ନେକ୍ସସ୍ ମଲ୍ସ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏସ୍ପ୍ଲାନେଡ୍ ୱାନ୍ରେ ଆରମ୍ଭ ହେବ ସେଫ୍ଟି ଫାଷ୍ଟ୍ କାର୍ଯ୍ୟକ୍ରମ
ଭୁବନେଶ୍ୱର : ନେକ୍ସସ୍ ମଲ୍ସ ପକ୍ଷରୁ ଏହାର ସେଫ୍ଟି ଫାଷ୍ଟ୍ କାର୍ଯ୍ୟକ୍ରମ ବା ଅଭିଯାନ ପାଇଁ ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ପ୍ରମାଣୀକରଣ ସଂସ୍ଥା ବ୍ୟୁରୋ ଭେରିଟାସ୍ ସହ ସହଭାଗିତା କରାଯାଇଛି । ଏହି ସେଫ୍ଟି ଫାଷ୍ଟ୍ କାର୍ଯ୍ୟକ୍ରମର ଉଶ୍ୟେ ହେଉଛି ଡବ୍ଲ୍ୟୁଏଚ୍ଓ ଓ ସ୍ଥାନୀୟ ପ୍ରଶାସନର…
