Odia News Portal
Yearly Archives

2020

ଅପରୋସନ୍‌ ବେଳେ ଉଦ୍ଧାର ହେଲା ୨୦ଟି ଟିଫିନ ବୋମା

କନ୍ଧମାଳ: କନ୍ଧମାଳ ଜିଲ୍ଲା ଚକାପାଦ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଚାଲିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇ କନ୍ଧମାଳ ଏସ୍‌‌ପି ପ୍ରତିକ୍ ସିଂଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫ୍‌ ଟିମ୍‌ ମିଳିତ ଭାବେ ଚକାପାଦ ଜଙ୍ଗଲରେ କମ୍ବିଂ ଅପରୋସନ୍‌ କରିଥିଲେ । ଅପରୋସନ୍‌ ବେଳେ ଜଙ୍ଗଲର ମାଟି…

ପୁଣି ଜାତୀୟ ସ୍ତରରେ ଓଡିଶାକୁ ପୁରସ୍କାର

ଭୁବନେଶ୍ବର()   ଜାତୀୟ ସ୍ତରରେ ପୁଣି ପୁରସ୍କାର ହାତେଇଲା ଓଡିଶା । ରାଜ୍ୟର ୩ ପଂଚାୟତକୁ ମିଳିଲା ଜାତୀୟ ସମ୍ମାନ । ଏହି ୩ଟି ପଂଚାୟତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ କାଂଇଚପୁରକୁ ଶ୍ରେଷ୍ଠ ଉନ୍ନତିମୂଳକ ଯୋଜନା ପାଇଁ ପୁରସ୍କୃତ କରାଯାଇଥିବା ବେଳେ ବେଲଗୁଣ୍ଠା…

ବିଶ୍ୱରେ ୨ଲକ୍ଷ ଓ ଦେଶରେ ୮୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : କରୋନା ଘାଇଲା କରିଛି ସାରା ବିଶ୍ୱକୁ । ୨୧୦ଟି ଦେଶକୁ ଆକ୍ରାନ୍ତ କରିଛି ଏହି ମହାମାରୀ । ଏସବୁ ଦେଶରେ ଗତକାଲି ସୁଦ୍ଧା ମୋଟ୍‌ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩ ହଜାର ୨୮୯ରେ ପହଞ୍ଚିଥିଲା । ୯ ଲକ୍ଷ ୬୦ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । କେବଳ ଆମେରିକାରେ ଗଡ଼ିଲାଣି ୫୪ ହଜାର ୨୬୫…

ଲକ୍‍ଡାଉନ୍‍ ରେ ସବୁ ବନ୍ଦ ସତ୍ତ୍ୱେ ମଦ ବେପାରୀ ସକ୍ରିୟ

ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ମାସେରୁ ଅଧିକ ସମୟ ହେଲା ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ । ମଦ ପିଉଥିବା ଲୋକ କରୋନାରେ ଆଗ ମରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବାପରେ ସରକାର ମଦ ଦୋକାନଖୋଲିବାକୁ କେହି ସାହସ କରିପାରୁ ନାହାନ୍ତି । ତେବେ ଏଭଳି ସ୍ଥିତିରେ ଏତେ ମଦ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଆପଣଙ୍କ ସ୍ବାସ୍ଥ୍ୟ ଯେମିତି ଭଲ ରହିବ ତାହାଠାରୁ ମନ ମଧ୍ୟ ଆହୁରି ଅଧିକ ଭଲ ରହିବ। ବନ୍ଧୁଙ୍କ ଆଦର, ସେହ୍ନ, ସଦିଚ୍ଛା ମନ ଭିତରର ସବୁ ଦୁଃଖକୁ ସାମୟିକ ଭାବରେ ଭୁଲିଯାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ…

ରାଜ୍ୟରେ ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁବା ପରେ ଆଜି ପୁଣି ରାଜ୍ୟରେ ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ସମସ୍ତ ରୋଗୀ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡିଛି । ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ହୋଇଛି ।…

୧୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର()ଆଜି ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉପକୂଳବର୍ତ୍ତୀ କଟକ,ଜଗତସିଂହପୁର,କେନ୍ଦ୍ରାପଡା,ପୂରୀ, ବାଲେଶ୍ୱର ସମେତ ଯାଜପୁର,ଢ଼େଙ୍କାନାଳ ,ଅନଗୁଳ,ଭଦ୍ରକ ଓ କନ୍ଧମାଳରେ ଅତି ପ୍ରବଳ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ । ସେହିଭଳି…

ରାଜ୍ୟରେ ଆଉ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି। ସମସ୍ତ ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡିଛି।  ୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ଯାଜପୁର ସ୍ଥିତ ଦାସରଥପୁର ବ୍ଲକ  କଟିକଟା ପଂଚାୟତ କଟିକଟା ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ କଥା ହୋଇ ଉତ୍ସାହିତ ବରିଷ୍ଠ ନାଗରିକ

ଭୁବନେଶ୍ୱର () କରୋନା ମାନେନି ବୟଷ, ଜାତି ଧର୍ମ କି ଧନୀ ଗରିବ । ଯେକୌଣସି ସମୟରେ ଯେକୌଣସି ବର୍ଗର ଲୋକେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇପାରନ୍ତି । ତେବେ ସବୁଠାରୁ ଅଧିକ ସମ୍ବଦନଶୀଳ ହେଉଛନ୍ତି ୬୦ ବର୍ଷରୁ ଅଧିକ ବୟଷର ବ୍ୟକ୍ତି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ…

ପେଟ୍ରୋଲିୟମ ଓ ଏଲପିଜି ଯୋଗାଣକୁ ଗୁରୁତ୍ୱ

ନୂଆଦିଲ୍ଲୀ ()କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସର୍ବଭାରତୀୟ ପରିବହନ ସଂଘର ପ୍ରତିନିଧି ମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିବା ଅବସରରେ ଦେଶରେ ପେଟ୍ରୋଲିୟମ ଉତ୍ପାଦ ଓ ଏଲପିଜିର ନିରନ୍ତର ପରିବହନ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହାସହ ଲକ୍ ଡାଉନ ଭଳି…