ଜୁଲାଇ ୧୮ରୁ ଜେଇଇ ମେନ ଏଣ୍ଟ୍ରାନ୍ସ ଟେଷ୍ଟ
ଭୁବନେଶ୍ୱର() କରୋନା କବଳରେ ଏବେ ସାରା ବିଶ୍ୱ । କରୋନା ପାଇଁ ଦେଶରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । କରୋନା ଲକଡାଉନ ପାଇଁ ସ୍କୁଲ ଓ କଲେଜ ସମେତ ସମସ୍ତ…
