ଭଲିବଲ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, ୨୧ ଆହତ
ମୋହନା : ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅନ୍ତର୍ଗତ ଖମାରିସାହି ଗ୍ରାମରେ ଭଲିବଲ କୋର୍ଟ କୁ ନେଇ ଘଟିଯାଇଛି ଅଭାବନୀୟ ଘଟଣା । ସାମାନ୍ୟବଚସାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗା ସହ ହୋଇଛି ରକ୍ତାକ୍ତ ସଂଘର୍ଷ । ଉଭୟ ପକ୍ଷର ଆହତ ହୋଇଛନ୍ତି ୨୧ଜଣ ବ୍ୟକ୍ତି । ଆହତମାନଙ୍କୁ ଉଭୟ…
