Odia News Portal
Yearly Archives

2020

ମନଜିଣୁଛି DIGଙ୍କ କାର୍ଯ୍ୟକଳାପ

କେନ୍ଦ୍ରାପଡା()  ସ୍ଥଳ ଭାଗ ଆଡକୁ କାୟା ବିସ୍ତାର କରି ମାଡି ଆସୁଛି ପ୍ରଳୟଙ୍କରୀ ସାମୁଦ୍ରୀକ ଝଡ଼ ଅମ୍ଫନ । ଆଜି ରାତି ସାଢ଼େ ଆଠ ପରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ସାଢେ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ । ପ୍ରାୟ ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ଭୋଗରାଇ ଅତିକ୍ରମ କରିବ…

ଅର୍ଜୁନ ପାଇଁ ବାରିକ ହେଲେ ସଚିନ

ଦେଶ ସାରା ଲକଡାଉନ ଯୋଗୁ କ୍ରିକେଟରମାନେ ନିଜକୁ ବ୍ୟସ୍ତ ରଖିବା ପାଇଁ ଘରେ ନିଜେ ନିଜର ହେୟାର କଟ ଏବଂ ସେଭିଂ କରୁଥିବାର ନଜର ଆସୁଛନ୍ତି। କିଛି ଦିନ ତଳେ ସଚିନ ତେନ୍ଦୁଲକର ନିଜ ଚୁଟି ନିଜେ ହିଁ କାଟିଥିଲେ। ଏବେ ସେ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଚୁଟି କାଟୁଥିବାର ଭିଡ଼ିଓ ସେୟାର କରିଛନ୍ତି।…

୮ରେ ଲ୍ୟାଣ୍ଡଫଲ୍ କରିବ ଅମ୍ପାନ

ଭୁବନେଶ୍ବର()  ରାତି ସାଢ଼େ ଆଠ ପରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ସାଢେ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ । ଆଗାମୀ ଦୁଇ ଘଣ୍ଟା ଭିତରେ ପରାରାଦ୍ୱୀପ ଅତିକ୍ରମ କରିବ ବାତ୍ୟା । ପ୍ରାୟ ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ଭୋଗରାଇ ଅତିକ୍ରମ କରିବ ବାତ୍ୟା । ବର୍ତ୍ତମାନ ସୁଦ୍ଧା…

ବାତ୍ୟା ସ୍ଥିତି ଅନୁଧ୍ୟାନ ୫ଟି ସଚିବ ଓ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର()  ସ୍ବତନ୍ତ୍ର ରିଲିଫ କମିସନରଙ୍କ ଅଫିସ୍‌ରେ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ତାଙ୍କ ସହ 5T ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଦେଇ…

ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଭୁବନେଶ୍ୱର()ରାଜ୍ୟରେ ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ଓ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି। କରୋନାରେ ମୃତ୍ୟୁ ହୋଇଥିବା ଜଣଙ୍କ ଖୋର୍ଦ୍ଧାର ଜଣେ ୭୦ ବର୍ଷୀୟ ବୃଦ୍ଧ । ଖୋର୍ଦ୍ଧାରେ କୋରୋନା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।…

ଘରୋଇ ଟିଭି ଚ୍ୟାନେଲରୁ ଖବର ଟିପୁଛନ୍ତି ଆକାଶବାଣୀ ଓ ଦୂରଦର୍ଶନ

ଭୁବନେଶ୍ୱର : ବିଶ୍ୱସନୀୟ ଗଣମାଧ୍ୟମ ଭାବେ ପରିଚିତ ଆକାଶବାଣୀ ଓ ଦୂରଦର୍ଶନ ଏବେ ବିଭିନ୍ନ ଘରୋଇ ଟିଭି ଚ୍ୟାନେଲରୁ ଖବର ଟିପୁଛନ୍ତି । କଥାଟି ବିଶ୍ୱାସଯୋଗ୍ୟ ନହେଲେ ମଧ୍ୟ ସତ୍ୟ । କାରଣ ଅନ୍ୟ ଅଞ୍ଚଳ ତ ଦୂରରକଥା ରାଜ୍ୟ ରାଜଧାନୀ ପାଇଁ ଉଭୟ ଆକାଶବାଣୀ କିମ୍ବା ଦୂରଦର୍ଶନ ଲାଗି ଖବର ସଂଗ୍ରହ…

