Odia News Portal
Yearly Archives

2020

ନୂଆ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ରଫିକ୍

ଭୁବନେଶ୍ବର : ଆଜିି ଓଡ଼ିଶା ହାଇକୋର୍ଟଙ୍କ ନୂଆ ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ରଫିକ୍‌ । ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଲୋକସେବା ଭବନରେ ସ୍ୱତନ୍ତ୍ର ଉତ୍ସବରେ ସେ ଶପଥ ନେଇଛନ୍ତି । ଉତ୍ସବରେ ମୁଖ୍ୟ ସଚିବ, ବିରୋଧର ଦଳ ନେତା ଉପସ୍ଥିତ ଥିଲେ ।…

ଲକ୍ ଡାଉନରେ ପୁଣି ନଜରକୁ ଆସିଲା ନିଆରା ବାହାଘର

ଅନୁଗୁଳ : ନା ବାଜା, ବାଜଣା। ନା ବାଣ କି ବରଯାତ୍ରୀ। ବନ୍ଧୁବାନ୍ଧବଙ୍କ କୋଳାହଳ ବି ନାହିଁ। ମାତ୍ର ୮ଜଣ ଲୋକରେ ସମ୍ପନ୍ନ ହୋଇଛି ବିବାହ ଉତ୍ସବ। ବରକନ୍ୟା ମୁହଁରେ ମାସ୍କ ପିନ୍ଧି ବିବାହ କରିଛନ୍ତି। ସାରା ଦେଶରେ କରୋନା କାୟା ବିସ୍ତାର କରୁଥିବାବେଳେ ଅନୁଗୁଳ ଜିଲ୍ଲା ତାଳଚେର କାରିଗରପଡାରେ…

ପୁଣି ୫୪ ଘଣ୍ଟା ବନ୍ଦ ରହିବ ଅଧା ଯାଜପୁର

ଯାଜପୁର : ପୁଣି ୫୪ ଘଣ୍ଟା ବନ୍ଦ ରହିବ ଅଧା ଯାଜପୁର। ଯାଜପୁର ଜିଲ୍ଲାର ୫ ବ୍ଳକ୍‌କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା । ଯାଜପୁର, ବିଞ୍ଝାରପୁର, ଦଶରଥପୁର, ବରୀ, କୋରେଇ ବ୍ଲକ୍‌ ସମେତ ଯାଜପୁର ପୌରପାଳିକାକୁ କଣ୍ଟେନମେଣ୍ଟଜୋନ୍‌ ଘୋଷଣା କରାଯାଇଛି । ଆଜି ଦିନ ୧୨ଟାରୁ ୨୯ତାରିଖ ସନ୍ଧ୍ୟା ୬…

ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି

ଭୁବନେଶ୍ୱର()ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ: ୫ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ସୂଚନା । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ ହୋଇଥିବା ବେଳେ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୨, ସୁସ୍ଥ ହେଲେଣି ୩୫ ଜଣ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ଆଜିଠୁ ପ୍ରବଳ ବର୍ଷିବ,୧୩ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ରାଜ୍ୟରେ ଆଉ ଦୁଇଦିନ କାଳବୈଶାଖୀ, ଆଜିଠୁ ପ୍ରବଳ ବର୍ଷିବ ।ପୂର୍ବାନୁମାନ ଅନୁଯାୟୀ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଜୋର୍ରେ ପବନ ମଧ୍ୟ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।ଆଜି ୧୩ଟି ଜିଲ୍ଲାରେ କାଳବୈଶାଖୀର ସର୍ବାଧିକ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବୁଧାଦିତ୍ୟ ଯୋଗ ପ୍ରଭାବରେ ସାମାଜିକ ସ୍ତରରେ ବିଜ୍ଞ ବ୍ୟକ୍ତିମାନେ ଆପଣଙ୍କର ନିସ୍ବାର୍ଥପର କାର୍ଯ୍ୟାବଳୀର ଭୂୟସୀ ପ୍ରସଂସା କରିବେ ା କୈାଣସି ପ୍ରକାରର ପ୍ରତିବନ୍ଧକ ନଥାଇ ଆନୁଷ୍ଠାନିକ କାମ ସୁରୁଖୁରୁରେ ସମାପନ ହେବ ା ଆଜି ଆବଶ୍ୟକତା ଅନୁସାରେ ଅର୍ଥର ଅଭାବ ରହିବ ନାହିଁ ା…

