ବାଲେଶ୍ୱରରେ ପୋଲିସ ଡିଜି ଅଭୟ
ବାଲେଶ୍ୱର : ବାଲେଶ୍ୱରରେ ପୋଲିସ ଡିଜି ଅଭୟ । ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଗେଟକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତନଖି ଫାଟକରେ ଯାଞ୍ଚକୁ କଡ଼ାକଡ଼ି କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିଛନ୍ତି ଡିଜିପି ଅଭୟ ।
ଲକଡାଉନ…
