ସେବାୟତଙ୍କ ଲାଗି ସ୍ବତନ୍ତ୍ର ମାସ୍କ, ୩ରଥର ରଙ୍ଗରେ ହେବ ତିଆରି
ଭୁବନେଶ୍ୱର()ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବ ବୟନିକା । ଶ୍ରୀମନ୍ଦିରର ସେବାୟତ ପିନ୍ଧିବେ ବୟନିକା ଦ୍ୱାରା ବାନ୍ଧ ବସ୍ତ୍ରରେ ପ୍ରସ୍ତୁତ ମାସ୍କ । ଏଥିପାଇଁ ୫ହଜାର ମାସ୍କ ପ୍ରସ୍ତୁତ ହେଉଛି । ତା’ପୁଣି ୩ ରଥର କପଡ଼ା ରଙ୍ଗରେ । ତିନି ପ୍ରକାର ଡିଜାଇନ୍ରେ ତିଆରି ହେବ ମାସ୍କ ବୋଲି ବୟନିକା…
