ସାବତ ମା’ ମାଡ଼ରେ ୭ ବର୍ଷର ପୁଅ ଗୁରୁତର
କଟକ : ମା’ଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ଛୁଆକୁ ସୁରକ୍ଷିତ ରଖିବା ପାଇଁ ମା’ ସବୁ ପ୍ରକାରର କଷ୍ଟ ସହିବାକୁ ପ୍ରସ୍ତୁତ ଥାଏ। ଦୁନିଆର ସବୁ ଦୁଃଖକୁ ନିଜେ ସହି ଛୁଆକୁ ପ୍ରତିଟି ସୁଖ ଦେବାକୁ ଅହରହ ଚେଷ୍ଟା କରିଥାଏ ମା’। କିନ୍ତୁ ଏବେ ମା’ର ଏକ ଭୟଙ୍କର ରୂପ ଦେଖିବାକୁ ମିଳିଛି…
