Odia News Portal
Yearly Archives

2020

ସବୁ ଅଭିନେତ୍ରୀଙ୍କୁ ପଛରେ ପକାଇଲେ ତାପସୀ, ଗୋଟିଏ ବର୍ଷରେ ଆୟ କଲେ ଏତେ କୋଟି

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୁବ କମ ସମୟ ମଧ୍ୟରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।ତାପସୀ ଗତ ଏକ ବର୍ଷରେ ପାଞ୍ଚଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ତାଙ୍କର ସମସ୍ତ ଚଳଚ୍ଚିତ୍ର ମଧ୍ୟ ବକ୍ସ ଅଫିସରେ ବହୁତ ସଫଳ ପାଇଛି । ନିକଟରେ ପ୍ରକାଶିତ ଏକ ରିପୋର୍ଟ…

ରାସନ କାର୍ଡ ନାହିଁ କି ? ଆପଣ ମୋବାଇଲରେ ଅତି ସହଜରେ ବନାଇପାରିବେ, ଆସନ୍ତୁ ଜାଣିବା

ଆଧାର ଏବଂ ପାନ୍ କାର୍ଡ ପରି ରାସନ କାର୍ଡ ମଧ୍ୟ ଦେଶର ନାଗରିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଏହି କାର୍ଡ ସାହାଯ୍ୟରେ ଗୋଟିଏ ପଟେ ସାଧାରଣ ଜନତାଙ୍କୁ ରାସନ ମିଳୁଥିବା ବେଳେ ଅନ୍ୟପକ୍ଷରେ ଏହା ଏକ ପରିଚୟ ପତ୍ର ଭାବେ ମଧ୍ୟ କାମ କରେ । ସରକାର ‘ୱାନ ନେସନ ୱାନ କାର୍ଡ’ ବ୍ୟବସ୍ଥା…

ମୋର ଜୀବନ ଥିବା ପର୍ଯ୍ୟନ୍ତ ମୁଁ ଶ୍ରମିକମାନଙ୍କୁ ସାହାଯ୍ୟ କରିବି : ସୋନୁ ସୁଦ୍‌

ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ଖର୍ଚ୍ଚରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇ ସମସ୍ତଙ୍କ ହୃଦୟ ଜିତୁଥିବାବେଳେ ଏହାକୁ ମହାରାଷ୍ଟ୍ରରେ ଶାସନ କରୁଥିବା ଶିବସେନାକୁ ପସନ୍ଦ ଆସିନାହିଁ । ଶିବସେନାର ପ୍ରବକ୍ତା ସଂଜୟ ରାଓ୍ଵତ ଅଭିନେତା ସୋନୁ ସୁଦଙ୍କୁ ବିଜେପିର ମୋହରା ବୋଲି କହିଛି । ଶିବସେନାର…

ପୁଣି ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ, ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ପୁଣି ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଉ ୯୯ ସୁସ୍ଥ ହୋଇଥିବାର ଟ୍ବିଟ ମାଧ୍ୟମରେ ଦେଲା ସୂଚନା। ଏମାନଙ୍କ  ମଧ୍ୟରେ ଅଛନ୍ତି ଯାଜପୁରର ୧୬, ଖୋର୍ଦ୍ଧାର ୧୩, କେନ୍ଦ୍ରାପଡାର ୧୧, ଗଞ୍ଜାମର ୯, ଦେବଗଡର ୮,  କଟକର ୭, ଜଗତସିଂହପୁରର ୭, ବାଲେଶ୍ବରର ୬, ବରଗଡର ୬,…

ରାଜ୍ୟରେ ବଜ୍ରାଘାତରେ ୯ ମୃତ

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସହ ବଜ୍ରାଘାତରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁର, ନବରଙ୍ଗପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ବ୍ରହ୍ମପୁର, ଗଜପତି, କଟକରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ନବରଙ୍ଗପୁର…

ଅକ୍ଷୟ କୁମାର ଓ ରବୀନା ଟଣ୍ଡନଙ୍କ ବ୍ରେକଅପର କାରଣ ଶିଳ୍ପା

ମୁମ୍ବାଇ() ଅକ୍ଷୟ କୁମାର ଜଣେ ଶ୍ରେଷ୍ଠ ତାରକା, ଯାହାର ନାମ ଅନେକ ଅଭିନେତ୍ରୀଙ୍କ ସହ ଜଡିତ । ଶିଳ୍ପା ଶେଟ୍ଟୀଙ୍କ ସହ ଅକ୍ଷୟଙ୍କ ସମ୍ପର୍କକୁ ନେଇ ଅନେକ ଖବର ଆସିଥିଲା, କିନ୍ତୁ ସେମାନଙ୍କ ପ୍ରେମର ଫଳାଫଳ ମଧ୍ୟ ବହୁତ ଖରାପ ଥିଲା । ଆମେ ଆପଣଙ୍କୁ କହୁଛୁ ଅକ୍ଷୟ ଏବଂ ଶିଳ୍ପାଙ୍କ ପ୍ରେମ…

ଓଡିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବିଜେପି ସଙ୍କଳ୍ପବଦ୍ଧ: ଶାହା

ଭୁବନେଶ୍ୱର() ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଭାରତୀୟ ଜନତା ପାର୍ଟି କେବେ ହେଲେ ପଛଘୁଞ୍ଚା ଦେବ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଓଡିଶାବାସୀଙ୍କୁ ଭର୍ଚୁଆଲ ରାଲିରେ ଉଦବୋଧନ ଦେଇ କହିଛନ୍ତି । ଶ୍ରୀ ଶାହା ଆହୁରି ପ୍ରତିଶ୍ରୁତି ଦେଇଛନ୍ତି ଯେ,…

ପୂର୍ବତନ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍‌

ପାକିସ୍ତାନ ()  ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ-ଏନ ନେତା ସହିଦ ଖକ୍କାନ ଆବ୍ବାସି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ତାଙ୍କ ରିପୋର୍ଟ ପଜିଟିଭ୍ ଥିବା ଜଣାପଡ଼ିଛି। ତାଙ୍କ ପରିବାର ସୂତ୍ର ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ରବିବାର ସଂକ୍ରମିତ ହୋଇଥିଲେ ଏବଂ…

୩ ମିନିଟରେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର() ୩ ମିନିଟ ଭିତରେ ରହିବ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ଅବଧି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ । ତାଙ୍କ ସୂଚନା ଅନୁଯାୟୀ ୩ ମିନିଟ ଭିତରେ ସଙ୍ଗୀତ ଗାନର ଅବଧି ରହିବ । ସ୍ୱର, ଲୟ, ତାଳ କଣ ହେବ ଏନେଇ ଖୁବଶୀଘ୍ର ଜଣାଇ…

ଭୁବନେଶ୍ୱରର ଡମଣା ଅଞ୍ଚଳର ଯୁବକଙ୍କୁ କରୋନା

ଭୁବନେଶ୍ୱର() ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି । ତେବେ ଏହାରି ଭିତରେ ଆଜି…