୩ ପଇସା ଏବଂ ଡିଲକ୍ଡ୍ସ ଓ ଏସି ଡିଲକସ ରେ ୬ ପଇସା ବଢ଼ିଲା। ଡିଜେଲ ଦର ବୃଦ୍ଧି ପରେ ଏହି ଭଡା ବୃଦ୍ଧି ହୋଇଛି। ଅଟୋମେଟିକ ମେକାନିଯିମ ମାଧ୍ୟମରେ ଏହି ଭଡା ବୃଦ୍ଧି ହୋଇଛି। ସାଧାରଣ ୬୭ ପଇସାରୁ ବଢି ୭୦ ପଇସା ହୋଇଛି।…

ବିଜେପିରେ ସାମିଲ ହେଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ

ଭୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ କଂଗ୍ରେସ ନେତା ତଥା ବାରଙ୍ଗ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୁରୁ ଚରଣ ସ୍ୱାଇଁ ବିଜେପିିରେ ସାମିଲ…