Odia News Portal
Yearly Archives

2020

ଶ୍ରମିକ ଦିବସରେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତିକୁ ସମୀର ମହାନ୍ତିଙ୍କ ସ୍ୱାଗତ

ଭୁବନେଶ୍ୱର () ବୈଶ୍ୱିକ ମହାମାରୀ କରୋନାଜନିତ ଲକ୍‌ଡାଉନ୍ କାରଣରୁ ବହୁ ସଂଖ୍ୟାରେ ଶ୍ରମିକ, ଛାତ୍ରମାନେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ନିଜ ନିଜ ଘରକୁ ଫେରିବା ପାଇଁ ପ୍ରସ୍ତୁତଥିବା ଏହି ଶ୍ରମିକମାନେ ଯାନବାହନ ଚାଲୁନଥିବା କାରଣରୁ ଫେରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…

ମେ ୩ ରେ ନୁହେଁ ଏହି ତାରିଖରେ ନିଆଯିବ ରଥଯାତ୍ରା ନିଷ୍ପତ୍ତି

ପୁରୀ : ବଢ଼ିଗଲା ଲକ୍‌ଡାଉନ୍‌ ଅବଧି । ଆହୁରି ଦୁଇ ସପ୍ତାହ ବର୍ତ୍ତମାନ ଭଳି ରହିବାକୁ ପଡ଼ିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହେବା ପରେ ଏବେ ସମସ୍ତଙ୍କର ଚିନ୍ତା ପଶିଛି । କାରଣ ଅନ୍ତତଃ ଦ୍ୱିତୀୟ ଲକ୍‌ଡାଉନ୍‌ ମେ ୩ ତାରିଖରେ ଶେଷ ହୋଇଥିଲେ ନିଜ ନିଜ ଯୋଜନା…

ଦ୍ୱିତୀୟ ଦଫାରେ ବୌଦ୍ଧରୁ ଆସି ପୁରୀରେ ପହଞ୍ଚିଲା ରଥକାଠ

ପୁରୀ : ‘କରୋନା’ ଭୟକୁ ମାତ୍‌ ଦେଇ ଚାଲିଛି ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି । ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୦ର ରଥ ନିର୍ମାଣ ପାଇଁ କାଠ ପହଞ୍ଚିବାରେ ଲାଗିଛି । ଗୁରୁବାର ଅପରାହ୍ନରେ ବୌଦ୍ଧରୁ ଦ୍ୱିତୀୟ ଦଫା କାଠ ପହଞ୍ଚିଛି । ଏଥିରେ ୨୭ଖଣ୍ଡ କାଠ ଆସିଛି । ଆଜି…

କରୋନା ମୁକ୍ତ ହେଲା ଏହି ଜିଲ୍ଲା

ଭୁବନେଶ୍ୱର : କରୋନା ମୁକ୍ତ ହେଲା କେନ୍ଦ୍ରାପଡା । କେନ୍ଦ୍ରାପଡା ଜିଲ୍ଲାରେ ଜଣେ ଆକ୍ରାନ୍ତ ସୁସ୍ଥ ହେବା ପରେ ବର୍ତ୍ତମାନ ଜିଲ୍ଲା ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛି । ବର୍ତ୍ତମାନ ଏହି ଜିଲ୍ଲାରେ ଆଉ ଆକ୍ଟିଭ୍ କେସ୍ ନାହିଁ । କିଛି ସମୟ ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ମୋର ଚିଣ୍ଟୁ ବାବା ଜଣେ ଭଲ ଓ ଖୁସିମିଜାଜର ଲୋକ ଥିଲେ : ଅରୁଣା ଇରାନୀ

