Odia News Portal
Yearly Archives

2020

ପୁରୀ ସହରରେ ଚାଲିଛି ଡ୍ରେନ ସଫେଇ

ପୁରୀ : ବର୍ଷା ଋତୁ ଆସିବା ପୂର୍ବରୁ ସଫା କରାଯାଉଛି ପୁରୀ ସହରର ବଡ଼ ବଡ଼ ହେନ୍ତି । ସୁବିଧାରେ ଜଳ ନିଷ୍କାସନ ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ନୀଳଚଳ ଅର୍ବାନହାଟ ନିକଟସ୍ଥ ଧୋବାସାହି ପାଖରେ ମିଳିତ ହେଉଥିବା ଗଙ୍ଗାଯମୁନା ମୁଖ୍ୟ ଢେନ୍ ଏବଂ ଏଥିସହିତ ବଡ଼ଦାଣ୍ଡରୁ ଆସୁଥିବା…

ବିଡ଼ିଓ, ତହସିଲଦାରଙ୍କୁ ଆକ୍ରମଣ ଘଟଣା : ୩ ଗିରଫ

ଯାଜପୁର : ଯାଜପୁର ଜିଲ୍ଲା କୁଆଖିଆ ଥାନା ଗୋପୀନାଥପୁର ଗାଁରେ ରସୁଲପୁର ବିଡ଼ିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା। ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି ଚରଣ ସିଂ ମୀନା। ଏପଟେ ସମ୍ପୃକ୍ତ ଅଞ୍ଚଳରେ ୧୪୪ଧାରା ଜାରି କଲା ପ୍ରଶାସନ।…

ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୬୧କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ଏହାସହ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆଉ ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା ୨୪ଜଣ କରୋନା ଆକ୍ରାନ୍ତ ଥିବା ସୁସ୍ଥ ହୋଇ…

କଟକଣାରେ ହେବ ରଥଯାତ୍ରା

ପୁରୀ() ପ୍ରତିବର୍ଷ ପୁରୀରେ ପବିତ୍ର ଓ ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ହୋଇଥାଏ । କିନ୍ତୁ ଚଳିତଥର କରୋନା ନେଇ ରଥଯାତ୍ରା ହେବ କି ନାହିଁ ସମସ୍ତେ ଦ୍ୱନ୍ଦରେ ରହିଥିଲେ । ଏହାରିମଧ୍ୟରେ ରଥଯାତ୍ରାକୁ ନେଇ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ସବୁଜ ସଙ୍କେତ ଦେଇଥିବା ସୂଚନା ରହିଛି ।…

୨୦ରୁ ଉଚ୍ଚ ଶିକ୍ଷା ବିଭାଗର ଗ୍ରୁପ ଏ ଅଫିସର ଆସିବା ବାଧ୍ୟତାମୂଳକ

ଭୁବନେଶ୍ୱର () ଜୁନ୍ ସତରରେ ସ୍କୁଲ କଲେଜ ଖୋଲିବା ପରେ ଯେ କୌଣସି ସମୟରେ ପରୀକ୍ଷା ହେବ । ତେଣୁ ଛୁଟି ସମୟରେ ପାଠ ପଢ଼ାରେ ଧ୍ୟାନ ଦେବାକୁ ମନ୍ତ୍ରୀଙ୍କ ପରାମର୍ଶ । ପିଜି ଏକକ ପ୍ରବେଶିକା ପରୀକ୍ଷା ପାଇଁ ସମସ୍ତ କୁଳପତିଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଦେଶରେ ଶିକ୍ଷା ବ୍ୟବସ୍ଥାର…

ଏଣିକି ଟିଭିରୁ ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର() ଡିଇଓ ଏବଂ ବିଇଓଙ୍କୁ ଓସେପା ଯୁଗ୍ମ ନିର୍ଦ୍ଦେଶକ ଆଜି ଚିଠି ଲେଖିଛନ୍ତି । କରୋନା ନେଇ ପିଲାଙ୍କ ପାଠପଢ଼ାରେ କିପରି ବ୍ୟାଘାତ ସୃଷ୍ଟି ନହେବ ସେନେଇ ପଦକ୍ଷେପ ନିଆଯାଉଛି । ତେଣୁ ଡିଡ଼ି ଓଡ଼ିଆରେ କ୍ଲାସର ରେକର୍ଡ଼ ଭିଡ଼ିଓ ପ୍ରସାରିତ ହେବ । ଭିଡ଼ିଓ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ…

ବିଜୁଙ୍କ ଶ୍ରାଦ୍ଧ ଦିବସରେ ବିଧାୟକଙ୍କ ରକ୍ତ ଦାନ

ବ୍ରହ୍ମପୁର() ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡି ଉଦଘାଟନ ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବାସଭବନର ସମ୍ମୁଖରେ ରକ୍ତ ସଂଗ୍ରହ ହୋଇଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ନିଜେ ବିଧାୟକ…

ସହରାଞ୍ଚଳ ଗରିବଙ୍କ ପାଇଁ ୧୦୦କୋଟି ଘୋଷଣା

ଭୁବନେଶ୍ୱର() କରୋନାସାରା ବିଶ୍ୱରେ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ଏହା ଅନେକ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି କରୁଛି । ଏହାର ମୁକାବିଲା କରିବା ତଥା ରାଜ୍ୟର ୧୧୪ଟି ପୌରାଞ୍ଚଳର ସହର ମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶେ୍ରଣୀର ଲୋକଙ୍କୁ ରୋଜଗାର ଯୋଗାଇଦେବା…

ବଲାଙ୍ଗିର କୋଭିଡ଼-୧୯ ହସ୍ପିଟାଲର ସ୍ଥିତି ପରଖିଲେ ୫ଟି ସଚିବ

ଭୁବନେଶ୍ୱର()ବତ୍ତର୍ମାନ ବଲାଙ୍ଗିର ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲ ନିର୍ମାଣ କରାଯାଉଛି । ଏନେଇ ଆଜି ବଲାଙ୍ଗିର ଯାଇ କୋଭିଡ଼-୧୯ହସ୍ପିଟାଲର ସ୍ଥିତି ଯାଞ୍ଚ…

ରିଚାର୍ଜ ପାଇଁ ଚିନ୍ତା ନାହିଁ, ଏହି କମ୍ପାନୀ ଗୁଡ଼ିକ ୩ ମାସ ପର୍ଯ୍ୟନ୍ତ ବଢାଇଲେ ବୈଧତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲକଡାଉନକୁ ୩ ମେ ପର୍ଯ୍ୟନ୍ତ ବଢାଇବା ପାଇଁ ଘୋଷଣା କରିଛନ୍ତି। ଲକଡାଉନର ଅବଧି ବଢିବା ପରେ ଗ୍ରାହକଙ୍କ ସାହାଯ୍ୟ ପାଇଁ ଟେଲିକମ କମ୍ପାନୀ ମଧ୍ୟ ଆଗକୁ ଆସିଛନ୍ତି। ଏୟାରଟେଲ ଏବଂ ଭୋଡଫୋନ ଆଇଡିଆ ଗ୍ରାହକଙ୍କ ପାଇଁ ଉତ୍ତମ ସେବା ଯୋଗାଇଛି। ଯାହା ଫଳରେ…