Odia News Portal
Yearly Archives

2020

ପୁରୀରେ ୪୯୦୫ ଜଣଙ୍କ କୋଭିଡ ଟେଷ୍ଟ, ସଂକ୍ରମିତଙ୍କ ସଂଖ୍ୟା ୮୬

ପୁରୀ : ପୁରୀରୁ ଶୁକ୍ରବାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮୬ରେ ପହଞ୍ଚିଛି। ମିଳିଥିବା ସୂଚନା ମୁତାବକ, କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲାରେ ୭୨୦ ଟି କ୍ଵାରେନଟାଇନ ସେଣ୍ଟର ମାଧ୍ୟମରେ ୨୭ ହଜାର ବେଡ଼ର ସୁବିଧା କରାଯାଇଛି ।…

ସୈନିକସ୍କୁଲ କ୍ୟାଡେଟ୍ ମାନଙ୍କ ପାଇଁ ଅନ୍‌ଲାଇନ ପାଠପଢା

ଭୁବନେଶ୍ବର : ସମଗ୍ର ଦେଶରେ କୋଭ଼ିଡ-୧୯ ସଂକ୍ରମଣ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିବା ବେଳେ , ସୈନିକସ୍କୁଲ ଏହାର ୨୦୨୦-୨୧ ସି.ବି.ଏସ୍‌.ଇ. ଶିକ୍ଷାର୍ଥୀ ମାନଙ୍କ ପାଇଁ ଅନଲାଇନ୍ ପାଠ୍ୟଦାନ ବ୍ୟବସ୍ଥା ଜାରି ରଖିଛି । ଏକ ପ୍ରେସ…

ସ୍ନାନଯାତ୍ରାର ସିଧାପ୍ରସାରଣ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟୀତ୍ୱ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର() ଆସନ୍ତା ୫ ତାରିଖରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରାର ଦୂରଦର୍ଶନରେ ସିଧା ପ୍ରସାରଣ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମସ୍ତ ପ୍ରକାର ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ପାଣ୍ଠି ଓ ଶ୍ରମିକ ସୁଧାର ପ୍ରକ୍ରିୟା କୁ ମନ୍ଥର କରିବ କୋଭିଡ୍‌-୧୯ ପରବର୍ତୀ ସମୟ : ପ୍ରୋଜେକ୍ଟସ୍ ଟୁଡେ ସର୍ଭେ

ଭୁବନେଶ୍ୱର : କୋଭିଡ୍‌-୧୯ ପରବର୍ତୀ ସମୟରେ ପ୍ରକଳ୍ପଗୁଡ଼ିକର ସ୍ଥିତି କିଭଳି ରହିବ ତାହା ଜାଣିବା ଲାଗି ଦେଶର ଅଗ୍ରଣୀ ଅନ୍‌ଲାଇନ୍ ସଂସ୍ଥା ପ୍ରାଜେକ୍ଟସ୍ ଟୁଡେ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଏଥିରେ ଭାରତର ପ୍ରକଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୨୩୩ ବରିଷ୍ଠ କର୍ତୃପକ୍ଷଙ୍କୁ ସାମିଲ…

ଦେଶରେ ଇ-ସ୍ପୋର୍ଟସକୁ ପ୍ରୋତ୍ସାହିତ କରିବା ପାଇଁ ନଡ୍‌ୱିନ ଗେମିଙ୍ଗ ଏବଂ ଏୟାରଟେଲ୍ ସହବନ୍ଧିତ

ଭୁବନେଶ୍ୱର : ଦେଶରେ ଇ-ସ୍ପୋର୍ଟସକୁ ଆଗକୁ ବଢ଼ାଇବା ନିମନ୍ତେ ଭାରତର ସର୍ବବୃହତ ଟେଲିକମ୍ୟୁନିକେସନ କମ୍ପାନୀ ଭାରତୀ ଏୟାରଟେଲ (“ଏୟାରଟେଲ”) ଏବଂ ଦକ୍ଷିଣ ଏସିଆର ଅଗ୍ରଣୀ ଇସ୍ପୋର୍ଟସ୍ କମ୍ପାନୀ ନଡ୍‌ୱିନ ମଧ୍ୟରେ ଏକ ସହବନ୍ଧନର ଘୋଷଣା କରାଯାଇଛି । ଏୟାରଟେଲ ଇଣ୍ଡିଆ ଇସ୍ପୋର୍ଟସ୍ ଟୁର୍‌ର…

