Odia News Portal
Yearly Archives

2020

୫ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ଆଶଙ୍କା

ଭୁବନେଶ୍ୱର() ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାତି ବଢ଼ିବ ବୋଲି ମଧ୍ୟ ସୂଚନା ରହିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ମଧ୍ୟ ହେଉଛି । ଏହାରିମଧ୍ୟରେ ଆଜି  ୫ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ଆଶଙ୍କା ରହିଛି । ୫ଜିଲ୍ଲା ଗୁଡ଼ିକ ହେଉଛି ଝାରସୁଗୁଡ଼ା,…

ବିହନ ଓ ସାର ଯୋଗାଣ ନେଇ କୃଷିମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର () ଚଳିତ ଖରିଫରେ ଚାଷୀମାନଙ୍କୁ ଉନ୍ନତ ବିହନ, ସାର ଏବଂ କୃଷି ସାମଗ୍ରୀ ଯୋଗାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଚାଷୀମାନେ ଯେପରି ସୁବିଧାରେ ବିହନ ଓ ସାର ଆବଶ୍ୟକ ଅନୁସାରେ ପାଇପାରିବେ ସେଥିନିମନ୍ତେ ତଦାରଖ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଜିଲ୍ଲା ଦାୟୀତ୍ୱରେ ଥିବା…

କାଲିଠାରୁ ଗଡିବ ଘରୋଇ ବସ

ଭୁବନେଶ୍ବର() କାଲିଠାରୁ ସାରା ରାଜ୍ୟରେ ଗଡିବ ଘରୋଇ ବସ । ବୁଧବାର ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଦଫାରେ ଗୁରୁବାର ଠାରୁ କିଛି ବସ ଚଳାଚଳ କରିବ । ପୂରା…

ନିଜ ଜନ୍ମଦିନରେ ରକ୍ତଦାନ କଲେ ଜିଲ୍ଲାପାଳ, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

ଯାଜପୁର ଟାଉନ : ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ । ଆଜି ଯାଜପୁର ବ୍ଲକ ମାଳଆନନ୍ଦପୁର ପଂଚାୟତର ନୁରୁଗାଁ କଂଟିଗଡିଆରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତାଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ପଙ୍ଗପାଳ ଆକ୍ରମଣରୁ ଫସଲ ରକ୍ଷା ପାଇଁ ରଣନୀତି

ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । କୃଷି ଭବନରେ କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ । ଏହି ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ ଓ ନିର୍ଦ୍ଦେଶକ ଉପସ୍ଥିତ । OUATର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ । ପଙ୍ଗପାଳ ଆକ୍ରମଣରୁ ଫସଲ…

ଦିନକ ପରେ ଆରମ୍ଭ ହେବ ପୁରୀ ମନ୍ଦିର ଉନ୍ନତି କାମ

ଭୁବନେଶ୍ୱର () ଆସନ୍ତା୨୯ତାରିଖଠାରୁ ଆରମ୍ଭ ହେବ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରର ଉନ୍ନତି କାମ । କରୋନା ମହାମାରୀ ଓ ତାଲାବନ୍ଦ ପାଇଁ ଗତ ୨ମାସ ଧରି ବନ୍ଦ ଥିଲା କାର୍ଯ୍ୟ । ସମୀକ୍ଷା ପରେ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ…

୭୬ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର() ରାଜ୍ୟରେ ଆଜି ୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ନୟାଗଡ଼ରେ ଚିହ୍ନଟ ହୋଇଥିବା ୨ଜଣ ସୁରତ ଫେରନ୍ତା ଓ ସେମାନେ କ୍ୱାରେଣ୍ଟିନରେ ଥିଲେ । ଗଞ୍ଜାମରୁ ଚିହ୍ନଟ ହୋଇଥିବା ୧୦ଆକ୍ରାନ୍ତଙ୍କ ମଧ୍ୟରୁ ୮ଆକ୍ରାନ୍ତ ସୁରତ ଫେରନ୍ତା…

ଦଇତାପତିଙ୍କ କରୋନା ଟେଷ୍ଟ ଆରମ୍ଭ

ପୁରୀ() ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଦଇତାପତିଙ୍କ କରୋନା ଟେଷ୍ଟ କରାଯାଉଛି । ସିଡିଏମଓଙ୍କ ତତ୍ତ୍ୱାବଧାନରେ ଦଇତାପତିଙ୍କ କରୋନା ଟେଷ୍ଟ କରାଯାଉଛି । ପ୍ରଥମେ ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗା ଦାସମହାପାତ୍ରଙ୍କ ସ୍ୱାବ ସଂଗ୍ରହ କରାଯାଇଛି । କ୍ରମାନ୍ୱୟନରେ ଅନ୍ୟ ଦଇତାପତିଙ୍କ ସ୍ୱାବ ସଂକ୍ରହ…

କିନ୍ନରଙ୍କ ଅନ୍ତିମ ସଂସ୍କାର କେବଳ ରାତିରେ ହିଁ କାହିଁକି କରାଯାଇଥାଏ, ଜାଣନ୍ତୁ

ଦିନରେ କେବେ କିନ୍ନରମାନଙ୍କ ଶବ ଶୋଭାଯାତ୍ରା ଦେଖିଛନ୍ତି କି ? ହୁଏତ ଦେଖି ନ ଥିବେ। କିନ୍ତୁ କାହିଁକି ଦେଖି ନାହାଁନ୍ତି କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ? ଯଦି ଜାଣି ନାହାଁନ୍ତି ତା’ହେଲେ ଆମେ ଆଜି ଆପଣଙ୍କୁ ଜଣାଇବୁ। ଏପରିକି ଗୋଟିଏ ସମୂଦାୟର ମୃତ୍ୟୁ ହେଲେ ଅନ୍ୟ ସମୂଦାୟର…

ଗାଡିରୁ ଜବତ ହେଲା ୪୫ ଲିଟର ବିଦେଶୀ ମଦ

ଯାଜପୁର ଟାଉନ: କଲିକତାରୁ ପରିବା ଗାଡିରେ ବିଦେଶୀ ମଦ ଆସୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛି । ଯାଜପୁର ବାଳାଶ୍ରମ ପଡିଆ ପରିବା ମାର୍କେଟ ନିକଟରେ ଅବକାରୀ ବିଭାଗ ଏହି ଗାଡିକୁ ଜବତ କରି ସେଥିରୁ ୪୫ ଲିଟର ବିଦେଶୀ ମଦ ଜବତ କରିଛି । ଜବତ ମଦ ଗୁଡିକ ନାମି ଦାମୀ ବ୍ରାଣ୍ଡର ଥିବା…