Odia News Portal
Yearly Archives

2020

ଛେପ ପକାଇବା ନେଇ ପୁରୀରେ ଜାରି ହେଲା କଟକଣା

ପୁରୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ପୁରୀ ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ କଡା କଟକଣା ଲଗାଯାଇଛି। ଏହାକୁ ଅମାନ୍ୟ କଲେ ପ୍ରଥମ ୩ଥର ୨୦୦ଟଙ୍କା ଓ ପରେ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ। ଏଥିପାଇଁ ପୌରସଂସ୍ଥା ଓ ବ୍ଲକ ସ୍ତରର ଅଧିକାରୀମାନଙ୍କୁ ଏନ୍‌ଫୋର୍ସମେଣ୍ଟ…

ଭଦ୍ରକର ଚରମ୍ପା ଓ ଏରେଇଁ ଅଞ୍ଚଳରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ: ଭଦ୍ରକରେ ଆଉ ଦୁଇଟି ଅଞ୍ଚଳରୁ ଉଠିଲା କଟକଣା। ଚରମ୍ପା ଓ ଏରେଇଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ରୁ ହଟାଇଦିଆଯାଇଛି। ତେବେ ଲକ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ଭଦ୍ରକ ଜିଲ୍ଲାପାଳ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଭଦ୍ରକରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ…

୨୩ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ବର()  ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବ। ଏହି ସମୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ପବନର ବେଗ ସର୍ବାଧିକ ୪୦ରୁ ୫୦ କିଲୋମିଟର ମଧ୍ୟରେ ରହିବ। ବିଜୁଳି, ଘଡ଼ଘଡ଼ିର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କାର୍ଯ୍ୟଦକ୍ଷତା କାରଣରୁ ଉଚ୍ଚ ସ୍ତରରେ ସମ୍ପର୍କ ସ୍ଥାପିତ ହେବ ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଶୁଭେଚ୍ଛା ଲାଭ କରିବେ। ଅର୍ଥନୈତିକ ସ୍ଥିତିର ଅଭିବୃଦ୍ଧି,କଳା,ସାହିତ୍ୟ,ସଙ୍ଗୀତରେ ଉନ୍ନତି, ଯାନ୍ତ୍ରିକ ଦ୍ରବ୍ୟଲାଭରୁ ମନ ଖୁସୀ ରହିବ। ପରିବାର ସଦସ୍ୟ ମାନଙ୍କ ସହ ହସ ଖୁସୀରେ…

ନୂଆପଲ୍ଲୀ କଳିଙ୍ଗ କ୍ରୀଡ଼ା ପରିଷଦ ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ 

ଭୁବନେଶ୍ବର : ରାଜଧାନୀ ରେ ସାଧାରଣ ଲୋକଙ୍କ ଦୃଷ୍ଟି କୋଣରୁ ବହୁ ଦୂରରେ ଥିବା ଏକ ବସ୍ତିରେ ଭୋକ ଉପାସରେ ରହୁଥିବା ୪୦୦ ଗରିବ ପରିବାରକୁ ସଂଗଠନ ଦ୍ଵାରା ଚିହ୍ନଟ କରାଯାଇ ସମସ୍ତ ପରିବାରକୁ ସହଯୋଗ କରାଯାଇଅଛି । ହକି ବିଶ୍ଵକପ ବେଳେ କଳିଙ୍ଗ ଷ୍ଟାଡିଅମ ପାଚେରୀ କଡ଼ରୁ ସମ ମେଡ଼ିକାଲ ପାଖ…