କରୋନା ଯୋଦ୍ଧାଙ୍କୁ ଆଲିଆ ଦେଲେ ସରପ୍ରାଇଜ ଗିଫ୍ଟ

କରୋନା ମାହାମରୀ ସଙ୍କଟ ସମୟରେ ବଲିଉଡ ସେଲିବ୍ରିଟ୍‌ିମାନେ ସହଯୋଗର ହାତ ବଢାଇଛନ୍ତି। ପିଏମ୍‌ କେୟାର୍ସ ଫଣ୍ଡରେ ସହାୟତା ରାଶି ଜମା କରିବା ସହ ବ୍ୟକ୍ତିଗତ ଭାବେ ମଧ୍ୟ ଏମାନେ କିଛି କିଛି ସାହାଯ୍ୟ କରିଥିବା ଦେଖାଦେଇଛି। ନିକଟରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ଯୋଦ୍ଧାଙ୍କୁ ଏକ…

ଆଜି ଦିନ ୧୨ରୁ ୨ଟା ଭିତରେ ଓଡିଶା ଅତିକ୍ରମ କରିବ ବାତ୍ୟା ଅମ୍ଫନ୍

ଭୁବନେଶ୍ୱର : ଆଜି ଅପରାହ୍ନରୁ ସନ୍ଧ୍ୟା ଭିତରେ ବାତ୍ୟା ଅମ୍ଫନ୍ ଲ୍ୟାଣ୍ଡଫଲ କରିବ। ଅମ୍ଫନ୍ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୬୦ ରୁ ୧୮୫ କିଲୋମିଟର ରହିବ। କିନ୍ତୁ ବର୍ତ୍ତମାନ ଠାରୁ ହିଁ ପାରାଦୀପରେ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବୋହିବା ସହ ବର୍ଷା ଆରମ୍ଭ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ରାଶିରେ ଚନ୍ଦ୍ର ଥିବାରୁ ବନ୍ଧୁମାନଙ୍କ ଗହଳ ଚହଳ ମଧ୍ୟରେ ବ୍ୟସ୍ତତା ଅନୁଭବ କରିପାରନ୍ତି। ବୟସ୍କ ସଦସ୍ୟଙ୍କ ବିଚାରହୀନ ମନ୍ତବ୍ୟକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ। ସନ୍ତାନଙ୍କ ଅଶାନ୍ତ ମନଦେଖି ନିଜେ ଚିନ୍ତିତ ହୋଇପାରନ୍ତି। ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ…

ସବୁ ବିପଦ ବେଳେ ଲୋକଙ୍କ ସହ ପ୍ରଣବ

ଭୁବନେଶ୍ୱର() ରାଜ୍ୟରେ ଏବେ ଦୁଇ ଦୁଇଟି ପ୍ରାକୃତିକ ବିପତ୍ତି ସହ ଲଢ଼ୁଛି। ଗୋଟେ ପଟେ କରୋନା କାଳ ସାଜିଥିବା ବେଳେ ଏବେ ମହାବାତ୍ୟା ଅମ୍ପାନ ଆମ ସାମ୍ନାରେ ଛିଡା ହୋଇଛି। କଥାରେ ଅଛି ଓଡ଼ିଆ ପୁଅ ଭାରି ସାହାସି। ସବୁ ବିପତ୍ତି ସାମ୍ନା କରିବାରେ ମାହୀର। ଯାହା କି ପୂର୍ବରୁ ରାଜ୍ୟ ସରକାର…