‘ଛୋରୀ ’ରେ ଫ୍ୟାନଙ୍କୁ ଡରାଇବେ ନୁସରତ

ଏବେ ଦର୍ଶକଙ୍କୁ ଡରାଇବାକୁ ପ୍ରସ୍ତୁତ ହେଉଛନ୍ତି ଅଭିନେତ୍ରୀ ନୁସରତ ବାରୁଚ୍ଛା। ହରର ଫିଲ୍ମ ‘ଛୋରୀ ’ରେ ଫ୍ୟାନଙ୍କୁ ଡରାଇବେ ନୁସରତ। ଏହି ପ୍ରୋଜେକ୍ଟ ବିଷୟରେ ନୁସରତ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ନେଇ ନୁସରତଙ୍କ ଫ୍ୟାନ ବହୁତ ଉତ୍ସାହିତ ରହିଛନ୍ତି। ଏହି ଫିଲ୍ମ…

ପାଇକା ନଦୀ କୂଳରେ ଚାରୋଟି ଖପୁରି ଜଵତ

ଜଗତସିଂହପୁର : ଜଗତସିଂହପୁର ତିର୍ତ୍ତୋଲ ଥାନା ଅଧିନସ୍ଥ କ୍ରୀଷ୍ଣନାଦପୁର ଫାଣ୍ଡି ଅନ୍ତର୍ଗତ ପାଇକା ନଦୀ କୂଳରେ ଚାରୋଟି ଖପୁରି ପଡିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଘଟଣା ସ୍ଥଳରେ ପୋଲିସ ପହଂଚି ଖପୁରି ସବୁକୁ ଜବତ କରିଛନ୍ତି । ସେଠାରେ କୌଣସି ତନ୍ତ୍ର ପୂଜା ହୋଇଥିବା ସନ୍ଦେହ କରି…

ବେବି ପ୍ଲାନିଂକୁ ନେଇ ଏମିତି କହିଲେ କମେଡିଆନ ଭାରତୀ

କରୋନା ଭାଇରସ ତା’ର କାୟା ଏତେ ମାତ୍ରାରେ ବିସ୍ତାର କରିଛି ଯେ ଲୋକମାନେ ଏବେ ଯାହାକୁ ନେଇ ଖୁବ୍ ଚିନ୍ତାରେ ରହୁଛନ୍ତି। କାରଣ ସାରା ବିଶ୍ବରେ ବର୍ତ୍ତମାନ କରୋନାର ପ୍ରଭାବ ସକ୍ରିୟ ରହିଛି। ଏନେଇ ସଚେତନ ରହିବା ପାଇଁ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି। ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି…

ରାସ୍ତା ଉପରୁ ବୋହି ନେଲେ ଲୋକେ

ଆଠଗଡ଼ : କଥାରେ ଅଛି କାହାର ସର୍ବନାଶ ତ କାହାର ପୁଷ ମାସ । ପର ଜିନିଷକୁ ବୋହି ନେବାରେ ଆମ ଲୋକେ ସିଦ୍ଧ ହସ୍ତ । ଏମିତି ଏକ ଘଟଣା ଘଟିଛି ପୁରୁଣା କଟକ ସମ୍ବଲପୁର ରାସ୍ତାର କରିକୋଲ ଛକ ନିକଟରେ । ଏକ ଟମାଟୋ ବୋଝେଇ ଟ୍ରକ ଆଜି ସକାଳେ ରାସ୍ତାରେ ଓଲଟି ପଡ଼ିବାରୁ ଲୋକେ ଟମାଟୋକଗୁଡ଼ିକୁ ବୋହି ନେବାର…

ସୁଆର ମହାସୁଆର ନିଯୋଗ ନିମନ୍ତେ କରୋନା ସଚେତନତା ଶିବିର

ପୁରୀ() ଆଜି ଦିନ ୧୧ଟା ସମୟରେ ବଡଦାଣ୍ଡସ୍ଥିତ ନୀଳାନ୍ଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପୁରୀ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ କାରୋନ ଭୂତାଣୁ ସଂକ୍ରମଣ ସତର୍କତା ‘ସୁଆର ମହାସୁଆର’ ସେବକ ମାନଙ୍କ ନିମନ୍ତେ ଏକ ସଚେତନତା ଶିବିର ଶ୍ରୀମନ୍ଦିର…