ଏବେ ଘରେ ବସି ମାଗଣାରେ ଦେଖିପାରିବେ ଏହି ୮ଟି ଲୋକପ୍ରିୟ ଚ୍ୟାନେଲ

ମାରାତ୍ମକ କରୋନା ଭାଇରସ ସଂକ୍ରମଣରୁ ରୋକିବା ପାଇଁ ଘରେ ରହିବାକୁ ସର୍ବୋତ୍ତମ ମାଧ୍ୟମ ଭାବେ ଧରାଯାଉଛି । ଘରେ ରହି ସମୟ ଅତିବାହିତ କରିବା ପାଇଁ ଲୋକେ ଟିଭି, ସୋସିଆଲ ମିଡ଼ିଆ ଆଦିକୁ ହିଁ ନିଜ ସାହାରା ଭାବେ ବାଛି ନେଇଛନ୍ତି । କିନ୍ତୁ ଏହି ଲକ ଡାଉନ ସମୟରେ ଟିଭି ଦର୍ଶକ ମାନଙ୍କ ପାଇଁ ଏକ…

କୋରାପୁଟରେ ପୋଲିସ ଡିଜି ଅଭୟ

କୋରାପୁଟ: କୋରାପୁଟରେ ପୋଲିସ ଡିଜି ଅଭୟ । ଜିଲ୍ଲାରେ ଲକ୍‌ଡାଉନ୍‌ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । କୋରାପୁଟ ବିଏସ୍‌ଏଫ୍‌ ସେକ୍ଟର ଗ୍ରାଉଣ୍ଡରେ ପହଞ୍ଚିବା ପରେ ସଦର ଥାନା ପରିଦର୍ଶନ କରିଥିଲେ । ଡିଜିଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ, କୋରାପୁଟ ଏସ୍‌ପି…

ମା’ କାଳିଜାଈ ପୀଠ ସାଜିବ ଆକର୍ଷଣ କେନ୍ଦ୍ର ବିନ୍ଦୁ

ଭୁବନେଶ୍ୱର : ଚିଲିକାର ମା’ କାଳୀଜାଈ ପୀଠ ଏବେ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି । ଏନେଇ ଆକାଶ ମାର୍ଗରୁ ଏକ ଫଟୋ ଟ୍ୱିଟର୍‌ ଏବଂ ସୋସିଆଲ୍‌ ମିଡିଆର ବିଭିନ୍ନ ସାଇଡ୍‌ରେ ଅପ୍‌ଲୋଡ୍‌ କରାଯାଇ ପୀଠର ଉନ୍ନତିକରଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମରାଳ ମାଳିନୀ ନୀଳାମ୍ବୁ ଚିଲିକା ଭିତରେ…

କରୋନା ଯୋଗୁ ଦ୍ରୁତ ଗତିରେ ବଢ଼ିଛି ସୁନା ଦର

ନୂଆଦିଲ୍ଲୀ : କରୋନା ଭୂତାଣୁ(କୋଭିଡ-୧୯) ଯୋଗୁ ବିଶ୍ୱବ୍ୟାପୀ ଅର୍ଥବ୍ୟବସ୍ଥାରେ ଅନିଶ୍ଚିତତା ଦେଖାଦେଇଛି । ଔଦ୍ୟୋଗିକ କାର୍ଯ୍ୟକଳାପ ଠପ୍‌ ହୋଇପଡିଛି । ଅଶୋଧିତ ତୈଳ ଦର ହ୍ରାସ ଘଟି ବ୍ୟାରେଲ ପିଛା ୨୦ ଡଲାରକୁ ଖସିଆସିଛି । କିନ୍ତୁ ସୁନା ଦର ଦ୍ରୁତ ଗତିରେ ବଢ଼ିଚାଲିଛି । ଅନ୍ତର୍ଜାତୀୟ…

ରାଜଧାନୀ ସମେତ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଛି । ଜୋରରେ ପବନ ବହିବା ସହ ବର୍ଷା ହୋଇଛି । ତେଣୁ ଭୁବନେଶ୍ୱର ଓ ଅନ୍ୟ କେତେକ ସ୍ଥାନରେ ଗଛ ଉପୁଡ଼ିଥିବା ବେଳେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି । ବାଲେଶ୍ୱର, କଟକ, ଖୋର୍ଦ୍ଧାରେ କାଳବୈଶାଖୀର…