କରୋନା ଭୁତାଣୁ ପାଇଁ ସ୍ୱର୍ଗଦ୍ୱାରକୁ ସାନିଟାଇଜ
ପୁରୀ : ଭୁତାଣୁ ସଂକ୍ରମଣ କୁ ରୋକିବା ନେଇ ପୁରୀ ଜିଲା ପ୍ରଶାସନ ସମ୍ପୂର୍ଣ ସଜାଗ। ଏହି କ୍ରମରେ ବୁଧୁବାର ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି । ପୁରୀ ଦମକଳ ବାହିନୀ ୨ରୁ ଅଧିକ ଗାଡି ସହାୟତାରେ ସ୍ୱର୍ଗଦ୍ୱାରରେ ସାନିଟାଇଜ ପାଣି ସ୍ପ୍ରେ ହୋଇଛି । ସ୍ୱର୍ଗଦ୍ୱାର ଚତୁର୍ପାଶ୍ୱ ସହ ଚାରିପଟ…
