Odia News Portal
Yearly Archives

2020

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ୩ ଜଣଙ୍କ ମଧ୍ୟରୁ ବାଲେଶ୍ୱରର ୨ଜଣ ହୋଇଥିବା ବେଳେ ଜଣେ ଜଗତସିଂହପୁରର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଅଧିକ ଟେଷ୍ଟ କଲେ ଅଧିକ ପଜିଟିଭ୍ ଆସିବ

ଭୁବନେଶ୍ୱର() ଅଧିକ ଟେଷ୍ଟ ହେଲେ ଅଧିକ ପଜିଟିଭ୍ ମାମଲା ଆସିବ। ଏନେଇ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨ ମାସ ତଳେ କେବଳ ଆର୍ଏମ୍ଆର୍ସିରେ ଦିନକୁ ୧୦ଟି ଟେଷ୍ଟ ହେଉଥିଲା। ମାସକ ତଳେ ୨୫୦,୧୫ ଦିନ ତଳେ ଦିନକୁ ୧ହଜାର ଟେଷ୍ଟ ହେଉଥିଲା।…

ବଢିପାରେ କ୍ୱାରେଣ୍ଟିନ ଅବଧି

ଭୁବନେଶ୍ୱର() କରୋନା ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏକ ବୈଠକ ହୋଇଥିଲା । ସେହି ବୈଠକରେ ୧୩ଜଣ ମନ୍ତ୍ରୀ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । କ୍ୱାରେଣ୍ଟିନ ଅବଧି ୧୪ଦିନରୁ ୨୧ ଦିନକୁ ବୃଦ୍ଧି କରିବାକୁ ପରାମର୍ଶ…

ସତର୍କ ରୁହ ୧୪ ଜିଲ୍ଲା

ଭୁବନେଶ୍ୱର() ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ପବନର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ କାର୍ୟ୍ୟାଳୟ ପକ୍ଷରୁ ରାଜ୍ୟର ୧୪ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି…

ଜନସାଧାରଣଙ୍କର ସହଯୋଗ ଓ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ହିଁ ଶ୍ରେଷ୍ଠ ରକ୍ଷା କବଚ

ଭୁବନେଶ୍ବର() ରାଜ୍ୟସରକାରଙ୍କର ସ୍ବାସ୍ଥ୍ୟ ବିଭାଗର ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡଃ କେ. ଶ୍ରୀନାଥ ରେଡ୍ଡୀ ଆଜି “କୋଭିଡରୁ ଶିକ୍ଷା – ଆମେ କଣ ଶିଖିଲେ ଏବଂ କିପରି କୋଭିଡ ଯୁଦ୍ଧ ଜିତିବା” ଏ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ…

ହନୁମାଙ୍କଡ଼ ଆକ୍ରମଣରେ ଆହତ ହେଲେ ବୃଦ୍ଧ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ନଇରୀ ଗ୍ରାମରେ ବୃଦ୍ଧଙ୍କୁ ମାଙ୍କଡ କାମୁଡି କ୍ଷତ ବିକ୍ଷତ କରି ପକାଇଛି । ତାଙ୍କ ନାମ ବିଷ୍ଟୁ ଚରଣ ଖଟେଇ | ତାଙ୍କ ବୟସ ୬୫ ବର୍ଷ । ବୃଦ୍ଧଙ୍କର ବେକରେ ଗଭୀର କ୍ଷେତ ହୋଇଛି । ଏବେ ଲଗ ଡାଉନ ସମୟରେ ଖାଦ୍ୟ ଅଭାବ ଯୋଗୁଁ ଜଙ୍ଗଲି ମାଙ୍କଡ ଦଳ…

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ୪୦ ରୋଗୀ । ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା । ଚିକିତ୍ସାଳୟର ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ସମୟରେ ଭୟବିତ ହୋଇ ମାଆମାନେ ଜନ୍ମିତ…

କ୍ୱାରେଣ୍ଟିନ କେନ୍ଦ୍ର ପାଇଁ ଖାଦ୍ୟ ତାଲିକା ପ୍ରକାଶ

ଭୁବନେଶ୍ୱର() କରୋନା ସତର୍କତା ପାଇଁ ଦେଶ ଓ ରାଜ୍ୟ ଲକ ଡାଉନ ରହିଛି । ଏନେଇ ରାଜ୍ୟ ବାହାରେ ବହୁ ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି । ସେମାନଙ୍କୁ ଓଡ଼ିଶା ଫେରେଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ତାଙ୍କ ପାଇଁ ବସ୍ ଓ ଟ୍ରେନର ବ୍ୟବସ୍ଥା ମଧ୍ୟ ହୋଇଛି । କିନ୍ତୁ ଓଡ଼ିଶା ଆସିବା ପରେ…

ଲକଡାଉନ ପାଇଁ ଶିରିଡି ସାଇବାବା ମନ୍ଦିରରେ ପ୍ରତିଦିନ କ୍ଷତି ହେଉଛି ଏତିକି ଟଙ୍କା

ଲକଡାଉନ ପାଇଁ ସବୁ ପ୍ରଭାବିତ । ମନ୍ଦିରକୁ ଆସୁଥିବା ଦାନ ଉପରେ ମଧ୍ୟ ପ୍ରଭାବ ପକାଇଛି ଲକଡାଉନ । ଶିରିଡି ସାଇବାବା ମନ୍ଦିର ଟ୍ରଷ୍ଟକୁ ପ୍ରତିଦିନ ଦେଢ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡୁଛି । ଶିରିଡିର ଏହି ମନ୍ଦିରରେ ବାର୍ଷିକ ୬୦୦ କୋଟି ଟଙ୍କା ଦାନ ରୂପେ ଆସିଥାଏ । ଅର୍ଥାତ୍…

ଦେଶରେ ୫୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ () ଦେଶରେ ୫୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୯୫୨ରେ ପହଞ୍ଚିଛି । ପ୍ରତିଦିନ ଶହ ଶହ ଜୀବନ ନେଉଛି ଘାତକ ଭାଇରସ୍‌ । କରୋନା ମୃତୁସଂଖ୍ୟା ୧୭୮୩କୁ ବୃଦ୍ଧି ପାଇଛି । ଆକ୍ଟିଭ୍‌ କେସ୍‌ ରହିଛି ୩୫ ହଜାର ୯୦୨ । ସୁସ୍ଥ ହେଲେଣି ୧୫…