Odia News Portal
Yearly Archives

2020

୨୪ଘଣ୍ଟାରେ ୧୭୦ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁସଂଖ୍ୟା ୪,୩୩୭ ରେ ପହଞ୍ଚିଲାଣି। ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୧,୭୬୭ ଥିବା ବେଳେ ସକ୍ରିୟ ସଂକ୍ରମିତ ୮୩,୦୦୪ ରହିଛି।ସୁସ୍ଥ ହୋଇଛନ୍ତି ୬୪,୪୨୫ ଜଣ । ୨୪ଘଣ୍ଟାରେ ୧୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬,୩୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ପୁଣିଥରେ ଲଞ୍ଚ କଲା ଏହି ସ୍କିମ୍, ମିଳିବ ୧୨ହଜାର ପର୍ଯ୍ଯନ୍ତ ପେନସନ୍

ମୋଦି ସରକାର ପ୍ରଥମ କାର୍ଯ୍ଯକାଳ ସମୟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍କିମ୍ ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା(ପିଏମଭିଭିୱାଇ) ଲଞ୍ଜ କରିଥିଲେ, ଯାହାର ସମୟସୀମା ଗତ ୩୧ ମାର୍ଚ୍ଚ ୨୦୨୦ରେ ଶେଷ ହୋଇଯାଇଥିଲା। କିନ୍ତୁ ଏହି ସ୍କିମ୍ କୁ ପୁଣିଥିରେ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)…

ଭେଣ୍ଟିଲେଟରରେ ବିଜୟ ମହାନ୍ତି

ଭୁବନେଶ୍ବର() ବରିଷ୍ଠ କଳାକାର ବିଜୟ ମହାନ୍ତି ଅସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଭାବେ ଅସୁସ୍ଥ ହୋଇଥବବାରୁ ତାଙ୍କୁ…

ଆଉ ୭୬ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୫୯୩ କରୋନା ଆକ୍ରାନ୍ତ ଚିହ୍ନଟ…

ବାତ୍ୟା ଓ କରୋନା ଆଢୁଆଳରେ ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ । ବାତ୍ୟା ଅମ୍ଫନ ବି ହାଲକା କ୍ଷୟକ୍ଷତି ଘଟାଇ ଯାଇଛିଫା ତେବେ ଏଥିରୁ ମୁକୁଳିବା ଚିନ୍ତା କରିବା ବଦଳରେ ରାଜନୈତିକ ଦଳ ଗୁଡିକ ଯେଭଳି ପରସ୍ପର ଉପରକୁ କାଦୁଆ ଫିଙ୍ଗିବା ସହିତ ତୁ ତୁ ମେଁ ମେଁ ରେ ମାତିଛନ୍ତି ତାହାକୁ ଦେଖିଲା ପରେ ରାଜ୍ୟରେ ତିନି ଦଳର…

ଆସନ୍ତୁ ଜାଣିବା କ’ଣ ପାଇଁ ହୋଇଥିଲା କରାଚି ବିମାନ ଦୁର୍ଘଟଣା

କରାଚି : କିଛି ଦିନ ତଳେ କରାଚିରେ ହୋଇଥିବା ବିମାନ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଛି । ତେବେ ଏହି ଦୁର୍ଘଟଣା ହେବାର କାରଣ ଏବେ ଜଣାପଡ଼ିଛି । ଦୁର୍ଘଟଣା ପାଇଁ ବିମାନର ପାଇଲଟ୍‌ଙ୍କ ଉପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯାଞ୍ଚ ରିପୋର୍ଟ ଅନୁଯାୟୀ ବିମାନ ଅବତରଣ ବେଳେ…

ଭିଜିଲାନ୍ସଜାଲରେ ଅନୁଗୋଳ ଛେଣ୍ଡିପଦା ରେଞ୍ଜର

ଅନୁଗୋଳ : ଭିଜିଲାନ୍ସଜାଲରେ ପଡ଼ିଗଲେ ଅନୁଗୋଳ ଛେଣ୍ଡିପଦା ରେଞ୍ଜର। ବେଆଇନ୍ ସମ୍ପତ୍ତି ଠୁଳ ଅଭିଯୋଗରେ ଦୀର୍ଘ ଦିନ ହେଲା ନଜରରେ ଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର୍ ମନମୋହନ ସ୍ବାଇଁଙ୍କୁ ଆଜି ସକାଳେ କଟକ ଭିଜିଲାନ୍ସ ବିଭାଗ ଧରିଛି । ମଙ୍ଗଳବାର ଦିନ ଏକ ବୋଲେରୋ ଗାଡ଼ି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଆପଣ ସମାଜକଲ୍ୟାଣ କାର୍ଯ୍ୟରେ, ଆନୁଷ୍ଠାନିକକ୍ଷେତ୍ରରେ, ସଭାସମିତିରେ ସାମିଲ ହେଲେ ସମ୍ମାନିତ ହେବେ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବ ଫଳରେ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ। ପ୍ରଶାସନିକ ସ୍ତରରେ କେତେକ ସମସ୍ୟାକୁ କେନ୍ଦ୍ର କରି ଅର୍ନ୍ତଦ୍ୱନ୍ଦ୍ୱ…

କୋଭିଡ-୧୯କୁ ନେଇ ରାଜଭବନରେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ବର : କୋଭିଡ-୧୯ ବିଶ୍ୱ ମହାମାରୀକୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଡାକ ଲଫାପା ଓ ରାଜ୍ୟର ପ୍ରସିଦ୍ଧ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ୧୦ଟି ପିକ୍‌ଚର ପୋଷ୍ଟକାର୍ଡକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଜରୁରୀ । ଏହି…

ଏବେ ସହରାଞ୍ଚଳରେ ମାଗଣା ଶୌଚାଳୟ

ଭୁବନେଶ୍ୱର : ସହରାଞ୍ଚଳରେ ମାଗଣା ଶୌଚାଳୟ । କରୋନା ସଂକ୍ରମଣ ସମୟରେ ଲୋକେ ଯେଭଳି ଅଧିକ ସଂଖ୍ୟାରେ ଶୌଚାଳୟ ବ୍ୟବହାର କରିବେ ସେଥିପାଇଁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର‌୍ୟ୍ୟନ୍ତ ସହରାଞ୍ଚଳରେ ଥିବା ଶୌଚାଳୟଗୁଡିକ ଲୋକଙ୍କ ଠାରୁ ୟୁଜର୍ସ ଫି ଆଦାୟ ନକରିବାକୁ କୁହାଯାଇଛି । ରାଜ୍ୟ ଗୃହ ଓ…