କରୋନା ମୁକାବିଲା ପାଇଁ ବରିଷ୍ଠ ଆଇଏଏସ୍‌ମାନଙ୍କୁ ବିଭିନ୍ନ ବିଭାଗ ଓ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ବର()  ବରିଷ୍ଠ ଆଇଏଏସ୍‌ମାନଙ୍କୁ କରୋନା ମୁକାବିଲା ପାଇଁ ବରିଷ୍ଠ ଆଇଏଏସ୍‌ମାନଙ୍କୁ ବିଭିନ୍ନ ବିଭାଗ ଓ ଜିଲ୍ଲାର ଦାୟିତ୍ୱ ଦିଆଗଲା । ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ୨୨ ବରିଷ୍ଠ ଆଇଏସ୍‌ଙ୍କୁ ଜିଲ୍ଲା ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର…

ଏକ ସ୍କୁଟି ସହ ୩୦ ଲିଟର ମଦ ଜବତ

ଗୁଣପୁର : ଦେଶୀ ମଦ କାରବାର କରି ଏଠାରେ ଶନିବାର ଜଣେ ଶିକ୍ଷକ ଧରା ପଡିଛନ୍ତି । ଅବକାରୀ ବିଭାଗ ତାଙ୍କୁ ଗିରଫ କରିଛି । ଶିକ୍ଷକଙ୍କ ନିକଟରୁ ଏକ ସ୍କୁଟି ସହ ୩୦ ଲିଟର ମହୁଲି ମଦ ଜବତ କରାଯାଇଛି । ଶିକ୍ଷକ ହେଲେ ଚନ୍ଦ୍ରପୁର ବ୍ଲକ ସାରିକିମା ପଞ୍ଚାୟତ ରେପ୍ତାବାଲି ପ୍ରାଥମିକ ବିଦ୍ୟାଳୟର କାରୀ…

ପୁଷ୍କରିଣୀ ଛାଡ଼ି କୁଣ୍ଡରେ ଚାପ ଖେଳିଲେ ମହାପ୍ରଭୁ

ପୁରୀ : ଲୀଳାମୟ ଠାକୁର ସେ । କେତେବେଳେ କିଭଳି ଲୀଳା କରନ୍ତି ତାକୁ ମୁନଷ୍ୟ ବୁଝିବା ମୁସ୍କିଲ । ଆଜି କରୋନା କବଳରେ ଥିବା ସାରା ବିଶ୍ୱ ପାଇଁ ପୁଣି ବାର୍ତ୍ତା ଦେଇଛନ୍ତି ମହାପ୍ରଭୁ ଜଗନ୍ନାଥ । ଶ୍ରୀମନ୍ଦିର ପରମ୍ପରା ବଦଳିଛି । ବଦଳିଛି ଇତିହାସ । ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଭିତର ବେଢାରେ…

ପାଇକ ମହାସଂଘର ନିଆରା ଢଙ୍ଗରେ ଅକ୍ଷୟ ତୃତୀୟା ପାଳନ

ଭୁବନେଶ୍ୱର : କରୋନା ମହାମାରୀ ସାରା ବିଶ୍ୱ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି । ରାଜ୍ୟ ସରକାର ନିଜର ସମସ୍ତ ପ୍ରସ୍ତୁତି ସହିତ ଏହି ଅଭୂତପୂର୍ବ ମହାମାରୀର ମୁକାବିଲା କରୁଛନ୍ତି । ଏହି ମହାମାରୀକୁ ସଫଳତାର ସହିତ ପ୍ରତିହତ କରିବାରେ ପୁଲିସ କର୍ମଚାରୀଙ୍କ ଅବଦାନ ଉଲ୍ଲେଖନୀୟ । ଆଜି…