ଏହି ମାସରୁ ଅମରନାଥ ଯାତ୍ରା ଆରମ୍ଭ
ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ୱେ ଚଳିତବର୍ଷ ଅମରନାଥ ଯାତ୍ରା ଜାରି ରହିବ। ବୁଧବାର ଶ୍ରୀ ଅମରନାଥ ଶ୍ରାଇନ ବୋର୍ଡ଼ର ଅଧ୍ଯକ୍ଷ ତଥା ଜମ୍ମୁ-କଶ୍ମୀରର ଏଲଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏ ବର୍ଷ ଯାତ୍ରା ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହାର ମାତ୍ର କିଛି…
