Odia News Portal
Yearly Archives

2020

ପୁରୀ : ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କରୋନା କିଟ ପ୍ରଦାନ

ପୁରୀ : ସାରା ବିଶ୍ଵ ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାମାରୀ କରୋନା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାନିଟାଇଜୀ କରାଯାଇଛି। ମଙ୍ଗଳବାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମହାମାରୀ କରୋନାରୁ ସୁରକ୍ଷା ପାଇଁ…

ଲକ୍‌ଡାଉନ୍ ସମୟରେ ଭାରତୀୟ ରେଳବିଭାଗ ସହ ସହଭାଗିତାକୁ ସୁଦୃଢ କରିଛି ଆମାଜନ୍ ଇଣ୍ଡିଆ

ଭୁବନେଶ୍ୱର : ଆମାଜନ୍ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ଟ୍ରେନ୍ ମାଧ୍ୟମରେ ମାଲ୍ ପରିବହନ କରିବା ପାଇଁ ଭାରତୀୟ ରେଳ ବିଭାଗ ସହ ଏହାର ସହଭାଗିତାକୁ ଅଧିକ ମଜଭୁତ କରିଥିବା ସମ୍ପର୍କରେ ଘୋଷଣା କରାଯାଇଛି । କମ୍ପାନୀ, ଭାରତୀୟ ରେଳ ବିଭାଗ ଦ୍ୱାରା ଲକ୍‌ଡାଉନ୍ ଅବଧି ସମୟରେ ୫୫ଟି ଲେନ୍‌ରେ ପରିଚାଳନା…

ଅଭିନେତା ଇରଫାନ ଖାନ କୋକିଳାବେନ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ଇରଫାନ ଖାନଙ୍କ ସ୍ବାସ୍ଥ୍ୟବସ୍ଥା ଅଚାନକ ଖରାପ ହୋଇଯାଇଛି। ଏବେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଇରଫାନ ମୁମ୍ବାଇ ସ୍ଥିତି କୋକିଳାବେନ୍ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ନିକଟରେ ଇରଫାନଙ୍କ ମା’ ସଇଦା ବେଗମଙ୍କର…

ଲକଡାଉନରେ ଘରେ ବସି ଖେଳିପାରିବେ କ୍ରିକେଟ

କରୋନା ଭାଇରସ କାରଣରୁ ସମଗ୍ର ଦେଶରେ ଲକଡାଉନ ଜାରି ରହିଛି। ଏଥିପାଇଁ ସମସ୍ତ ଲୋକମାନେ ନିଜ ନିଜ ଘରେ ବନ୍ଦ ହୋଇରହିଛନ୍ତି। ଏହିକାରଣରୁ କିଛି ଲୋକଙ୍କୁ ବୋରିଂ ଅନୁଭବ ହେଉଛି। ଲୋକମାନଙ୍କର ଏହି ବୋରିଂ ଅନୁଭବ ଦୂର କରିବା ପାଇଁ ଆଜି ଗୁଗଲ ଡୁଡଲ ଜରିଆରେ ପୁରୁଣା ଲୋକପ୍ରିୟ କ୍ରିକେଟ ଗେମ…

ନିଆରା ଢଙ୍ଗରେ କରୋନା ସଚେତନତା ବାର୍ତ୍ତା

ଭୁବନେଶ୍ୱର : କୋରୋନା ମହାମାରୀକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ବାର୍ତ୍ତ ଦିଆଯାଇଛି । ହେଲେ ରାଜଧାନୀ ଭୁବନେଶ୍ବରର ଜଣେ ଚିତ୍ରକର ନିଆରା ଢଙ୍ଗରେ କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି। ପ୍ରମୋଦ ମୁଦୁଲି ନିଜ ପ୍ରଚେଷ୍ଟାରେ ସ୍କୁଟିରେ ଫୋମ…

ମୁଣ୍ଡବ୍ୟଥା ବି ହୋଇପାରେ କରୋନା,ଜାଣନ୍ତୁ ଆଉ ୬ ନୂଆ ଲକ୍ଷଣ

କରୋନା ଭାଇରସ ଦୁନିଆର ପ୍ରଥମ ଭାଇରସ ଯାହା ବିଷୟରେ କରାଯାଉଥିବା ରିସର୍ଚ୍ଚ ଧୀରେ ଧୀରେ ଭୁଲ ପ୍ରମାଣିତ ହେବାରେ ଲାଗିଛି। କରୋନାକୁ ନେଇ ଏବେ ବି କୌଣସି ସଠିକ ତଥ୍ୟ ମିଳିପାରିନାହିଁ। ଏପରି ହେବାର ସବୁଠାରୁ ବଡ କାରଣ ହେଉଛି ସମୟ ସହିତ କରୋନାର ରୂପ ମଧ୍ୟ ପରିବର୍ତ୍ତନ ହେଉଛି ଏବଂ ଏହା ସହିତ…

ଡ୍ରୋନ ଜରିଆରେ ନଜର ରଖାଯାଉଛି

ନୂଆଦିଲ୍ଲୀ() ଦେଶରେ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଅଧିକରୁ ଅଧିକ ନମୁନା ପରୀକ୍ଷା କରାଯାଉ । ଡ୍ରୋନ ଜରିଆରେ ତାଲାବନ୍ଦ ସ୍ଥିତି ଉପରେ ନଜର ରଖାଯାଉଛି । ଏହାସହ କେନ୍ଦ୍ରୀୟ ଟିମ୍…

ଲୋନରେ ବସ୍ କିଣାଯାଇଥିବାରୁ ଇଏମଆଇ ସୁଧ ନନେବାକୁ ପରିବହନ ମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର() ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପଦ୍ମନାଭ ବେହେରା କେନ୍ଦ୍ର ନିକଟରେ ଓଡ଼ିଶାର ଦାବି ରଖିଛନ୍ତି । ସେ କହିଛନ୍ତି ଯେ ବସ ଗଡ଼ୁ ନଥିବାରୁ ଇନ୍ସୁରାନ୍ସ ଅବଧି…

ଚାଲି ଚାଲି ହାଇଦ୍ରାବାଦରୁ ଯାଜପୁର ପହଞ୍ଚିଲେ ଯୁବକ

ଯାଜପୁର : ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଲକଡାଉନ କଟକଣା । ଚାଲି ଚାଲି ହାଇଦ୍ରାବାଦରୁ ଯାଜପୁର ପହଞ୍ଚିଲେ ଯୁବକ । ଯୁବକ ଜଣଙ୍କ ହେଉଛନ୍ତି ମଙ୍ଗଳପୁର ଥାନା ପାଟପୁର ଗାଁର ମୂଳ ବାସିନ୍ଦା ରମାକାନ୍ତ ଜେନା । ସେ ହାଇଦ୍ରାବାଦର ଏକ ହୋଟେଲରେ କାମ କରୁଥିଲେ । ଲକ୍‌ଡାଉନ ଯୋଗୁଁ ହୋଟେଲ…

ରାଜ୍ୟରେ ଆହୁରି ୫ ଦିନ ଘଡଘଡି ସହ ବର୍ଷା

ଭୁବନେଶ୍ୱର () ରାଜ୍ୟରେ ଆହୁରି ୫ ଦିନ ଘଡଘଡି ସହ ବର୍ଷା ଜାରି ରହିବ । ତେବେ ୨୯ ତାରିଖରୁ କାଳବୈଶାଖୀ ବର୍ଷା ସାମାନ୍ୟ କମିପାରେ । କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । ତେବେ ମଙ୍ଗଳବାର ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି)…