Odia News Portal
Yearly Archives

2020

୯ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା

ଭଦ୍ରକ() ଭଦ୍ରକରେ ଆଉ ୩କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିଲେ । ତେଣୁ ସତର୍କତା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବାସୁଦେବପୁର ବ୍ଲକର ୯ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ୪ଟି ଜେନାରେ ୯ଟିି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।…

ଆଜି ଚିହ୍ନଟ ହୋଇଥିବା ୩ ପଜିଟିଭଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ବର()  ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ନେଇ ତଥ୍ୟ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଂଚଳର । ଏହି ୩ ଜଣଙ୍କର କୋଲକାତା ଲିଙ୍କ୍ ରହିଛି । ଏମାନେ କୋଲକାତାରୁ ଫେରିଥିଲେ ବୋଲି ସୂଚନା ଦେଇଛି ଭଦ୍ରକ ଜିଲ୍ଲା…

କରୋନା ଯୋଗୁଁ ବେକାର ହୋଇଗଲେଣି ଵାରିକ ଓ ରଜକ

ଭୁବନେଶ୍ୱର : କରୋନା ମାଡରେ ଗାଁ ଠୁ ସହର ଯାଏ ଯଦି କିଏ ସବୁଠାରୁ ବେଶି କ୍ଷତିଗ୍ରସ୍ତ ତେବେ ସେ ଦୁଇ ବର୍ଗ ହେଉଛନ୍ତି ରଜକ ଓ ବାରିକ । ଅବସ୍ଥା ଏଭଳି ହେଲାଣି ଯେ ସହରାଞ୍ଚଳରେ ରହୁଥିବା ଏହି ବର୍ଗର ଲୋକେ ଏବେ ବେଳାଏ ଖାଇଲେ ଆଉ ବେଳାଓ ଉପାସ ରହିଲେଣି । ଅଧିକାଂଶଙ୍କ ଘରେ ଚୂଲି ଜଳୁନାହିଁ ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଦ୍ୱିଜା ନକ୍ଷତ୍ର ନିକଟସ୍ଥ ଲୋକଙ୍କୁ ଆପଣାର କରି କାମକୁ ସହଜରେ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପାଇପାରିବେ। ତଥାପି କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ପରିବାରରେ ପାଖରେ ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ।…

ରାଜ୍ୟରେ ଆଉ ୩ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର()ରାଜ୍ୟରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ । ଆଜି ପୁଣି ଓଡିଶାରେ ଆଉ ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ପ୍ରକାଶ ପାଇଛି । ତେବେ ୩ ଆକ୍ରାନ୍ତ ଭଦ୍ରକର ବୋଲି ଜଣାପଡିଛି ।ଏହାକୁ ମିଶାଇ ରାଜ୍ୟରେ କରୋନା…

୨୯ରେ ଲଘୁଚାପ, ୩୦ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା

ଭୁବନେଶ୍ୱର() ଗତକାଳିଠୁ ରାଜ୍ୟରେ ଆରମ୍ଭ ହୋଇଯାଇଛି କାଳବୈଶାଖୀ ବର୍ଷା ।ଆଜି ଦିନ ଭରି ବି ଏଭଳି ଅବସ୍ଥା ଜାରୀ ରହିବ । ଆସନ୍ତା ରବିବାର ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ଘଣ୍ଟାକୁ ୩୦ କିଲୋମିଟର ରୁ ଅଧିକ ଜୋରରେ ବର୍ଷା ହେବ । ଘଡଗଡି ବିଜୁଳୀ ମାରିବ । କୁଆପଥର…

କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କ ରଣନୀତି ପ୍ରସ୍ତୁତ

ଭୁବନେଶ୍ବର() ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରାଜ୍ୟ ସରକାର ଏବେ ପଞ୍ଚାୟତଗୁଡ଼ିକ ମାଧ୍ୟମରେ ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ନେଇଛନ୍ତି। ସରପଞ୍ଚମାନଙ୍କୁ ରାଜ୍ୟ ସରକାର ଗତ ଦୁଇଦିନ ତଳେ…

ଓଡିଶା ପାଇଁ ୧୧୦୨.୮୧ କୋଟି ବ୍ୟୟବରାଦ

କୋଭିଡ-୧୯ ମହାମାରୀ କାରଣରୁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଗ୍ୟାସ ସିଲିଣ୍ଡର ରିଫିଲ ଯୋଗାଇ ଦିଆଯାଉଛି । ଏହି ଯୋଜନାରେ…

ସୁରଟରେ ଅସହାୟ ଓଡିଆ ଶ୍ରମିକଙ୍କୁ ଧର୍ମେନ୍ଦ୍ରଙ୍କ ସହଯୋଗ

ସୁରଟ () ଗୁଜୁରାଟରେ ଲକଡାଉନ ଯୋଗୁ ଫସିରହିଥିବା ଓଡିଆ ଶ୍ରମିକଙ୍କୁ ସହାୟତା ପରେ ସେମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନେଇ ରାଜ୍ୟ ବାହାରେ ଫସିରହିଥିବା ଶ୍ରମିକମାନେ ସୋସିଆଲ ମିଡିଆ ଜରିଆରେ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଅନୁସାରେ , ତାଲାବନ୍ଦ…

ସହଯୋଗର ହାତ ବଢାଇଲା ରେଡ୍ ସ୍ବସ୍ତିକ୍

ଖରାରୁ ରକ୍ଷା ପାଇଁ ପୋଲିସ୍ କର୍ମଚାରୀଙ୍କୁ ଛତା,ଡାକ କର୍ମଚାରୀଙ୍କୁ ମାସ୍କ ଓ ଅସହାୟଙ୍କୁ ବାଣ୍ଟୁଛନ୍ତି ଖାଦ୍ୟସାମଗ୍ରୀ ଭୂବନେଶ୍ବର : ଦେଶର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ରେଡ୍ ସ୍ବସ୍ତିକ୍ ସୋସାଇଟି ବିଶ୍ବ, ଦେଶ ତଥା ରାଜ୍ୟର କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ…