Odia News Portal
Yearly Archives

2020

ଲିଟର ରକ୍ତ ୧୦ ଲକ୍ଷ

କରୋନାକୁ ନେଇ ସାରା ବିଶ୍ୱରେ ଭୟାଭହ ପରିସ୍ଥିତି ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ଏହାର କୌଣସି ଟୀକା ବା ଚିକିତ୍ସା ପଦ୍ଧତି ବାହାରି ନଥିଲେ ବି କରୋନାରୁ ସୁସ୍ଥ ହେଉଥିବା ରୋଗୀର ରକ୍ତରୁ ଅନ୍ୟ ଆକ୍ରାନ୍ତଙ୍କୁ ବଞ୍ଚାଇବାର ଚେଷ୍ଟା ଚାଲିଛି । କିନ୍ତୁ ଏହି ପ୍ଲାଜମା ଥେରେପି ଦ୍ୱାରା…

୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର() ଦକ୍ଷିଣ ଅଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉକ୍ତ ଅଞ୍ଚଳରେ ଅଧିକ ସକ୍ରିୟ ହୋଇ ପରବର୍ତ୍ତି ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ । ଯାହା ଆସନ୍ତା ୫ ତାରିଖ ଆଡକୁ ଉତ୍ତର-ଉତ୍ତରପଶ୍ଟିମ ଦିଗରେ ଗତି କରିବ ।…

୧୫ ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର()    ଏକକାଳୀନ ୧୫ ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ବା ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ୧୨୯ ରୁ ୧୪୩ ନମ୍ବର କରୋନା ଆକ୍ରାନ୍ତଙ୍କ ବିବରୀଣୀ ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବଡକଥା ହେଉଛି, ଏମାନେ ସମସ୍ତଙ୍କର ରହିଛି କୋଲକାତା ଲିଙ୍କ ।…

କିମ ଜୋଙ୍ଗ ଉନ ଜୀବିତ!

ଭୁବନେଶ୍ୱର() ନର୍ଥ କୋରିଆ ସୁପ୍ରିମ ଲିର୍ଡର କିମ ଜୋଙ୍ଗ ଉନ ଜୀବିତ । ତାଙ୍କ ସ୍ୱାସ୍ଥ୍ୟ ଓ ମୃତ୍ୟୁ କୁ ନେଇ ସବୁ ଆଲୋଚନା କେବଳ ଗୁଜବ । ସିଏନଏନ ଓ ନ୍ୟୁୟର୍କ ଟାଇମସର ରିପୋର୍ଟ ଅନୁଯାୟୀ କିମ ଜୀବିତ ଅଛନ୍ତି । ପ୍ରାୟ ୨୦ ଦିନ ପରେ କୈାଣସି ସମାଜିକ କାମରେ ଯୋଗ ଦେଇଛନ୍ତି । ୧୧ଏପ୍ରିଲ…

ଉରୀ ସେକ୍ଟରରେ ପାକିସ୍ତାନୀ ଗୁଳିରେ ୨ ଯବାନ ଶହିଦ, ୪ ନାଗରିକ ଆହତ

ଶ୍ରୀନଗର : ଜମ୍ମୁ କଶ୍ମୀରର ଉରୀ ସେକ୍ଟରରେ ପାକିସ୍ତାନ ତରଫରୁ ହୋଇଥିବା ଗୁଳିରେ ଭାରତୀୟ ସେନାର ୨ ଜଣ ଯବାନ ଶହିଦ ହୋଇଛନ୍ତି । ଏଥି ସହିତ ୪ ଜଣ ଭାରତୀୟ ନାଗରିକ ମଧ୍ୟ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ପାକିସ୍ତାନ ଶୁକ୍ରବାର ବାରମୁଲା ଜିଲ୍ଲାର ଉରୀ ସେକ୍ଟରରେ…

ଅଭାବନୀୟ ଘଟଣା : ଦାଦା ଗୁଳିରେ ପୁତୁରା ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଡାଲଗୁମାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ବ୍ୟକ୍ତି ନିଜ ପୁତୁରାକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବିକ, କିଆପଦର ଗ୍ରାମପଞ୍ଚାୟତର ଡାଲଗୁମା ଗାଁରେ ଏହି ଗୁଳିକାଣ୍ଡ…

ବାହାର ରାଜ୍ୟରୁ ଆସିଲେ ହାତରେ ଲାଗିବ ଅଲିଭା କାଳିର ଚିହ୍ନ

ଭୁବନେଶ୍ବର : ବାହାର ରାଜ୍ୟରୁ ଆସିଲେ ହାତରେ ଲାଗିବ ଅଲିଭା କାଳିର ଚିହ୍ନ। ଓଡ଼ିଶାରେ ପ୍ରବେଶ କରିବା କ୍ଷଣି ଚେକ୍‌ ପଏଣ୍ଟରେ ହିଁ ଏହି ଷ୍ଟାମ୍ପ ଲଗାଯିବ। କ୍ୱାରେଣ୍ଟାଇନ୍‌ ତାରିଖ ପର୍ଯ୍ୟନ୍ତ ଏହି ଚିହ୍ନ ରହିବ। ଯଦି ଜଣେ ସହରାଞ୍ଚଳର ବାସିନ୍ଦ ଥିବେ ତେବେ ତାଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌…

କ୍ୱାରେଣ୍ଟାଇନରେ ରହିଥିବା ଅବସ୍ଥାରେ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ

ଚାନ୍ଦବାଲି : କ୍ୱାରେଣ୍ଟାଇନରେ ରହିଥିବା ଅବସ୍ଥାରେ ଯୁବକଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ । ମୃତ ବ୍ୟକ୍ତି ଜଣକ ହେଲେ ଝାରଖଣ୍ଡ ରାଜ୍ୟର ଜ୍ଞାନ ରଞ୍ଜନ ନାୟକ। ସୂଚନା ଅନୁଯାୟୀ ଯୁବକ ଜଣକ ରାନ୍ଧିଆ ଅଞ୍ଚଳରେ ଏକାକୀ ବୁଲୁଥିବା ବେଳେ ଗାଁ ଲୋକ ତାଙ୍କୁ ଆଣି ରାନ୍ଧିଆ କ୍ୱାରେଣ୍ଟାଇନରେ ରଖିଥିଲେ।…

ରାଜ୍ୟରେ ଆଉ ୫ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ : ସଂଖ୍ୟା ୧୫୪କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ ୫ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ଯାଜପୁରରୁ ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧିହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଏହି ୫ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଦୁଇ ଜଣ ମହିଳା ରହିଛନ୍ତି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ସ୍ବାସ୍ଥ୍ୟ ସମସ୍ୟା ଓ ଆକସ୍ମିକ କଳହ ପ୍ରତି ସଜାଗ ରହିବା ଭଲ ହେବ । ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବା ଫଳରେ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ । ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ । ପାରିବାରିକ କେତେକ ସମସ୍ୟାକୁ କେନ୍ଦ୍ରକରି…