ମୁମ୍ୱାଇ :  ଅରୁଣା ଇରାନୀ ଓ ରିଷି କପୁର ୧୯୭୦-୮୦ ଦଶକର ଫିଲ୍ମ , ‘ସରଗମ୍’ , ‘ଖେଲ୍‌ ଖେଲ୍‌ ମେଁ’ ଓ ‘ଘର ଘର କି କହାନୀ’ ଆଦିରେ କାମ କରିଛନ୍ତି। କିନ୍ତୁ  ରିଷିଙ୍କ ଡେବ୍ୟୁ ଫିଲ୍ମ  ‘ବବି’ ରେ ଉଭୟଙ୍କ ଦ୍ୱାରା ଦୃଶ୍ୟାୟନ ହୋଇଥିବା ଗୀତ ‘ମେଁ ଶାୟର ତୋ ନହିଁ…’ ଲୋକଙ୍କ ହୃଦୟରେ ଏକ…

ଟେଷ୍ଟ ର‍୍ୟାଙ୍କିଙ୍ଗରେ ୧ ନଂ ସ୍ଥାନ ହରାଇଲା ଭାରତ, ଶୀର୍ଷ ସ୍ଥାନରେ ପହଞ୍ଚିଲା ଏହି ଦେଶ

ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତ ଶୀର୍ଷ ସ୍ଥାନ ହରାଇଛି। ପ୍ରକାଶିତ ଖବର ର‍୍ୟାଙ୍କିଙ୍ଗରେ ଭାରତ ତୃତୀୟ ସ୍ଥାନକୁ ଖସିଛି। ଭାରତକୁ ହଟାଇ ଅଷ୍ଟ୍ରେଲିଆ ୧ ନମ୍ବର ସ୍ଥାନ ଅଧିକାର କରିଛି। ୨୦୧୬ ଅକ୍ଟୋବର ପରଠାରୁ ଭାରତ ଶୀର୍ଷ ସ୍ଥାନରେ ରହିଆସୁଥିଲା।…

ଏହି ଘଣ୍ଟାର ଦାମ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ସମୟରେ ଘଣ୍ଟା ପିନ୍ଧିବା ସମସ୍ତଙ୍କ ପସନ୍ଦ କିନ୍ତୁ ଏକ ସମୟ ଥିଲା ଯେତେବେଳେ ହାତ ଗଣତି କିଛି ଲୋକଙ୍କ ପାଖରେ ଘଡି ରହିଥିଲା। ଏନେଇ ଆପଣ କେବେ ଚିନ୍ତା କରିଛନ୍ତି କି ବର୍ତ୍ତମାନ ସମସ୍ତଙ୍କ ପସନ୍ଦ ଆସିଥିବା ହାତ ଘଣ୍ଟାକୁ ପ୍ରଥମେ କିଏ ତିଆରି କରିଥିଲେ ଏବଂ ସେ ଘଣ୍ଟା କିପରି…

ଘର ବାହୁଡା ଲୋକ ଓ ସେମାନଙ୍କ ପରିବାରର ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର () କରୋନା ମୁକାବିଲାରେ ତୃତୀୟ ପର୍ଯ୍ୟାୟ ଲଢେଇ ପାଇଁ ପ୍ରସ୍ତୁତ ହୋଉଛନ୍ତି ରାଜ୍ୟ ସରକାର । ଏହି ପର୍ଯ୍ୟାୟରେ ବାହାର ରାଜ୍ୟରେ ଫସିଥିବା ଓଡିଆ ଫେରିବା ଆରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟରେ ରାଜ୍ୟ ସରକାର ଘର ବାହୁଡା ଲୋକ ଓ ସେମାନଙ୍କ ପରିବାରର ସୁରକ୍ଷା ପାଇଁ ପ୍ରସ୍ତୁତ…

ଆଉ ୧୪ ଦିନ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ () ଆଉ ୧୪ ଦିନ ବଢ଼ିଲା ଲକ୍‌ଡାଉନ୍‌ । ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ତୃତୀୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ ୩ ତାରିଖରେ ସରିଥାନ୍ତା । ତେବେ ମେ ୪ରୁ ପୁଣି ଥରେ ଦୁଇ ସପ୍ତାହ ପାଇଁ ସାରା…

ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତ ଜଣକ ଯାଜପୁରର ବୋଲି ଜଣାପଡ଼ିଛି । ତେବେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି ।ଆକ୍ରାନ୍ତ ଜଣକ ମହିଳା ଓ ତାଙ୍କର…