Odia News Portal
Yearly Archives

2020

ବାଲୁକା କଳା ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସଲାମ୍ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପୁରୀରେ ବାଲୁକା କଳା । COVID-19 ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ସେ ଏହି ବାଲୁକା କଳା ମାଧ୍ୟମରେ ସଲାମ ଜଣାଇଛନ୍ତି

କରୋନାରେ ଆଖି ବୁଜିଲା ୪ ମାସର ଶିଶୁ

କେରଳ() କରୋନାରେ ଆଖି ବୁଜିଲା ୪ ମାସର ଶିଶୁ । ଆଜି ସକାଳେ କେରଳ କୋଝିକୋଡେ ମେଡିକାଲ୍ କଲେଜରେ ପିଲାଟି ପ୍ରାଣ ହରାଇଥିବା ଜଣାପଡିଛି । ଗତକାଲି ମାଲାପୁରାମର ଏହି ୪ ମାସର ଶିଶୁଟିର କରୋନା ଟେଷ୍ଟ କରାଯାଇଥିବାବେଳେ ତାର ପଜିଟିଭ୍ ରିପୋର୍ଟ ଆସିଥିଲା । ତେବେ ଆଜି ସକାଳେ ସେ ପ୍ରାଣ…

୬୦ ଘଣ୍ଟାର ସଟ ଡାଉନକୁ ଧର୍ମେନ୍ଦ୍ରଙ୍କ ସମର୍ଥନ

ତିନୋଟି ଜିଲ୍ଲାରେ ସଟ ଡାଉନକୁ ସମର୍ଥନ ଓ ସମୟଚିତ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାସ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ରାଜ୍ୟ ସରକାରଙ୍କ ସଟ ଡାଉନ ନିୟମକୁ ସମସ୍ତେ ମାନିବ ସହ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବା ପାଇଁ ତିନି ଜିଲ୍ଲାର ଜନ…

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି

ଭୁବନେଶ୍ୱର:()ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆକ୍ରାନ୍ତ ଜଣକ ଭଦ୍ରକର ବୋଲି ଜଣାପଡିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଛି । ଗତକାଲି ୬ ଜଣ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ୮୯ ରେ ପଂହଚିଥିଲା । ଆଜି ଆଉ ଜଣେ ଚିହ୍ନଟ ହେବା ଚିନ୍ତା ବଢ଼ାଇ…

ଆଜିଠାରୁ ରାଜ୍ୟରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆଜିଠାରୁ ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ସୂଚନା ଦେଲା ପାଣିପାଗ ବିଭାଗ । ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ଢେଙ୍କାନାଳ,…

କାଳବୈଶାଖୀର ପ୍ରଭାବ : ବର୍ଷା ସାଙ୍ଗକୁ ବଡ ବଡ କୁଆପଥର ମାଡ

ଚାନ୍ଦବାଲି : କାଳବୈଶାଖୀର ପ୍ରଭାବରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଘଣ୍ଟେଶ୍ୱରରେ ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ କୁଆପଥର ମାଡ ହୋଇଛି । ସନ୍ଧ୍ୟାରେ ଘଣ୍ଟେଶ୍ୱରରେ ବର୍ଷା ସାଙ୍ଗକୁ ବଡ ବଡ କୁଆପଥର ମାଡ ହୋଇଥିଲା । ତେବେ ଦୀର୍ଘ ସମୟ…

କରୋନା ଆଢୁଆଳରେ ବେକ ସଳଖୁଛି ରାଜ୍ୟ କଂଗ୍ରେସ

ଭୁବନେଶ୍ୱର : କରୋନା ପଞ୍ଝାରେ ଏବେ ଓଡିଶା ଠାରୁ ଆରମ୍ଭ କରି ସମଗ୍ର ଦେଶ କବଳିତ ଥିବାବେଳେ ଏହାର ଆଢୁଆଳରେ କିନ୍ତୁ ରାଜ୍ୟ କଂଗ୍ରେସ ବେକ ସଳଖିବାରେ ଲାଗିଛି । କରୋନା ପାଇଁ ହେଉ କିମ୍ବା ଅନ୍ୟ କେଉଁଥିପାଇଁ ହେଉ ପ୍ରଦେଶ କଂଗ୍ରେସ ଚଳ ଚଞ୍ଚଳ ହୋଇ ଉଠିଛି । ସରକାରୀ ଢାଞ୍ଚାରେ ପ୍ରତିଦିନ ପ୍ରେସ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ସହଯୋଗୀ ମନୋଭାବରୁ କର୍ମ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ଅର୍ଥ ଲାଭ ସଙ୍ଗକୁ ଶାରୀରିକ ସୁସ୍ଥତା ଓ ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ ମନ ଖୁସି ରହିବ। ବନ୍ଧୁ ମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ଚଳଚ୍ଚିତ୍ର ଓ ରଚନାମତ୍କ…

ଦର୍ଶକଙ୍କ ପାଇଁ ଆଉ ଏକ ଖୁସି ଖବର : ଏବେ ଆରମ୍ଭ ହେବାକୁ ଯାଉଛି ‘ଶ୍ରୀ କୃଷ୍ଣ’

ମୁମ୍ବାଇ : ଦୂରଦର୍ଶନ ଗତ କିଛି ଦିନ ଭିତରେ ପୁରୁଣା ସୋ ପୁଣି ଥରେ ପ୍ରସାରଣ କରି ସମସ୍ତ ଟିଆରପି ରେକର୍ଡ ଭାଙ୍ଗିଛି। ଲକଡାଉନ୍ ଚାଲିଥିବାବେଳେ ଦୂରଦର୍ଶନ ଏହି ସମୟରେ ଦର୍ଶକଙ୍କ ପାଇଁ ‘ରାମାୟଣ’, ‘ମହାଭାରତ’, ‘ଚାଣକ୍ୟ’, ‘ଶକ୍ତିମାନ’, ‘ଦେଖ ଭାଇ ଦେଖ’ ଭଳି ସୁପରହିଟ୍ ସୋ ଫେରାଇ ଆଣିଛି।…

ଓଡିଶାରେ ଫସିଥିବା ୨୬ ପାରୋ ପର୍ଯ୍ୟଟକଙ୍କ ପାଇଁ ବେଙ୍ଗାଲୁରୁରୁ ଆସିଲା ସ୍ୱତନ୍ତ୍ର ବିମାନ

ଭୁବନେଶ୍ୱର : ଭୁବନେଶ୍ୱରରେ ଫସି ଥିବା ୨୬ ପର୍ଯ୍ୟଟକଙ୍କୁ ନେବା ପାଇଁ ବେଙ୍ଗାଲୁରୁରୁ ଭୁବନେଶ୍ଵରରେ ପହଁଚିଲା ସ୍ୱତନ୍ତ୍ର ବିମାନ Drukair KB 293। ମଧ୍ୟାହ୍ନ୨ଟା ସମୟର ଏହି ବିମାନଟି ଓଡ଼ିଶାରେ ଫସି ଥିବା୨୬ ଜଣ ପାରୋ (ଭୁଟାନ)ର ପର୍ଯ୍ୟଟକଙ୍କୁ ଧରି ଭୁବନେଶ୍ୱର ବିମାନବନ୍ଦରରୁ ଉଡାଣ ଭାରି…