Odia News Portal
Yearly Archives

2020

ପ୍ରବାସୀ ଓଡ଼ିଆଙ୍କ ଖାଇବା ପାଇଁ ଦିନକୁ ଖର୍ଚ୍ଚ ହେବ ଏତିକି ଟଙ୍କା

ଭୁବନେଶ୍ବର: ପ୍ରବାସୀ ଓଡ଼ିଆ ମାନେ ବାହାର ରାଜ୍ୟରୁ ଫେରିବା ପରେ ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବେ । ପ୍ରବାସୀ ଓଡ଼ିଆଙ୍କ ପାଇଁ ହେବ ଅସ୍ଥାୟୀ ମେଡିକାଲ କ୍ୟାମ୍ପ । ୧୪ ଦିନର କ୍ୱାରେଣ୍ଟାଇନ୍‌ରେ ପ୍ରବାସୀଙ୍କ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ଏଥିପାଇଁ ପଞ୍ଚାୟତିରାଜ ବିଭାଗକୁ…

ଓରିଫ୍ଲେମ ପକ୍ଷରୁ ଅନ୍‌କଲର୍ ରେଞ୍ଜର ଶୁଭାରମ୍ଭ

ଭୁବନେଶ୍ୱର : ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଅଗ୍ରଣୀ ସ୍ୱେଡିସ୍ ଡାଇରେକ୍ଟ-ସେଲିଙ୍ଗ ବିୟୁଟି ବ୍ରାଣ୍ଡ, ଓରିଫ୍ଲେମ ପକ୍ଷରୁ ଅନ୍‌କଲର୍ ଭଳି ଏକ ଭାଇବ୍ରାଂଟ ମେକ୍‌ଅପ୍ ରେଞ୍ଜର ଶୁଭାରମ୍ଭ କରାଯାଇଛି । ଯେଉଁଥିରେ ରହିଛି ବିଭିନ୍ନ ରେଞ୍ଜର ଲିପ୍‌ଷ୍ଟିକ, ନେଲ୍ ପଲିସ୍ ଏବଂ ଫେସ୍ ପାଉଡର, ଯାହାକି…

ରାଉରକେଲା ନାଲା ରୋଡର କଣ୍ଟେନମେଣ୍ଟ ଜୋନ୍‌କୁ ସିଲ୍‌ କଲା ପ୍ରଶାସନ

ରାଉରକେଲା: ରାଉରକେଲା ନାଲା ରୋଡରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ନାଲା ରୋଡର କଣ୍ଟେନମେଣ୍ଟ ଜୋନ୍‌କୁ ସିଲ୍‌ କରାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୮୩ଟି ଟିମ୍‌, ସାନିଟାଇଜେସନ୍‌ ଲାଗି ୨୦ଟି ଟିମ୍‌ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଲାଗି ୧୪ଟି ଟିମ୍‌ ମୁତୟନ…

ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା

ଭୁବନେଶ୍ୱର() ଲକ ଡାଉନ ପାଇଁ ବାହାରେ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । କ୍ୱାରେଣ୍ଟିନରେ ପ୍ରବାସୀଙ୍କ ପାଇଁ ସବୁ ଖର୍ଚ୍ଚ ବହନ କରିବେ ସରକାର । ୧୪ଦିନ ପାଇଁ ସମସ୍ତ ବ୍ୟବସ୍ଥା ସରକାର ଯୋଗାଇ ଦେବେ । ପ୍ରତି ବୟସ୍କ ପାଇଁ ଦିନକୁ ୧୨୦ ଓ ଛୋଟ ଛୁଆଙ୍କ…

ଦେଶରେ ମୃତ୍ୟୁସଂଖ୍ୟା ୯୩୪କୁ ବୃଦ୍ଧି

ନୂଆଦିଲ୍ଲୀ()  ଭାରତରେ କରୋନା ଉପରେ ଲାଗୁନି ବ୍ରେକ୍ । ଦେଶରେ ମୃତ୍ୟୁସଂଖ୍ୟା ୯୩୪କୁ ବୃଦ୍ଧି ହୋଇଛି । କରୋନାରେ ୨୯ ହଜାର ୪୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୮୬୯ ଜଣ । ବିଭିନ୍ନ ହସ୍ପିଟାଲରେ ୨୧ ହଜାର ୬୩୨ ଜଣ ଚିକିତ୍ସାଧୀନ ଅଛନ୍ତି। ସେପଟେ ରାଜ୍ୟରେ…

ଜାଣନ୍ତୁ ନୂଆ ୭ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪ରୁ ଓ ଭଦ୍ରକ ଜିଲ୍ଲାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରେ ଏହି…

ଓଡ଼ିଶାରେ ଆଉ ୭ ଜଣ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର() ଓଡ଼ିଶାରେ ଆଉ ୭ ଜଣ କୋରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି । ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକର ୩ ଓ ସୁନ୍ଦରଗଡ଼ର ୪ ଜଣ । ଏବେ ୮୦ ଜଣ ଚିକିତ୍ସିତ ହେଉଛନ୍ତି, ୩୭ ଜଣ ସୁସ୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଝାଡ଼ାବାନ୍ତି ଆତଙ୍କ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଝାଡ଼ାବାନ୍ତି ଆତଙ୍କ। ଏଥିରେ ପଡିକିଆ ଗ୍ରାମର ପେଟା ମଲ୍ଲିକ (୪୦) ନାମକ ଜଣେ ବ୍ୟକ୍ତି ତରଳ ଝାଡାରେ ମୃତ୍ୟୁ ବରଣ କରିଛନ୍ତି । ଯାହା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଏବେବି ଗ୍ରାମରେ ଅନେକ ଲୋକ…

ଦୂରଦର୍ଶନରେ ଦଶମ ପିଲାଙ୍କ ଲାଗି ପୁରୁଣା ପାଠର ଆଲୋଚନା

ଭୁବନେଶ୍ୱର : ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନ ମାଧ୍ୟମରେ ପାଠ ପଢାଇବାପାଇଁ ରାଜ୍ୟ ସରକାର ସ୍ଥିର କରିବାପରେ ଏବେ ପ୍ରତିଦିନ ଦୁଇବେଳା ଶିକ୍ଷାଦାନ ପ୍ରସାରଣ ହେଉଛି । ତେବେ ଦୂରଦର୍ଶନର ଭୁବନେଶ୍ୱର କେନ୍ଦ୍ର ପକ୍ଷରୁ ପ୍ରସାରିତ ହେଉଥିବା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରାହୁ ସହ ଚନ୍ଦ୍ରଙ୍କ ସଂଯୋଗ କାରଣରୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା କଠିନ ହୋଇପାରେ। ନିଜ ପରିବେଶରେ ସହମତି ମାଧ୍ୟମରେ କାର୍ଯ୍ୟକଲେ ସଫଳତା ପାଇବେ। ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ୍‌ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବାର…