ଆଜି ରାତି ୧୦ଟାରୁ ଏହି ୩ଟି ଜିଲ୍ଲାରେ ୬୦ ଘଣ୍ଟା ସଟଡାଉନ୍
ଭୁବନେଶ୍ୱର : ୬୦ ଘଣ୍ଟା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ସଟଡାଉନ୍ । ଆଜି ରାତି ୧୦ଟାରୁ ରବିବାର ୨୬ ତାରିଖ ସକାଳ ୧୦ଟା ଯାଏଁ ୬୦ ଘଣ୍ଟା ସଟଡାଉନ୍ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
୫ ଦିନ ଭିତରେ ଲଗାତ ଏହି ଜିଲ୍ଲାରେ କରୋନା ପଜିଟିଭ୍ ମାମଲା ବୃଦ୍ଧି ପାଇଛି । ନିଶ୍ଚିତ…
