Odia News Portal
Yearly Archives

2020

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୧୪୭କୁ ବୃଦ୍ଧି

ଭାରତରେ କରୋନା ଉପରେ ଲାଗୁନି ବ୍ରେକ । ଦେଶରେ ମୃତ୍ୟୁ ସଂଖ୍ୟା ୧୧୪୭କୁ ବୃଦ୍ଧି ହୋଇଛି । କରୋନାରେ ୩୫ ହଜାର ୪୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮ ହଜାର ୮୮୯ ଜଣ । ବିଭିନ୍ନ ହସ୍ପିଟାଲରେ ୨୫ ହଜାର ୦୦୭ ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ ସ୍ଥିତି…

ରାତି ପାହିଲେ ଗଳି କନ୍ଦି ମାଛ ଦୋକାନରେ ଭିଡ଼

ଭୁବନେଶ୍ୱର : କରୋନା ମୁକାବିଲା ଲାଗି ପ୍ରଶାସନ ମୁଖ୍ୟ ମାଛ ହାଟକୁ ସ୍ଥାନାନ୍ତର କରିବା ସହିତ ସେଠାରେ ପୁଲିସ୍‍ ଜଗାଇଥିବାବେଳେ ଏବେ ରାଜଧାନୀର ଗଳି କନ୍ଦିରେ ଅସ୍ଥାୟୀ ମାଛ ହାଟ ଖୋଲିଲାଣି । ବିଭିନ୍ନ ୟୁନିଟ୍‍ରେ ଖୋଲିଥିବା ମାଛ ଓ ପରିବା ଦୋକାନ କରୋନାର ମୁଖ୍ୟ ବାହକ ହୋଇଯିବାର ଆଶଙ୍କା…

ରାଜ୍ୟରେ ଆଉ ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ ପଜିଟିଭ ଚିହ୍ନଟ । ଚିହ୍ନଟ ହୋଇଥିବା ପଜିଟିଭ ବାଲେଶ୍ୱର ଜିଲ୍ଲାର । ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟା ଓ୍ବାବସାଇଟ ପଖ୍ୟରୁ ସୂଚନା ମିଳିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଗ୍ରହସ୍ଥିତି ବହୁତ ଭଲ ରହିଥିବାରୁ ଆପଣଙ୍କ ମନ ଯେମିତି କାମଗୁଡିକ ମଧ୍ୟ ସେହିପରି ସରସ,ସୁନ୍ଦର ରହିବ। ମୁଖଭାବରେ ଶୁକ୍ରଥିବାରୁ ମନଭୁଲାଣିଆ କଥା କହି ଅନ୍ୟମାନଙ୍କୁ ସହଜରେ ଆପଣାର କରିପାରିବେ। ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବାର ସମ୍ଭାବନା…

ଛାତ୍ରଛାତ୍ରୀଙ୍କ ମାଇଓଆରଜି୩୬୦ ଆପ ତିଆରି କରିବାର ଅଭିନବ ପ୍ରୟାସ ସ୍ୱାଗତଯୋଗ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର() କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନଫରେନ୍ସିଂ ଆପ୍ ‘ମାଇଓଆରଜି୩୬୦’ ଜରିଆରେ ଏହି ଆପକୁ ବିକଶିତ କରିଥିବା ଏନ୍‌ଆଇଟି ରାଉରକେଲାର ଛାତ୍ରଛାତ୍ରୀ ଟିମ୍ ସହ କଥା ହୋଇଛନ୍ତି । ଲକ୍ ଡାଉନ୍ ଭଳି ସାଂପ୍ରତିକ ସ୍ଥିତିରେ ଏହି ଆପକୁ ତିଆରି  କରିଥିବା…

ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଚୁନି ଆଉ ନାହାଁନ୍ତି

କୋଲ୍‌କାତା : ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଚୁନି ଗୋସ୍ୱାମୀ ଆଉ ନାହାଁନ୍ତି । କୋଲ୍‌କାତା ସ୍ଥିତ ତାଙ୍କ ବାସଭବନରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ରୋଗରେ ପୀଡ଼ିତ ଥିଲେ । ୧୯୬୨…

ପୌରାଂଚଳରେ ପ୍ରବାସୀଙ୍କ ସଙ୍ଗରୋଧ ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ

ହିଞ୍ଜିଳିକାଟୁ : ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମିତ ସମୟର ଚତୁର୍ଥ ପର୍ଯ୍ୟାୟ ପଂହଚିଛି । ଆନ୍ତଃରାଜ୍ୟ ଫେରନ୍ତା ଆସିବାକୁ ଥିବାରୁ ଏହି ପର୍ଯ୍ୟାୟ ବିପଦଜନକ ସାବ୍ୟସ୍ତ ହୋଇପାରେ ବୋଲି ଅନୁମାନ କରି ଜିଲ୍ଲା ପ୍ରଶାସନ ତତ୍ପର …

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କଲା ଜାରକା ଇନରହୁଇଲ କ୍ଲବ

ଯାଜପୁର : କରୋନା ସହ ମୁକାବିଲା କରୁଛି ଏବେ ସାରା ରାଜ୍ୟ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛନ୍ତି ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ। ଏହିକ୍ରମରେ ଆଜି ଯାଜପୁର ଜିଲ୍ଲା ଜାରକା ଇନରହୁଇଲ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର…

ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ନିମନ୍ତେ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋଚନା

କୋଭିଡ-୧୯ ମହାମାରୀ କାରଣରୁ ପ୍ରଭାବିତ ହୋଇଥିବା ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଅଧିକ ବିଦେଶୀ ନିବେଶ ଆକୃଷ୍ଟ କରିବା ଏବଂ ସ୍ଥାନୀୟ ନିବେଶକୁ ପ୍ରୋତ୍ସାହିତ କରିବା ସକାଶେ ବିସ୍ତୃତ ରଣନୀତି ପ୍ରସ୍ତୁତ କରିବା ସଂକ୍ରାନ୍ତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକରେ ଆଲୋଚନା…

ସମାନ୍ତରାଳ ଭାବେ ଚାଲିବ ଲକଡାଉନ କଟକଣା

ଭୁବନେଶ୍ୱର () ଭୁବନେଶ୍ୱରରେ ସମାନ୍ତରାଳ ଭାବେ ଚାଲିବ ଲକଡାଉନ କଟକଣା ଓ ଜୀବନଜୀବିକା । ଏଥିପାଇଁ ଲକଡାଉନ ନିୟମରେ କିଛିଟା କୋହଳ କରିଛି ଭୁବନେଶ୍ୱର ମହାନଗର ନିଗମ । କେବଳ ସପିଂ ମଲ କିମ୍ବା ମାକେର୍ଟ କମେ୍ପ୍ଲକକୁ ଛାଡି ଅନ୍ୟ ସବୁ ଷ୍ଟାଣ୍ଡ ଏଲୋନ ଦୋକାନ ଖୋଲିବ । ଦୋକାନ ଖୋଲିବାର…