Odia News Portal
Yearly Archives

2020

ଗ୍ରାହକଙ୍କୁ ଆଲର୍ଟ କଲା ଷ୍ଟେଟ ବ୍ୟାଙ୍କ

ଳକରୋନା ଭାଇରସ ଯୋଗୁ ଲାଗୁ ହୋଇଥିବା ଲକଡାଉନ ଯୋଗୁ ଲୋକମାନେ ଘରେ ବସି ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ କରୁଛନ୍ତି। ଅନ୍ୟପଟେ ଏହି ଲକଡାଉନ ଭିତରେ ଫେକ କଲ ଓ ମେସେଜ ସଂଖ୍ୟା ମଧ୍ୟ ଅଧିକ ବଢ଼ିଯାଇଛି। ତେବେ ଏସବୁକୁ ଦୃଷ୍ଟିରେ ରଖି ଷ୍ଟେଟ ବ୍ୟାଙ୍କ ମଧ୍ୟ ନିଜ ଗ୍ରାହକଙ୍କୁ ଚେତାବନୀ…

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ବୃଦ୍ଧି

ଭୁବନେଶ୍ୱର()  ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରେ ଜଣେ କୋରାପୁଟର ଦଶମନ୍ତପୁରର ୨୨ବର୍ଷିୟ ସ୍ୱାସ୍ଥ୍ୟକର୍ମୀ ହୋଇଥିବା ବେଳେ ଅନ୍ୟଜଣକ ବାଲେଶ୍ୱରର ୩୨ବର୍ଷିୟ ଯୁବକ ଓ ଆଉ ଜଣେ ଯାଜପୁରର ବୋଲି ସୂଚନା ମିଳିଛି ।। ଏହାସହ ଓଡ଼ିଶାରେ ଚିକିତ୍ସା ପରେ କରୋନା…

ଲକ୍‌ଡାଉନ ଉଠିବା ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତାଦେଖା

ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଲକ୍‌ଡାଉନ ଉଠିବା ପରେ ଆରମ୍ଭ ହେବ। ଆଜିଠୁ ନବମ ଓ ଦଶମ ଶ୍ରେଣୀର ବହି ବୋର୍ଡର ବିଭିନ୍ନ ଜୋନ୍‌ କାର୍ଯ୍ୟାଳୟକୁ ପଠାଯିବା ଆରମ୍ଭ ହୋଇଛି। ଲକ୍‌ ଡାଉନ ଉଠିବା ପରେ ପରେ ବହି ବିକ୍ରି ଆରମ୍ଭ ହେବ। କଟକ,…

କରୋନାକୁ ମାତ୍ ଦେବା ପରେ କାର୍ଯ୍ୟରେ ଯୋଗ ଦେଲେ ବ୍ରିଟେନର ପ୍ରଧାନମନ୍ତ୍ରୀ

କରୋନାକୁ ହରାଇ ସୁସ୍ଥ ହୋଇ ମେଡିକାଲରୁ ଫେରିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଏକ ସପ୍ତାହ ଆରାମ କରିବା ପରେ ସୋମବାର ପୁଣିଥରେ ଅଫିସ ଯାଇ କାମ ଆରମ୍ଭ କରିଛନ୍ତି ବୋରିସ। ରିପୋର୍ଟ ମୁତାବକ ତାଙ୍କୁ ଏପ୍ରିଲ ୧୨ ତାରିଖରେ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା। ଆଜି ସେ ପୁଣିଥରେ…

କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ୧୫ଲକ୍ଷ ସହାୟତା

ଭୁବନେଶ୍ୱର() ସାମ୍ବାଦିକଙ୍କ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ୧୫ଲକ୍ଷଟଙ୍କାର ସହାୟତା ମିଳିବ । ଏହା ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ଭାବେ ମିଳିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା…

ମୋଦିଙ୍କ ସହ ଭିଡିଓ କନଫରେନ୍‌ସିଂରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ୩ଦାବି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡିଓ କନଫରେନ୍‌ସିଂରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଟି ଦାବି ରଖିଛନ୍ତି । ରାଜ୍ୟଗୁଡ଼ିକ ପ୍ରବାସୀ ଶ୍ରମିକଙ୍କ ଯତ୍ନ ନିଅନ୍ତୁ। ଯେଉଁ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି ସଂପୃକ୍ତ ରାଜ୍ୟଗୁଡ଼ିକ ସେମାନେଙ୍କ କଥା ବୁଝନ୍ତୁ ।…

ବାହାରୁ ଆସୁଥିବା ଓଡ଼ିଆ ଯେଉଁ ରାଜ୍ୟରୁ ଫେରୁଛନ୍ତି ସେହି ରାଜ୍ୟରେ ତାଙ୍କର କରୋନା ପରୀକ୍ଷା କରାଯାଉ

ଭୁବନେଶ୍ୱର() ଆଜି ଭିଡ଼ିଓ କନଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରତିକ୍ରିୟା ରଖିଛନ୍ତିି । ସେ କହିଛନ୍ତି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ନିୟନ୍ତ୍ରଣରେ…

କାନ୍ଥ ଭୁଶୁଡି ଗୋଟିଏ ପରିବାରର ୩ ଗୁରୁତର

ଟାଙ୍ଗୀ : ଗତକାଲି ରାତିରେ କାଳ ବୈଶାଖରେ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଗ୍ରାମ ପଞ୍ଚାୟତ ରତନପୁର ପାଟଣା ସାହିରେ ଘଟିଛି ଅଘଟଣ । ମହେନ୍ଦ୍ର ସାହୁଙ୍କ ପରିବାର ରାତିରେ ଖାଇ ପିଇ ସାରି ସମସ୍ତେ ଶୋଇଥିଲେ । ବିଳମ୍ବିତ ରାତିରେ…

ମ୍ୟୁଚୁଆଲ ଫଣ୍ଡ ପାଇଁ ଆରବିଆଇର ୫୦ ହଜାର କୋଟିର ସ୍ୱତନ୍ତ୍ର ଘୋଷଣା

ଭୁବନେଶ୍ୱର() ଲକ ଡାଉନ ବଢ଼ାଇବା ସପକ୍ଷରେ ୬ ରାଜ୍ୟ । କରୋନାର ତାଣ୍ଡବ କମିନଥିବାରୁ ୬ ରାଜ୍ୟ ଲକ ଡାଉନ ଉଠାଇବା ସପକ୍ଷରେ ନାହାନ୍ତି । ମେ ୩ ତାରଖରେ ଲକ ଡାଉନ ଅବଧି ଶେଷ ହେଉଥିବା ବେଳେ ଆଜି ସବୁରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରୁଛନ୍ତି । କିନ୍ତୁ ଦିଲ୍ଲୀ ସରକାର ମେ…

ଲକ ଡାଉନ ବଢ଼ାଇବା ସପକ୍ଷରେ ୬ ରାଜ୍ୟ

ଭୁବନେଶ୍ୱର() ଲକ ଡାଉନ ବଢ଼ାଇବା ସପକ୍ଷରେ ୬ ରାଜ୍ୟ । କରୋନାର ତାଣ୍ଡବ କମିନଥିବାରୁ ୬ ରାଜ୍ୟ ଲକ ଡାଉନ ଉଠାଇବା ସପକ୍ଷରେ ନାହାନ୍ତି । ମେ ୩ ତାରଖରେ ଲକ ଡାଉନ ଅବଧି ଶେଷ ହେଉଥିବା ବେଳେ ଆଜି ସବୁରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରୁଛନ୍ତି । କିନ୍ତୁ ଦିଲ୍ଲୀ ସରକାର ମେ…