Odia News Portal
Yearly Archives

2020

ପୁଣିବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି

ଭୁବନେଶ୍ୱର() ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା କ୍ରମଶଃ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ । ଏହା ବାତ୍ୟାର ରୂପ ନେଲେ ଏହାର ନାମ ‘ଗତି’ ରହିବ । ବାତ୍ୟାରେ ପରିଣତ ହେଲେ ଏହାର ପ୍ରଭାବ ‘ଅମ୍ଫାନ’ ଠାରୁ ବହୁତ୍ କମ ରହିବ ବୋଲି ପାଣିପାଗ…

ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି

ପୁରୀ() ଶ୍ରୀମନ୍ଦିର ସେବାୟତଙ୍କୁ ହୋମିଓପାଥି ଔଷଧ ଦିଆଯିବ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ । ଔଷଧ ଦେବାକୁ ନୀଳାଦ୍ରି ଭକ୍ତ ନିବାସରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଠାରୁ ଏକ ଶିବିର ଖୋଲାଯିବ । ଶିବିର ଆୟୋଜନ ପାଇଁ ହୋମିଓପାଥି କର୍ତ୍ତୃପକ୍ଷଙ୍କୁ…

ଆଇସୋଲେସନରେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ() କରୋନା ପାଇଁ ଦେଶରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଦେଶରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ…

ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ଦେଶରେ ପେଟ୍ରୋଲ-ଡିଜେଲ ଦର ଲଗାତାର ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି । ଆଜି ସମସ୍ତ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୬୦ ପଇସା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲ ପିଛା ୭୨.୪୬ ଟଙ୍କା ହୋଇଛି, ଯାହାକି ପୂର୍ବରୁ ୭୧.୮୬ ଥିଲା…

ଦେଶାତ୍ମକବୋଧ ଗୀତକୁ ଉପଯୁକ୍ତ ମାନ୍ୟତା ମିଳିଲା: ଧର୍ମେନ୍ଦ୍ର

ଭୁବନେଶ୍ୱର () ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଦେଶାତ୍ମକବୋଧ ଗୀତକୁ ଶେଷରେ ଉପଯୁକ୍ତ ମାନ୍ୟତା ମିଳିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି,…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୬୧୧ କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୬୧୧ କୁ ବୃଦ୍ଧି ପାଇଥିବା  ବେଳେ ମୃତ୍ୟୁ ସଂଖ୍ୟା ୭,୧୩୫ ରେ ପହଞ୍ଚିଛି। ସକ୍ରିୟ ସଂକ୍ରମିତ ସଂଖ୍ୟା ୧,୨୫,୩୮୧ ଥିବା ବେଳେ ସୁସ୍ଥ ହେଲେଣି ୧,୨୪,୦୯୪ ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।…

ଆଉ ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟର ୧୮ଟି ଜିଲ୍ଲାରୁ ଆଜି ଆଉ ୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି । କ୍ୱାରେଣ୍ଟାଇନ କେନ୍ଦରୁ ୧୨୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ…

ସରକାରଙ୍କୁ ସମାଲୋଚନା ପାଇଁ କଂଗ୍ରେସ ନେତାଙ୍କ ଭିନ୍ନ ଗୋଠ

ଭୁବନେଶ୍ୱର : ଗୋଷ୍ଠି କନ୍ଦଳରୁ ସାମୟିକ ରିହାତି ପାଇଥିବା ରାଜ୍ୟ କଂଗ୍ରେସ ଏବେ ମାସ୍କ କିଣା ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିବାରେ ଲାଗିଛି । ପ୍ରତିଦିନ ଦଳର ନେତାମାନେ ସାମ୍ବାଦିକ ସମ୍ମିଳନୀ କରି କେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ତ ଆଉ କେତେବେଳେ ସାମଗ୍ରୀ ଖରିଦ ଦାୟିତ୍ୱରେ ଥିବା…

ବିରାଶାଳ ଏୟାର ଷ୍ଟ୍ରିପରେ ଦୁର୍ଘଟଣା

କାମାକ୍ଷାନଗର : ବିରାଶାଳ ଏୟାର ଷ୍ଟ୍ରିପରେ ଦୁର୍ଘଟଣା । ଉଡ଼ାଣ ଭରୁଥିବା ବେଳେ ଏକ ପ୍ରଶିକ୍ଷଣ ବିମାନ ଖସିପଡ଼ିଛି । ଫଳରେ ବିମାନରେ ଥିବା ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଥିଲେ । ମୃତକ ଦୁଇଜଣ ହେଲେ ପ୍ରଶିକ୍ଷକ ସନ୍ଦିପ ଝା ଓ ଛାତ୍ରୀ ମନିଷ ଖତ୍ରି ।…

ଆଜିଠୁ ସ୍କୁଲରେ ନାମଲେଖା ଆରମ୍ଭ

ଭୁବନେଶ୍ବର: ଆଜିଠୁ ସ୍କୁଲରେ ନାମଲେଖା ଆରମ୍ଭ । ପ୍ରତିଦିନ ସକାଳ ୭ଟାରୁ ସକାଳ ୯ଟା ୩୦ ମଧ୍ୟରେ ହେବ ନାମ ଲେଖା । ଏପ୍ରକ୍ରିୟା ସମୟରେ ଅନେକ କଟକଣା ଲାଗୁ କରାଯାଇଛି । ଗୋଟିଏ ସମୟରେ ୫ରୁ ଅଧିକ ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ସ୍କୁଲକୁ ଆସିବାକୁ ଅନୁମତି ଦିଆଯିବ ନାହିଁ । ଏହା ସହିତ…