ଠିକ୍ରେ ମିଳୁନି ଖାଉଟି ସାମଗ୍ରୀ
ଚାନ୍ଦବାଲି : ରାସନ କାର୍ଡ ହିତାଧିକାରୀଙ୍କୁ ଶୋଷଣ କରୁଛନ୍ତି ସ୍ଥାନୀୟ ରିଟେଲର୍ । କାର୍ଡ ଥାଇ ବି ମାସ ମାସ ଧରି ମିଳୁନି ଖାଉଟି ସାମଗ୍ରୀ । ଏମିତି ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ କାଁପଡ଼ା ପଞ୍ଚାୟତରେ । ପଞ୍ଚାୟତର ୧୬ ଓ ୧୭ ନଂ ଓ୍ଵାର୍ଡ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ…
