Odia News Portal
Yearly Archives

2020

ଆଉ ୭୩ କରୋନା ଆକ୍ରାନ୍ତ ଚିହ୍ନଟ, ୬୧୧କୁ ବୃଦ୍ଧି

ଭୁବନେଶ୍ୱର()ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି । ୭୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୪୨ , ଖୋର୍ଦ୍ଧାରୁ ୩ ଆକ୍ରାନ୍ତ , ଯାଜପୁର ୧୭, ଭଦ୍ରକ ୯ ଓ ସୁନ୍ଦରଗଡ଼ରୁ ୨ ଆକ୍ରାନ୍ତ ଚିହ୍ନଟ…

ପ୍ରଚାରରେ ସଫଳ ଏନ୍‍ଜିଓଙ୍କର ଆଉ ଦେଖାଦର୍ଶନ ନାହିଁ

ଭୁବନେଶ୍ୱର : ରାଜଧାନୀର ରାଜ ରାସ୍ତାରେ ପ୍ରଦିଦିନ ଲୋକେ ଚାଲି ଚାଲି ନିଜ ଘରକୁ ଫେରୁଥିବାର କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି । କିଏ ଆନ୍ଧ୍ରରୁ ଆସି ଛତିଶଗଡ ଯାଉଛି ତ ଆଉ କିଏ ଓଡିଶାରୁ ବିହାର ଓ ଅନ୍ୟ ସ୍ଥାନକୁ ଯାଉଛି । ହେଲେ ଏମାନଙ୍କୁ ରାସ୍ତାରେ ପାଣି ମୁନ୍ଦାଏ ଦେବାକୁ କେହି ନାହାନ୍ତି ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଦୂରଦର୍ଶିତା ଅଭାବ ଜନିତ କେତେକ ଭୁଲ୍‌ କାମକୁ ପ୍ରଶୟ ଦେଇ ପାରନ୍ତି । ବନ୍ଧୁଙ୍କ ଭୂଲ୍‌ ବୁଝାମଣା କାରଣରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହୋଇ ପାରନ୍ତି । ଏପରିକି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ସତର୍କତାର ସହ କାମ କରିବା ଭଲ…

୧୬ରେ ନେଇପାରେ ସାଇକ୍ଲୋନିକ୍‌ ଷ୍ଟର୍ମର ଆକାର

ସାମୁଦ୍ରିକ ଝଡ଼ର ରୂପ ନେଇ ପାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବା ସମ୍ଭବନା ରହିଛି। ୧୬ ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେଇପାରେ ଲଘୁଚାପ । ୧୫ ତାରିଖରୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ଏନେଇ…

ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କ ପାଇଁ ମାର୍ଗଦର୍ଶିକା

ଦୁବାଇ, ଆମେରିକା ଓ ମାଲେସିଆରୁ ତିନୋଟି ବିମାନରେ ଫେରୁଛନ୍ତି ଭାରତୀୟ । ଫେରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଓଡିଶା ଓ ପଡୋଶୀ ଜିଲ୍ଲାର । କରୋନା ମୁକାବିଲାରେ ପ୍ରଥମ ପର୍ଯ୍ୟାୟରେ ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାର ପଂଜିକରଣ ବାଧ୍ୟତାମୂଳକ କରିଥିଲେ । ଆଜିଠୁ ସେହିଭଳି…

ନିକୁଞ୍ଜ ବିହାରୀ ଧଳ ହେଲେ ଶକ୍ତି ବିଭାଗର ପ୍ରମୁଖ ସଚିବ

ଭୁବନେଶ୍ୱର() ରାଜ୍ୟ IAS ସ୍ତରରେ ଛୋଟ ଧରଣର ଅଦଳବଦଳ  ହୋଇଛି। କରୋନା ମୁକାବିଲା ବେଳେ ବଦଳିଲେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ନିକୁଞ୍ଜ ବିହାରୀ ଧଳ ହେଲେ ଶକ୍ତି ବିଭାଗର ପ୍ରମୁଖ ସଚିବ। ସେହିପରି -ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ…

ଯୁଵୋଦୟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ

କେନ୍ଦ୍ରାପଡ଼ା : ଯୁବୋଦୟ ସାମାଜିକ ସଂଗଠନ ତରଫରୁ କେନ୍ଦ୍ରପଡ଼ା ଜିଲ୍ଲା ଡେରାବିଶ ବକ୍ଲ ହରିଜନ ସାହି ଠାରେ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ,ସାବୁନ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ବ୍ଲକ ସଂଯୋଜକ ଧନଞ୍ଜୟ ବିଶ୍ୱାଳ ଓ ସହ ସଂଯୋଜକ ବିଶ୍ଵଜିତ ପଲାଇଙ୍କ ନେତୃତ୍ୱରେ…

ଓଡ଼ିଶାରେ ଖୁବ୍‌ ଶୀଘ୍ର ନୂଆ ଶିଳ୍ପନୀତି ପ୍ରଣୟନ ହେବ

ଭୁବନେଶ୍ୱର () ଓଡ଼ିଶା ସରକାର ଖୁବ୍‌ ଶୀଘ୍ର ନୂଆ ଶିଳ୍ପନୀତି ପ୍ରଣୟନ କରିବେ । ଏହା କହିଛନ୍ତି ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର । ଗତକାଲି ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଦ୍ୱାରା ଆୟୋଜିତ ଏକ ଜାତୀୟ ଇ-କନ୍‌ଫରେନ୍ସରେ ସେ ଏହା ପ୍ରକାଶ କରିଛନ୍ତି । ସଂପ୍ରତି…

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟରେ ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହପରି କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିବା ସନ୍ତୋଷ କୁମାର ଷଡଙ୍ଗୀଙ୍କୁ ବିଜ୍ଞାନ ଓ…

ଆତ୍ମନିର୍ଭରଶୀଳ ଓଡିଶା ହେଲେ ଆତ୍ମନିର୍ଭରଶୀଳ ଭାରତ ସମ୍ଭବ : ସମୀର ମହାନ୍ତି

ଭୁବନେଶ୍ୱର : ଦେଶକୁ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ କରିବା ପାଇଁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଏଥିପାଇଁ ଶ୍ରୀ ମହାନ୍ତି…