Odia News Portal
Yearly Archives

2020

ଏହି ପ୍ଲାନ ଗୁଡିକରେ ଉପଭୋକ୍ତାଙ୍କୁ ମାଗଣାରେ ମିଳିବ ଆମାଜନ ସବସ୍କ୍ରିପସନର ସୁବିଧା

ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ପୋଷ୍ଟ ପେଡ଼ ପ୍ଲାନ ଧାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛି । ଗ୍ରାହକ ମାନଙ୍କ ପାଇଁ ବିନା କୌଣସି ଦରରେ ଆମାଜନ ପ୍ରାଇମ ସବସ୍କ୍ରିପସନ ସୁବିଧା ଯୋଗାଇବା ନେଇ ଘୋଷଣା କରିଛି । ଏହା ଦ୍ୱାରା ଏବେ ପୋଷ୍ଟ ପେଡ ପ୍ଲାନ ୟୁଜର…

ମୁମ୍ବାଇରେ ମିଥୁନ ଚକ୍ରବର୍ତ୍ତୀଙ୍କ ପିତାଙ୍କ ନିଧନ

ବଲିଉଡ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପିତା ବସନ୍ତ କୁମାର ଚକ୍ରବର୍ତ୍ତୀଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ହେଲା ଚିକିତ୍ସାଧୀନ ଥିବା ବେଳେ ମଙ୍ଗଳବାର ମୁମ୍ବାଇଠାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। କିଡନୀ ଫେଲୁୟର…

ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର() କରୋନା ପାଇଁ ପୁରା ଦେଶରେ ଲକଡାଉନ ଘୋଷଣା ହୋଇଥିବା ବେଳେ ଓଡିଶାରେ ଲକଡାଉନ କାରଣରୁ ରାଜ୍ୟରେ ଅନେକ କ୍ଷତି ହୋଇଛି । ଏହି କ୍ଷତିର ଭରଣା ପାଇଁ କେନ୍ଦ୍ର ରାଜ୍ୟକୁ ୨୧୩୧କୋଟି ପ୍ରଦାନ କରିଛି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ()ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ଜଣକ ଯାଜପୁରର ବୋଲି ଜଣାପଡ଼ିଛି । ତାଙ୍କ ବୟସ ୩୮ ହୋଇଥିବା ବେଳେ ସେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…

ବିପଦର ବନ୍ଧୁ ଗୋଲ୍ଡେନ୍ ଷ୍ଟାର ଚାରିଟେବୁଲ ଟ୍ରଷ୍ଟ

କେନ୍ଦ୍ରାପଡ଼ା() ପରିସ୍ଥିତି ଯେତେ ପ୍ରତିକୁଳ ହେଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଓ ସେବା ମନୋଭାବ ଆଗରେ ସବୁ କିଛି ହାର ମାନିବାକୁ ବାଧ୍ୟ ଏ କଥା ସ୍ପଷ୍ଟ ଉଦାହରଣ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଗୋଲ୍ଡେନ ଷ୍ଟାର ଚାରିଟେବୁଲ ଟ୍ରଷ୍ଟ ,ଲୋକ ମାନଙ୍କ ସେବା ଏହି ଟ୍ରଷ୍ଟ ର…

ସରପଞ୍ଚମାନଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()କରୋନା ପାଇଁ ଶପଥ ନେଇଛନ୍ତି ସରପଞ୍ଚ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂରେ ସରପଞ୍ଚମାନଙ୍କ ଶପଥ ପାଠ କରାଇଛନ୍ତି । ନିଜ ପଞ୍ଚାୟତକୁ କରୋନାକୁ ମୁକ୍ତ ରଖିବାକୁ ପରାମର୍ଶ ଦିଆଯାଇଛି । ସେମାନେ ଶପଥ ପାଠ କରିଛନ୍ତି ଯେ ଅନ୍ୟ ରାଜ୍ୟରୁ ଗାଁକୁ ଆସିଥିବା…

ଆଜି ସମଗ୍ର ବିଶ୍ୱ ପାଳୁଛି ପୃଥିବୀ ଦିବସ

ଭୁବନେଶ୍ୱର : ପୃଥିବୀରେ ବାସ କରୁଥିବା ସମସ୍ତ ପ୍ରାଣୀ ଏବଂ ଉଦ୍ଭିଦକୁ ବଞ୍ଚାଇବା ଏବଂ ଆମ ଚାରିପଟରେ ଥିବା ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ୨୨ ଏପ୍ରିଲ ଦିନ ସମଗ୍ର ବିଶ୍ୱରେ 'ପୃଥିବୀ ଦିବସ' ଅର୍ଥାତ୍ ଧରିତ୍ରୀ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ…

କେନ୍ଦ୍ର ଐତିହ୍ୟ ତାଲିକାରେ ମାଣବସା ଗୁରୁବାର

ଭୁବନେଶ୍ୱର() କେନ୍ଦ୍ର ଐତିହ୍ୟ ତାଲିକାରେ ସ୍ଥାନ ପାଇଛି ମାଣବସା ଗୁରୁବାର । ୩ଟି ସାଂସ୍କୃତିକ ପରମ୍ପରାକୁ ସ୍ଥାନ ଦେଇଛନ୍ତି କେନ୍ଦ୍ର ସରକାର । ସେହି ତାଲିକାରେ ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟା ସାମିଲ ହୋଇଛି । ମାଣବସା ଗୁରୁବାର ଓଡିଶାରେ ମାର୍ଗଶୀର ମାସ ଗୁରୁବାର ଦିନ…

ମୁଖ୍ୟମନ୍ତ୍ରୀ ନିବାସରେ କରୋନା

ମୁମ୍ବାଇ()ସାରା ଦେଶରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାରୀ ବାସଭବନରେ ନିଯୁକ୍ତ ହୋଇଥିବା ପୋଲିସ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ହଇଚଇ ସୃଷ୍ଟି…

କୋଭିଡ଼ ହେଲ୍ପଡେସ୍କ ଲଞ୍ଚ କଲେ ରାଜ୍ୟ ସରକାର

ଭୁବନେଶ୍ୱର() କରୋନା ସମ୍ପର୍କିତ ସୂଚନା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ଼ ହେଲ୍ପଡେସ୍କ ଲଞ୍ଚ କରିଛନ୍ତି ରାଜ୍ୟ ସରକାର । ହ୍ୱାଟସ ଆପ୍ ନମ୍ବରରେ HI ଲେଖି ପଠାଇଲେ ସମସ୍ତ ତଥ୍ୟ ପାଇପାରିବା ନେଇ ସୂଚନା ମିଳିଛି । ହ୍ୱାଟସ୍ ଆପ ନମ୍ବରଟି ହେଉଛି ୯୩୩୭୯୨୯୦୦୦ । ଏହାସହ…