ଖେଳ ପଡିଆରେ ଛକା ଚଉକା ମାରୁଥିବା ଏହି କ୍ରିକେଟର କରୋନା ପଜିଟିଭ୍
ପୂର୍ବତନ ପାକିସ୍ତାନ ଅଧିନାୟକ ସାହିଦ ଆଫ୍ରିଦି ହେଲେ କରୋନା ପଜିଟିଭ୍। ପଡିଆରେ ବୋଲରଙ୍କ ସହ ଲଢ଼େଇ କରୁଥିବା ସାହିଦ ଆଫ୍ରିଦି ଏବେ ମହାମାରୀ କରୋନା ଭାଇରସ ସହ ସଂଘର୍ଷ କରୁଛନ୍ତି।
ଏହାର ସୂଚନା ସେ ନିଜେ ଟ୍ଵିଟ ମାଧ୍ୟମରେ ଜଣାଇଛନ୍ତି। ସେ କହିଛନ୍ତି ଯେ ଗୁରୁବାର ପର୍ଯ୍ୟନ୍ତ ତାଙ୍କ…
