ଭୋଡାଫୋନ୍ ଆଇଡିଆ ପକ୍ଷରୁ ରିଟେଲ୍ ଆଉଟ୍ଲେଟ୍ରେ ସ୍ୱର ଭିତିକ ସ୍ପର୍ଶବିହୀନ ରିଚାର୍ଜ ବ୍ୟବସ୍ଥା
ଭୁବନେଶ୍ୱର : ରିଟେଲ୍ ଆଉଟ୍ଲେଟ୍ରେ ଗ୍ରାହକମାନଙ୍କୁ ସ୍ପର୍ଶବିହୀନ ସୁବିଧା ପ୍ରଦାଦ କରିବା ଲାଗି ଭୋଡାଫୋନ୍ ଆଇଡିଆ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ରିଟେଲ୍ ଆଉଟ୍ଲେଟ୍ରେ ଗ୍ରାହକ ଏବଂ ରିଟେଲର୍ଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବା ସହିତ ଏହି ସୁବିଧା ପ୍ରଦାନ…
